Category: ରାଜନୀତି

ଖୋଜିଲେ ନବୀନ ଗଲେ ଦିଲୀପ

ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ଗୁରୁବାର ନବୀନ ନିବାସରେ ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଡାକ୍ତରଖାନାରୁ ସୁସ୍ଥ ହୋଇ ଫେରିବା ପରେ ନବୀନ…

ସ୍ନେହାଙ୍ଗିନୀ ଛୁରିଆ ହେଲେ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ

ବିଜେଡି ସଭାପତି ନବୀନ ପଟ୍ଟନାୟକ ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ଭାବେ ନିଯୁକ୍ତ କରିଛନ୍ତି । ଏହା ପୂର୍ବରୁ ମଧ୍ୟ ବିଜୁ ମହିଳା ଜନତା ଦଳର ସଭାପତି ରହିସାରିଥିବା ଛୁରିଆଙ୍କ ଉପରେ ପୁଣିଥରେ ନବୀନ…

କେନ୍ଦୁପତ୍ର ଓ ହ୍ୟାଣ୍ଡଲୁମ ସାମଗ୍ରୀ ଉପରୁ ସମ୍ପୂର୍ଣ୍ଣ
ଜିଏସ୍ଟି ଛାଡ଼ କରିବାକୁ ଦାବି କଲା ବିଜେଡି

କେନ୍ଦ୍ର ସରକାରଙ୍କ ଦ୍ୱାରା ପୂର୍ବରୁ ପ୍ରଚଳିତ ହୋଇ ଆସୁଥିବା ଜିଏସ୍ଟି ସ୍ଲାବ୍ରେ ପରିବର୍ତ୍ତନ ଆଣିବା ପରେ, କେନ୍ଦୁପତ୍ର ଓ ହ୍ୟାଣ୍ଡଲୁମ ଜିନିଷ ଉପରୁ ସମ୍ପୂର୍ଣ୍ଣ ଜିଏସ୍ଟି ଛାଡ଼ ଦାବି ଗ୍ରହଣ କରାଯାଇ ନଥିବାରୁ, ବିଜୁ ଜନତା ଦଳ କ୍ଷୋଭ ପ୍ରକାଶ କରିଛି…

ମୋହନ-ମନମୋହନ ଏଇଠି; ଗ୍ରହଣ ସପ୍ତାହ ପରେ ନିଗମ ନିଯୁକ୍ତି !

ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏଠାରେ। ଭାଜପା ସଭାପତି ମନମୋହନ ସାମଲ ମଧ୍ଯ ଏଇଠି । ଗତ ଦୁଇମାସ ମଧ୍ୟରେ ଏହି ଦୁଇ ଶୀର୍ଷ ନେତା ଅନ୍ତତଃ ୩ଥର ଏଠାକୁ ଏକାଠି ଆସିଲେନି । ଚର୍ଚ୍ଚା ହେଉଛି ଯେ ହାଇକମାଣ୍ଡଙ୍କ ଚୂଡ଼ାନ୍ତ ଅନୁମୋଦନ…

ଭକ୍ତଙ୍କ ଗୁଲାମୀ ଉପାଖ୍ୟାନ

୨୦୧୪ରୁ ୨୦୨୪ ଯାଏଁ କଉଁ ନେତାଙ୍କର ପାଟି ଫିଟୁନଥିଲା ଶଙ୍ଖ ସରକାର ବିରୋଧରେ। କୌଣସି ବିରୋଧୀ ଦଳ ମିଡ଼ିଆ ବିରୋଧରେ ବି ଉଁ କି ଚୁଁ କହୁନଥିଲେ । ୨୦୨୪ ନିର୍ବାଚନ ଫଳ କିନ୍ତୁ ସବୁ ଦଳର ନେତାଙ୍କ ବାକ୍ ଶକ୍ତି…

ବିଜେଡି ଛାଡ଼ି କଂଗ୍ରେସ ମୁହାଁ ଭୂପିନ୍ଦର !

ବିଜେଡି ଛାଡ଼ିବା ନେଇ ସଂକେତ ଦେଲେ ବରିଷ୍ଠ ନେତା ଭୂପିନ୍ଦର ସିଂ। ବିଜେଡି ଛାଡ଼ିବା ସହ କଂଗ୍ରେସ ଘର ବାହୁଡ଼ାର ସଂକେତ ଦେଇଛନ୍ତି ଭୂପିନ୍ଦର । ସେ କହିଛନ୍ତି ମୋ ପାଇଁ ଲୋକେ ହିଁ ଶ୍ରେଷ୍ଠ ଦଳ ନୁହେଁ । ମୋର…

ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ

ଦିଲ୍ଲୀ ଗଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଥିବା ବେଳେ ସଭାପତିଙ୍କ ଦିଲ୍ଲୀ ଗସ୍ତକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାଜ୍ୟ ସଭାପତି ମନମୋହନ ସାମଲ ଦିଲ୍ଲୀରେ କିଛି କେନ୍ଦ୍ରୀୟ ନେତାଙ୍କୁ ଭେଟିବା ନେଇ…

ଆମ୍ୱୁଲାନ୍ସରେ ଅକ୍ସିଜେନ ସରିଯିବାରୁ ମହିଳାଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କୁ ଦାୟୀ କରିଛି ବିଜେଡି

ଗୋଟିଏ ଘରୋଇ ଆମ୍ୱୁଲାନ୍ସରେ ଜଣେ ଗୁରୁତର ଅସୁସ୍ଥ ମହିଳାଙ୍କୁ କଟକ ବଡ଼ ମେଡିକାଲକୁ ଅଣାଯାଉଥିବା ବେଳେ ହଠାତ ଅକ୍ସିଜେନ ଶେଷ ହୋଇଯିବାରୁ ମୃତ୍ୟୁ ହୋଇଥିବା ଖବର ସମଗ୍ର ରାଜ୍ୟବାସୀଙ୍କୁ ବ୍ୟଥିତ କରିଥିବା ବେଳେ, ରାଜ୍ୟରେ ୧୦୮ ଆମ୍ୱୁଲାନ୍ସ ସେବା ଗତ ଏକବର୍ଷ…

BRSରୁ ସସ୍‌ପେଣ୍ଡ୍‌ ହେଲେ କେ.କବିତା

ଭାରତୀୟ ରାଷ୍ଟ୍ର ସମିତି (BRS)ରୁ କେ କବିତା ସସ୍‌ପେଣ୍ଡ୍‌। ଦଳରୁ ସସ୍‌ପେଣ୍ଡ୍‌ କଲେ କେ.ଚନ୍ଦ୍ରଶେଖର ରାଓ । BRSର ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ନିଜ ଝିଅ କେ. କବିତାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି । ଦଳ…

ଜନତା ଦଳ ପରି ଦୁର୍ଦ୍ଦଶା ଘଟିବ କି ବିଜଦର ?

୧୯୯୫ ନିର୍ବାଚନରେ ବିଜୁଙ୍କ ବିଜୁ ଜନତା ଦଳ କ୍ଷମତାଚ୍ୟୁତ ହୋଇଥିଲା । ୧୯୯୦ରେ ଜନତା ଦଳ ୧୨୩ ଆସନ ଜିଣି ରେକର୍ଡ କରିଥିଲା । ଏହି ରେକର୍ଡକୁ ନବୀନ ପଟନାୟକ ୨୪ ବର୍ଷ ଭିତରେ ଭାଙ୍ଗି ପାରିନଥିଲେ । ୧୯୯୫ରେ ୪୬…