Category: ରାଜନୀତି

୨୩ଟି ଜିଲ୍ଲା ପାଇଁ ଜିଲ୍ଲା ସଭାପତି ଘୋଷଣା କଲା ବିଜେପି

ରାଜ୍ୟ ବିଜେପି ପକ୍ଷରୁ ବିଭିନ୍ନ ଜିଲ୍ଲାରେ ଦଳୀୟ କାର୍ଯ୍ୟାଳୟରେ ଜିଲ୍ଲା ସଭାପତି ଘୋଷଣା କରିଛି ଦଳ । ଏଥିପାଇଁ ବରିଷ୍ଠ ନେତାଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦେଇଛି ଦଳ । ସର୍ବ ସହମତିରେ ସଭାପତିଙ୍କ ନାଁ ଘୋଷଣା କରାଯାଇଥିବା ସୂଚନା ମିଳିଛି…

ଏବେବି ନବୀନଙ୍କ ସମସ୍ତ ସ୍ୱାସ୍ଥ୍ୟବସ୍ଥା ବୁଝୁଛନ୍ତି ପାଣ୍ଡିଆନ୍: ମନ୍ମଥ

ନବୀନଙ୍କ ସେବା କରିଛନ୍ତି ଭୈରବ କାର୍ତ୍ତିକେୟନ୍ ପାଣ୍ଡିଆନ । ଆଜି ଗଣମାଧ୍ୟମରେ ଏହି ଭଳି ପ୍ରତିକ୍ରିୟା ରଖି ବରିଷ୍ଠ ନେତା ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ କହିଛନ୍ତି ପାଣ୍ଡିଆନ ଆଗରୁ ନବୀନଙ୍କ ସ୍ୱାସ୍ଥ୍ୟବସ୍ଥା କଥା ବୁଝୁଥିଲେ ଏବେ ବି ବଝୁଛନ୍ତି…

ଆସନ୍ତା ୨୮ରେ ବସିବ ବିଜେଡି ସଂସଦୀୟ ଦଳ ବୈଠକ; ଗୁରୁମନ୍ତ୍ର ଦେବେ ନବୀନ

ସଂସଦର ବଜେଟ ଅଧିବେଶନ ପୂର୍ବରୁ ଆସନ୍ତା ୨୮ରେ ବସିବ ବିଜେଡି ବୈଠକ । ସଂସଦର ବଜେଟ ଅଧିବେସନ ଆସନ୍ତା ଜାନୁଆରୀ ୩୧ ତାରିଖରୁ ଆରମ୍ଭ ହେବାକୁ ଥିବା ବେଳେ ଆସନ୍ତା ୨୮ ତାରିଖରେ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ ।…

ଜେପିସିରୁ ସସ୍‌ପେଣ୍ଡ୍‌ ହେଲେ ୧୦ ସାଂସଦ

ୱାକଫ୍ ସଂଶୋଧନ ବିଲ୍ ଉପରେ ଗଠିତ ଯୁଗ୍ମ ସଂସଦୀୟ କମିଟି ବା ଜେପିସି ବୈଠକ ଆରମ୍ଭ ହୋଇଛି । କିନ୍ତୁ ପ୍ରଥମ ଦିନରେ ୱାକଫ୍‌ ବିଲ୍‌ ଆଲୋଚନା ବେଳେ ଜେପିସି ବୈଠକରେ ଉତ୍ତେଜନା ଦେଖିବାକୁ ମିଳିଛି। ଏଥିପାଇଁ ଏଆଇଏମଏଆଇଏମ ସାଂସଦ ଅସାଦୁଦ୍ଦିନ…

ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଦ୍ଧପରିକର : ପ୍ରତାପ ଷଡଙ୍ଗୀ

ପୂର୍ବୋଦୟର ବିକାଶରେ ବିକଶିତ ଭାରତ ବର୍ଷ ଗଠନ ସମ୍ଭବ । ଓଡିଶାର ବିକାଶ ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବଦ୍ଧପରିକର ଏବଂ ଏଥି ପାଇଁ ଶାସନ ଦାୟୀତ୍ୱ ନେବାର ପ୍ରଥମ ଦିନରୁ କାର୍ଯ୍ୟ କରିଆସୁଛନ୍ତି । ମୋଦିଜୀଙ୍କ ତତ୍ୱାବଧାନରେ…

ଗଣତନ୍ତ୍ରରେ ବିରୋଧୀଙ୍କ ସ୍ବର ଚପାଇ ପାରିବେ ନାହିଁ ବାଚସ୍ପତି:  ପ୍ରମିଳା ମଲ୍ଲିକ

ବାଚସ୍ପତିଙ୍କୁ କଟାକ୍ଷ କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ବାଚସ୍ପତି ସୁରମା ପାଢ଼ୀ ବିରୋଧୀଙ୍କୁ ତାଗିଦ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସେ କହିଛନ୍ତି ବିଜେପି ଅଫିସକୁ…

ବିରୋଧୀଙ୍କୁ ବାଚସ୍ପତିଙ୍କ ଚେତାବନୀ; ଚଳିତ ବିଧାନସଭାରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବ ନାହିଁ

ଚଳିତ ବିଧାନସଭାରେ ବିରୋଧୀଙ୍କ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି କହିଛନ୍ତି ବାଚସ୍ପତି ସୁରମା ପାଢୀ । ବିରୋଧୀଙ୍କୁ ଚେତାବନୀ ଦେଇ ବାଚସ୍ପତି କହିଛନ୍ତି ଅଧିବେଶନରେ ବିରୋଧୀ ଗଠନମୂଳକ ପରାମର୍ଶ ଦେଲେ ଉପାଦେୟ ହେବ । କିନ୍ତୁ ବିଶଋଙ୍ଖଳା ଆଚରଣ କଲେ ବରଦାସ୍ତ କରାଯିବନି…

ରାଜ୍ୟ ସରକାର ଧାନ କିଣାରେ ମିଲର ମାଲିକଙ୍କ ରାଜୁତି ଶେଷ କରିଦେଇଥିବାରୁ ବିଜେଡି ଛାନିଆ: ବିଜେପି

ଧାନ କିଣାରେ ରାଜ୍ୟ ସରକାର ମିଲର ମାଲିକଙ୍କ ରାଜୁତି ଖତମ କରିଦେଇଥିବାରୁ ଛାନିଆ ହୋଇଯାଇଛି ବିଜେଡି । ଏହାପରେ ଧାନ କିଣା ପ୍ରକ୍ରିୟା ଫେଲ କରାଇବା ପାଇଁ ମିଲରମାଲିକଙ୍କୁ ଆୟୁଧ କରି ଯେଉଁସବୁ ହୀନ ଉପାୟ କରୁଥିଲା ତାହା ପଦାରେ ପଡ଼ିଯାଇଛି…

କଣାସରେ ଡାଇରିଆ ଜନିତ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି

ପୁରୀ ଜିଲ୍ଲା, କଣାସ ଅଞ୍ଚଳରେ ଝାଡ଼ାବାନ୍ତି ବ୍ୟାପିବା ଓ ଏଥିରେ ଲୋକଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି । ଏକ ସାମ୍ବାଦିକ ସମ୍ମିଳନୀରେ କଡ଼ା ସମାଲୋଚନା କରିଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସଂଜୟ ଦାସବର୍ମା…

କଣାସରେ ଝାଡ଼ାବାନ୍ତି ବ୍ୟାପିବା ଘଟଣାରେ ତୁରନ୍ତ ଦୃଷ୍ଟି ଦେବାକୁ ସରକାରଙ୍କୁ ନିବେଦନ କଲେ ନବୀନ

ଦିନକୁ ଦିନ ପୁରୀ ଜିଲ୍ଲା କଣାସରେ ବ୍ୟାପିବାରେ ଲାଗିଛି ହଇଜା । ୧୦ ଦିନ ହେଲା ଝାଡ଼ାବାନ୍ତିରେ ୪ ଜଣଙ୍କର ମୃତ୍ୟୁ ହେବା ସହ ଅନେକ ଲୋକ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି । ଏହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା…