Category: ରାଜନୀତି

Nuapada Bypoll: ନୂଆପଡ଼ା ଉପନିର୍ବାଚନ: ଦିନ ୧୧ଟା ସୁଦ୍ଧା ହୋଇଛି ୩୨.୫୧% ଭୋଟିଂ

ସୁରୁଖୁରୁରେ ଚାଲିଛି ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟିଂ ।ଭୋଟ ଦେଉଛି ନୂଆପଡା । ଦିନ ୧୧ଟା ସୁଦ୍ଧା ନୂଆପଡ଼ାରେ ୩୨.୫୧% ଭୋଟିଂ ହୋଇଛି । ନେତାଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକମାନେ ଆସି ମତଦାନ କରୁଛନ୍ତି। ମୋଟ ୩୫୮ ବୁଥରେ ଚାଲିଛି…

Presiding Officer Suspend: ନୂଆପଡ଼ା ଉପନିର୍ବାଚନ: ପ୍ରିଜାଇଡିଂ ଅଫିସର୍‌ ସସ୍‌ପେଣ୍ଡ

ନୂଆପଡ଼ା ଉପନିର୍ବାଚନରେ ପ୍ରିଜାଇଡିଂ ଅଫିସର୍‌ ସସ୍‌ପେଣ୍ଡ । କୁଳିଆବନ୍ଧ ୩୬ ନଂ ବୁଥ୍‌ର ଧନଞ୍ଜୟ ମଲ୍ଲିକ ସସ୍‌ପେଣ୍ଡ । ଏ ନେଇ ଗଣମାଧ୍ୟମରେ ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ସେ କହିଛନ୍ତି ସସ୍‌ପେଣ୍ଡ ପରେ ବିଭାଗ ଦ୍ବାରା…

Nuapada Bypoll: ନୂଆପଡା ଉପନିର୍ବାଚନ: ସକାଳ ୯ଟା ସୁଦ୍ଧା ହୋଇଛି ୧୪.୯୯ ପ୍ରତିଶତ ଭୋଟିଂ

ବହୁ ପ୍ରତିକ୍ଷୀତ ନୂଆପଡା ଉପନିର୍ବାଚନ ପାଇଁ ଆଜି ମତଦାନ ଆରମ୍ଭ ହୋଇଛି । ସୁରୁଖୁରୁରେ ଚାଲିଛି ଭୋଟିଂ । ସକାଳ ୯ଟା ସୁଦ୍ଧା ନୂଆପଡ଼ାରେ ୧୪.୯୯% ଭୋଟିଂ ହୋଇଥିବା ଜଣାପଡିଛି। ଆଜି ୧୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ସାଧାରଣ ଜନତା…

Nuapada Bypoll: ନୂଆପଡ଼ା ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ

ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ମଙ୍ଗଳବାର ଦିନ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ରାଜ୍ୟର ୨ ଲକ୍ଷ ୫୩ ହଜାର ୬୨୪ ଜଣ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଆଜି ହେବ ବିଜେପି ପ୍ରାର୍ଥୀ ଜୟ…

Nuapada Bye-Election: “ଉଚ୍ଚାରଣ ଅହିଂସା, ଆଚରଣ ହିଂସା” – ଗଣତନ୍ତ୍ର ପ୍ରତି ବିପଦ: ଡ.ଯତୀନ ମହାନ୍ତି

ଆଜି ନୂଆପଡା ଏନଏସି ଅଧ୍ୟକ୍ଷଙ୍କ ପୁତୁରା କିଛି ଦଳୀୟ ଗୁଣ୍ଡାଙ୍କ ସହିତ ମିଶି ବିଜେପି କାର୍ଯ୍ୟକର୍ତାଙ୍କୁ ବନ୍ଧୁକ ଦେଖାଇ ମାରି ଦେବାର ଧମକ ଦେବାକୁ ଯେତେ ନିନ୍ଦା କଲେ ମଧ୍ୟ କମ୍ ପଡିବ ବୋଲି ରାଜ୍ୟ ଉପସଭାପତି ଡା.ଯତୀନ ମହାନ୍ତି କହିଛନ୍ତି…

Nuapada Bypoll: ନୂଆପଡା ବିଧାନ ସଭା ଆସନକୁ ବିଜେପି ଚଞ୍ଚକତା କରି ହାତେଇବାକୁ ଊଦ୍ୟମ କରୁଛି: କଂଗ୍ରେସ

ବିଜେପି ନୁଆପଡ଼ା ବିଧାନସଭା ଆସନକୁ ବିଭିନ୍ନ ଚଞ୍ଚକତା କରି ହାତେଇବାକୁ ଊଦ୍ୟମ କରୁଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି । କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି ବିଜେପି କ୍ୟାରଟ ଓ ଲାଠି ନୀତି ଦେଖାଇ ସ୍ବର୍ଗତ ବିଧାୟକଙ୍କର ପୁତ୍ର ଜୟ…

Nuapada Bye Election: ଏକପାଖିଆ ଦମନଲୀଳା ଚଳାଇଛି ନୂଆପଡ଼ା ପୁଲିିସ: ବିଜେଡି

ନିର୍ବାଚନ ହାରିବା ଭୟରେ ବିଜେପି ଏବେ ପୁଲିସକୁ ବିଜେଡି ନେତାଙ୍କ ପଛରେ ଲଗାଇ ଦେଇଛି । ଯାହାକୁ ପାରିଲେ ଗିରଫ କରିନେଉଛନ୍ତି । ଆଜି ବିଜେଡି ନେତୃବୃନ୍ଦ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏହାର ତୀବ୍ର ପ୍ରତିବାଦ କରିଛନ୍ତି । ବିଜେଡି…

Nuapada Bypoll: ନୂଆପଡା ଉପନିର୍ବାଚନରେ ସରକାରୀ ବଳର ଅପବ୍ୟବହାର କରୁଛି ବିଜେପି: ବିଜେଡି

ଗୋଟିଏ ଟ୍ରକରେ ଇଭିଏମ୍ ମେସିନ ନୂଆପଡାକୁ ନିଆଯାଇଛି ବୋଲି ବିଜେଡି ତରଫରୁ କରାଯାଇଥିବା ଅଭିଯୋଗକୁ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଖଣ୍ଡନ କରିବା ପରେ ଦଳ ତରଫରୁ ଅଧିକ ଯୁକ୍ତି ବଢ଼ା ଯାଇଛି । ନୂଆପଡା ନିର୍ବାଚନ ମଣ୍ଡଳୀରେ ଥିବା…

Nuapada Bypoll: ନୂଆପଡା ଉପନିର୍ବାଚନ ପୂର୍ବରୁ ବିଜେପି ଉପରେ ଅନୈତିକ କାର୍ଯ୍ୟର ଅଭିଯୋଗ ଆଣିଲେ ନବୀନ ପଟ୍ଟନାୟକ

ନୂଆପଡ଼ାରେ ହେଉ ମୁକ୍ତ ଓ ଅବାଧ ନିର୍ବାଚନ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏନେଇ ଅପିଲ କରିଛନ୍ତି। ନବୀନ ପଟ୍ଟନାୟକ ନିଜ ସୋସିଆଲ ମିଡ଼ିଆ ମାଧ୍ୟମରେ କହିଛନ୍ତି ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପରିଚାଳନାରେ ପ୍ରକୃତ ଗଣତନ୍ତ୍ରର ପ୍ରମୁଖ ପରିଚୟ ରହିଛି।…

Nuapada ByeElection: କୌଣସି ଜିଲ୍ଲାରୁ ଆସିନାହିଁ ଇଭିଏମ ଚୋରି ଅଭିଯୋଗ: ମୁଖ୍ୟ ନିର୍ବାଚନ ଅଧିକାରୀ

ଇଭିଏମ ଚୋରି ଅଭିଯୋଗକୁ ନେଇ ଆଜି ସାମ୍ୱାଦିକ ସମ୍ମିଳନୀ କରିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ଗଞ୍ଜାମ ଜିଲ୍ଲାରୁ ଇଭିଏମ୍ ମେସିନ୍ ଏକ ଟ୍ରକରେ ଆସିଥିବା ଅଭିଯୋଗକୁ ସମ୍ପୂର୍ଣ୍ଣଭାବେ ଖଣ୍ଡନ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ସେ କହିଛନ୍ତି…