Category: ରାଜନୀତି

ଓଡିଶା ରେ ଖୁବ ଶୀଘ୍ର ନୂଆ ମହିଳା କମିଶନର ନିଯୁକ୍ତି ନେଇ ପ୍ରଭାତୀ ପରିଡା ଙ୍କ ସୂଚନା

ଖୁବ୍‌ ଶୀଘ୍ର ରାଜ୍ୟ ନୂଆ ମହିଳା କମିଶନର ନିଯୁକ୍ତି ନେଇ ସୂଚନା ଦେଇଛନ୍ତି ପ୍ରଭାତୀ ପରିଡା | ପୂର୍ବ ମହିଳା କମିଶନର ମିନତୀ ବେହେରା ହଟିବା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଗଣମାଧ୍ୟମ ରେ ମନ୍ତବ୍ୟ ରଖିଛନ୍ତି | ମହିଳା କମିଶନଙ୍କ…

ଧାନପେଷା ଖର୍ଚ୍ଚ ବଢ଼ାଇବେ ମୋହନ ସରକାର ?

ନବୀନ ସରକାର ଥିବାବେଳେ ଭାରତୀୟ ଜନତା ପାର୍ଟିର ଏକ ବଡ଼ ଅଭିଯୋଗ ଥିଲା ମିଲର୍ସଙ୍କ ବିରୋଧରେ। ଯୋଗାଣ ବିଭାଗର ଅଧୁକାରୀ, ଦଲାଲ, ବିଜଦ ନେତା ଏବଂ ମିଲ୍ ମାଲିକଙ୍କ ମଧୁଚନ୍ଦ୍ରିକାରେ ଶୋଷିତ ହେଉଛନ୍ତି ଚାଷୀ । ମିଲ୍ ମାଲିକଙ୍କ ଯୋଗୁ ଚାଷୀ…

ନିର୍ବାଚନ ପ୍ରଚାର ନିମନ୍ତେ ଆଜି ଝାଡ଼ଖଣ୍ଡ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ଦିନିକିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର ପାଇଁ ଆଜି ଝାଡ଼ଖଣ୍ଡ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ସରିବ ଝାଡଖଣ୍ଡର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରଚାର…

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଦୁଇ ଦିନିଆ ଝାଡ଼ଖଣ୍ଡ ଗସ୍ତ

ଓଡ଼ିଶାର ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ପଡୋଶୀ ରାଜ୍ଯର ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ପାଇଁ ପ୍ରଚାର କରିବାକୁ ଆସନ୍ତାକାଲି (ନଭେମ୍ବର ୧୧) ଝାଡ଼ଖଣ୍ଡ ଗସ୍ତ କରିବାର କାର୍ଯ୍ଯକ୍ରମ ରହିଛି। ନଭେମ୍ବର ୧୩ ରେ ଝାଡ଼ଖଣ୍ଡର ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ…

ଆମ୍ବ ଟାକୁଆ ଜନିତ ମୃତ୍ୟୁ : ଯୋଗାଣ ମନ୍ତ୍ରୀ ଙ୍କ ଇସ୍ତଫା ଦାବି କଲା ବିଜେଡି

କନ୍ଧମାଳରେ ଆମ୍ବ ଟାକୁଆ ଖାଇ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ପାଇଁ ବିଜେପି ସରକାରଙ୍କୁ ନିନ୍ଦା କରି, ଏହି ଘଟଣା ଖାଦ୍ଯ ସୁରକ୍ଷା ସୁରକ୍ଷିତ କରିବାରେ ସରକାରଙ୍କ ବିଫଳତାକୁ ଦର୍ଶାଉଛି ବୋଲି ଦାବି କରିଛି ବିଜେଡି |ପ୍ରଭାବିତ ପରିବାର ଚାରି ମାସ…

ଭଦ୍ରକ ଜିଲ୍ଲା ଗୁଜିଦରଡ଼ା ସରପଞ୍ଚ ଗିରଫ : ମହଙ୍ଗା ପଡିଲା ଦାଦାଗିରି

ଭଦ୍ରକ ବ୍ଲକ ଗୁଜିଦରଡ଼ା ପଞ୍ଚାୟତର ସରପଞ୍ଚ ଫରଆଦ ଆଲାମଙ୍କୁ ଆଜି ପୋଲିସ ଗିରଫକରିଛି । ଏକ ସାଧାରଣ ଘଟଣାକୁ କେନ୍ଦ୍ର କରି ଗତ ମାସ ୯ ତାରିଖ ଦିନ ସରପଞ୍ଚ ଜଣେ ଛୋଟ ପିଲାକୁ ମାଡ଼ ମାରୁଥିବା ଭିଡ଼ିଓ ସୋସିଆଲ ମିଡ଼ିଆରେ…

ମିଥ୍ୟା ତଥ୍ୟ ପରିବେଷଣ କୁ ନେଇ ରାଜସ୍ବ ମନ୍ତ୍ରୀ ଙ୍କୁ ବିଜେଡି ର ଟାର୍ଗେଟ

ଲଖନପୁର ଫ୍ଲାଏ ଆଶ ଘଟଣାକୁ ନେଇ ବିଜେଡି ରାଜ୍ଯ ପ୍ରଶାସନକୁ ସମାଲୋଚନା କରିଛି। ଦଳ ଅଭିଯୋଗ କରିଛି ଯେ ମୁଖ୍ଯମନ୍ତ୍ରୀ ପରିସ୍ଥିତି ବିଷୟରେ ମିଛ କହୁଛନ୍ତି। ବିଜୁ ଜନତା ଦଳର ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂଘର କହିଛନ୍ତି ଯେ ରାଜ୍ଯ ସରକାର ଜୁଲାଇ…

ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷ ବରଖାସ୍ତ ପରେ ମଧ୍ୟ ଗାଦି ଛାଡିବାକୁ ନାରାଜ

ଓଡ଼ିଶା ସରକାର ରାଜ୍ଯ ମହିଳା ଆୟୋଗର ଅଧ୍ୟକ୍ଷ ମିନତୀ ବେହରା ଏବଂ ଅନ୍ଯ ସଦସ୍ଯମାନଙ୍କୁ ବରଖାସ୍ତ କରିଛନ୍ତି, କିନ୍ତୁ ସେ ୧୮ଦିନ ପରେ ମଧ୍ଯ ପଦବୀରେ ରହିଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗ ମିନତୀଙ୍କ ଅସନ୍ତୋଷଜନକ ପ୍ରଦର୍ଶନ ପାଇଁ କାରଣ…

ବିଜେଡି କାଉନସିଲରଙ୍କ ଘରୁ ଉଦ୍ଧାର ହେଲା ୪ ମାସର ଶିଶୁ

ବିଜେଡି କାଉନସିଲରଙ୍କ ଘରୁ ଶିଶୁପୁତ୍ର ଉଦ୍ଧାର। ବାଲେଶ୍ବର ଜିଲ୍ଲା ରେମୁଣାର ୧୧ ନଂ ୱାର୍ଡ ବିଜେଡି କାଉନସିଲର ପାନମଣୀ ମୁର୍ମୁଙ୍କ ଘରୁ ୪ ମାସର ଶିଶୁପୁତ୍ର ଉଦ୍ଧାର ହୋଇଛି। କାଉନସିଲର ୪ ମାସର ଶିଶୁ କନ୍ୟାକୁ ଲୁଚାଇ ରଖିବା ଅଭିଯୋଗ ହୋଇଛି…

୧୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 

ଦିନିକିଆ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆସନ୍ତା ନଭେମ୍ୱର ୧୫ରେ ରାଉରକେଲା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ମୋଦୀ । ବିର୍ସା ମୁଣ୍ଡ ଷ୍ଟାଡିୟମଠାରେ ହେବାକୁ ଥିବା ଜନଜାତୀୟ ଗୌରବ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନ କାର୍ଯ୍ୟକ୍ରମ ରହିଛି ।…