ତାଜା ଖବର ରାଜନୀତି ରାଜ୍ୟ ରାଜ୍ୟରେ ଧନୀ ଲୋକ ପାଉଛନ୍ତି ରାସନକାର୍ଡର ସୁବିଧା: ଖାଦ୍ୟ ଯୋଗାଣ ମନ୍ତ୍ରୀ July 31, 2024 Papirani ସପ୍ତଦଶ ବିଧାନସଭା ଅଧିବେଶନର ଆଜି ଅଷ୍ଟମ ଦିନରେ ସରଗରମ ହୋଇଛି ଗୃହ। ବିଧାନସଭାରେ ପୂର୍ବ ସରକାରଙ୍କ ଉପରେ ଦୋଷ ଲଦିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେ କହିଛନ୍ତି ବିଜେଡି ନେତାଙ୍କ ଜରିଆରେ ଧନୀ ଲୋକ ହାତେଇଛନ୍ତି…
ତାଜା ଖବର ରାଜନୀତି ରାଜ୍ୟ ୧୮ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୧୪୭ କୋଟିର ଦୁର୍ନୀତି July 31, 2024 Nirvay ରାଜ୍ୟର ୧୮ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୧୪୭ କୋଟିର ଦୁର୍ନୀତି ହୋଇଛି । ୧୪୭ରୁ ମାତ୍ର ୧୪ କୋଟି ଆଦାୟ ହୋଇଥିବାବେଳେ ୫୨୧ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସୁନ୍ଦରଗଡ଼ରେ ୩୨ କୋଟି ୨୩ ଲକ୍ଷ, ସମ୍ବଲପୁରରେ ୩୦ କୋଟିର…
ତାଜା ଖବର ରାଜନୀତି ରାଜ୍ୟ ବେଆଇନ ଆପାର୍ଟମେଣ୍ଟ ନେଇ ବିଏମ୍ସି ମେୟରଙ୍କ ମନ୍ତବ୍ୟ July 31, 2024 Nirvay ବେଆଇନ ଆପାର୍ଟମେଣ୍ଟକୁ ନେଇ ବିଏମ୍ସି ମେୟର ସୁଲୋଚନା ଦାସ ମନ୍ତବ୍ୟ ଦେଇଛନ୍ତି । ସରକାର ଚିଠି କଲେ ବେଆଇନ ଆପାର୍ଟମେଣ୍ଟ ଭାଙ୍ଗିବୁ ବୋଲି ଶ୍ରୀମତୀ ଦାସ କହିଛନ୍ତି। ସରକାରଙ୍କ ଯାହା ନିଷ୍ପତ୍ତି ନେବେ ବିଏମ୍ସି ତାକୁ ମାନିବ। ଆପାର୍ଟମେଣ୍ଟ ଭାଙ୍ଗିଲେ ସେହି…
ତାଜା ଖବର ରାଜନୀତି ରାଜ୍ୟ ନିଲମ୍ବିତ ଆଇପିଏସ ଅଫିସରଙ୍କ ପ୍ରସଙ୍ଗ: ଗୃହରେ ହଇଚଇ July 31, 2024 Nirvay ନିଲମ୍ବିତ ଆଇପିଏସ ଅଫିସର ପଣ୍ଡିତ ରାଜେଶ ଉତ୍ତମ ରାଓଙ୍କ ପ୍ରସଙ୍ଗ ନେଇ ଗୃହରେ ହଇଚଇ । ଏହି ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ ରାମଚନ୍ଦ୍ର କାଡ଼ାମ । ତାଙ୍କ ବିରୁଦ୍ଧରେ ଏଯାଏଁ କାହିଁକି ଏଫଆଇଆର ହୋଇନି ବୋଲି ପ୍ରଶ୍ନ କରିଛନ୍ତି ।…
ରାଜନୀତି ରାଜ୍ୟ ବଜେଟ୍ର ସଧାରଣ ଆଲୋଚନା ଉପରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର: ‘ଭିଜନ-୨୦୩୬’ର ଖସଡ଼ା ପ୍ରସ୍ତୁତି July 30, 2024 Nirvay ୨୦୨୪-୨୫ ବଜେଟ୍ର ସଧାରଣ ଆଲୋଚନା ଉପରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ସେ କହିଛନ୍ତି, ମୁଁ ଏହି ପବିତ୍ର ଗୃହରେ ଚଳିତ ମାସ ୨୫ ତାରିଖରେ ବର୍ଷ ୨୦୨୪-୨୫ର ପୂର୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଥିଲି । ୨୯…
ତାଜା ଖବର ରାଜନୀତି ରାଜ୍ୟ ପୂର୍ବ ସରକାରଙ୍କ ପାଇଁ ଘର ପାଇଲେନି ୬ ଲକ୍ଷରୁ ଅଧିକ ହିତାଧିକାରୀ July 30, 2024 Papirani ବିଧାନସଭାରେ ବିଜେପି ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ଉତ୍ତର ରଖି ପଞ୍ଚୟତିରାଜ ମନ୍ତ୍ରୀ ରବି ନାୟକ କହିଛନ୍ତି ତତ୍କାଳୀନ ବିଜେଡି ସରକାର ଯୋଗ୍ୟ ହିତାଧିକାରୀଙ୍କ ତାଲିକା ନ ଦେବାରୁ ଘର ପାଇଲେନି ଲୋକେ । ୨୦୧୬ରୁ ୨୦୨୪ ମଧ୍ୟରେ ତତ୍କାଳୀନ ସରକାର…
ତାଜା ଖବର ରାଜନୀତି ରାଜ୍ୟ ରାଜ୍ୟରେ ଚାକିରି ଅପେକ୍ଷାରେ ଅଛନ୍ତି ୧୦ ଲକ୍ଷ ଯୁବକଯୁବତୀ July 30, 2024 Papirani ଆଜି ବିଧାନସଭାର ସପ୍ତମ ଦିନରେ ଗୃହରେ କଂଗ୍ରେସ ବିଧାୟକ ପବିତ୍ର ସାଉଁତା ରାଜ୍ୟରେ ଯୁବକ ଯୁବତୀଙ୍କ ଚାକିରି ସମସ୍ୟା ଉପରେ କରିଥିବା ପ୍ରଶ୍ନର ଉତ୍ତରରେ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ କହିଛନ୍ତି ଦକ୍ଷତା ଓ ବୈଷୟିକ ଶିକ୍ଷା ବିଭାଗରୁ ମିଳିଥିବା ତଥ୍ୟ…
ତାଜା ଖବର ରାଜନୀତି ରାଜ୍ୟ ରାଜ୍ୟରେ ବେଆଇନ ଭାବେ ନିର୍ମାଣ ହୋଇଛି ୭୧୯ ଆପାର୍ଟମେଣ୍ଟ July 30, 2024 Papirani ଆଜି ବିଧାନସଭାର ସପ୍ତମ ଦିନରେ ରାଜ୍ୟରେ ଥିବା ଆପାର୍ଟମେଣ୍ଟକୁନେଇ କିଛି ଆଶ୍ଚର୍ଯ୍ୟ ଜନକ ତଥ୍ୟ ସାମ୍ନାକୁ ଆସିଛି । ଆଜି ବିଧାନସଭା ଗୃହରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ନିର୍ମାଣ ଓ ପୌର ଉନ୍ନୟନ ମନ୍ତ୍ରୀ କୃଷ୍ଣ…
ରାଜନୀତି ରାଜ୍ୟ ୩୧୬ ନିର୍ବାଚନୀ ହିଂସା ମାମଲା, କଟକରେ ସର୍ବାଧିକ: ମୁଖ୍ୟମନ୍ତ୍ରୀ July 30, 2024 Nirvay ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ସୋମବାର ବିଧାନସଭାରେ ଲିଖିତ ଭାବେ ଜଣାଇଛନ୍ତି ଯେ ଲୋକସଭା ଓ ବିଧାନ ସଭା ନିର୍ବାଚନ ସମୟରେ ସମଗ୍ର ରାଜ୍ୟରେ ନିର୍ବାଚନୀ ହିଂସା ସମ୍ପର୍କିତ ମୋଟ ୩୧୬ଟି ମାମଲା ସାମ୍ନାକୁ ଆସିଥିବାବେଳେ କଟକରେ ସର୍ବାଧିକ ମାମଲା ରହିଛି…
ତାଜା ଖବର ରାଜନୀତି ରାଜ୍ୟ ପୋଲାଭରମ ଓ ଆଳୁ ସମସ୍ୟା ନେଇ ନାଇଡ଼ୁ ଓ ମମତାଙ୍କ ସହ କଥା ହେଲେ ମୋହନ ମାଝୀ July 29, 2024 Nirvay ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୪ ଦିନିଆ ଦିଲ୍ଲୀ ଗସ୍ତ ଶେଷ କରି ଭୁବନେଶ୍ବରରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତର ସଫଳତାରେ ଖୁସିବ୍ୟକ୍ତ କରି ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ସରକାରୀ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ଉପମୁଖ୍ୟ…