ତାଜା ଖବର ଦେଶ ରାଜନୀତି ସରକାରର ମୁଖ୍ୟ ଭାବରେ ୨୫ ବର୍ଷରେ ପଦାର୍ପଣ କଲେ ମୋଦି October 7, 2025 Papirani ସରକାରର ମୁଖ୍ୟ ଭାବରେ ୨୫ବର୍ଷରେ ପଦାର୍ପଣ କଲେ ମୋଦି । ଏ ନେଇ ଆଜି ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି ମୋଦି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିଜ ପୁରୁଣା ଦିନକୁ ମନେ ପକାଇଛନ୍ତି ଯେତେବେଳେ ସେ ୨୦୦୧ ମସିହାରେ…
ତାଜା ଖବର ରାଜନୀତି ରାଜ୍ୟ ଅଶାନ୍ତ ଗଞ୍ଜାମ, ଭୁଶୁଡ଼ି ଗଲାଣି ଆଇନ ବ୍ୟବସ୍ଥା October 7, 2025 Papirani ଅଶାନ୍ତ ହୋଇପଡ଼ିଛି ଗଞ୍ଜାମ ସହର । ଆଇନଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଛି । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ମୃତ୍ୟୁ ହୋଇଛି । ରାଜରାସ୍ତାରେ ରକ୍ତର ଛିଟା । କଥା କଥାରେ ବୁଲୁଛି ଖଣ୍ଡା ଭୁଜାଲି…
ତାଜା ଖବର ରାଜନୀତି ରାଜ୍ୟ ଆଇନଜୀବୀ ପୀତବାସ ପଣ୍ଡାଙ୍କ ଜଘନ୍ୟ ହତ୍ୟା ଘଟଣା: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ October 7, 2025 Papirani ଗତ କାଲି ବ୍ରହ୍ମପୁରର ବରିଷ୍ଠ ଆଇନଜୀଵୀ ତଥା ବିଜେପି ନେତା ପୀତବାସ ପଣ୍ଡା ଙ୍କ ଜଘନ୍ୟ ଓ ଅମାନୁଷିକ ହତ୍ୟାକାଣ୍ଡରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା…
ରାଜନୀତି ରାଜ୍ୟ ବ୍ରହ୍ମପୁରରେ ଗୁଳିମାଡ଼: ବିଜେପି ନେତା ପୀତବାସ ପଣ୍ଡା ମୃତ୍ୟୁ October 6, 2025 Nirvay ବ୍ରହ୍ମପୁରରେ ଗୁଳିମାଡ । ବ୍ରହ୍ମପୁର ସହରର ବ୍ରହ୍ମନଗର ଅଞ୍ଚଳରେ ବିଜେପି ନେତା ତଥା ବରିଷ୍ଠ ଆଇନ୍ଜୀବୀ ପୀତବାସ ପଣ୍ଡାଙ୍କୁ ଦୁର୍ବୃତ୍ତମାନେ ଗୁଳିମାଡ଼ କରିଛନ୍ତି । ମିଳିଥିବା ସୂଚନା ଅନୁସାରେ, ତାଙ୍କ ଘର ବାହାରେ ରାତି ପ୍ରାୟ ୧୦ଟା ସମୟରେ ବାଇକ୍ରେ ଆସି…
ରାଜନୀତି ରାଜ୍ୟ ନୂଆପଡ଼ା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ୧୧୦୧ କୋଟି ଟଙ୍କାର ଭେଟି October 6, 2025 Nirvay ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଦିନ ନୂଆପଡ଼ା ଜିଲ୍ଲା ଗସ୍ତରେ ଯାଇ ୧,୧୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ୯୫୭ଟି ବିକାଶମୂଳକ ନୂତନ ପ୍ରକଳ୍ପର ଘୋଷଣା, ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦ୍ଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଜଳସେଚନ…
ରାଜନୀତି ରାଜ୍ୟ ବିଜଦ ଦଲାଲକୁ ଭାଜପାରେ ମିଶାଇଲା କିଏ ? October 6, 2025 Papirani ଏସ୍ଆଇ ପରୀକ୍ଷା ସ୍କାମର ମୁଖ୍ୟ ଦଲାଲ ହେଉଛନ୍ତି ଶଙ୍କର ପୃଷ୍ଟି । ତାଙ୍କୁ ଏ ପର୍ଯ୍ୟନ୍ତ ପୁଲିସ ଧରିପାରି ନାହିଁ । ତାଙ୍କୁ ନେଇ ଭାଜପା-ବିଜଦ ମଧ୍ୟରେ କଳି ଆରମ୍ଭ ହୋଇଥିବାବେଳେ ଏବେ ସେ ଭାଜପାରେ ବୋଲି କୁହାଯାଉଛି । ନିର୍ବାଚନ…
ରାଜନୀତି ରାଜ୍ୟ ମା’ ଦୁର୍ଗାଙ୍କ ଭସାଣି ସମୟରେ କଟକରେ ଘଟିଥିବା ଗୋଷ୍ଠୀ ସଂଘର୍ଷକୁ ଦୃଢ଼ ନିନ୍ଦା କରିଛନ୍ତି ଭକ୍ତ ଦାସ October 4, 2025 Nirvay କଟକରେ ଦଶହରାରେ ମା’ ଦୁର୍ଗାଙ୍କ ଭସାଣି ସମୟରେ, ଦରଘା ବଜାର ଠାରେ ଘଟିଥିବା ଗୋଷ୍ଠୀ ସଂଘର୍ଷ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ କହିଛନ୍ତି । ଏହି ଘଟଣାର ଦୃଢ଼ ନିନ୍ଦା କରିଛନ୍ତି…
ରାଜନୀତି ରାଜ୍ୟ ଭକ୍ତ ଚରଣ ଦାସଙ୍କ ପଦଯାତ୍ରା October 4, 2025 Nirvay ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସ ଏବେ ତାଙ୍କର ଉପସ୍ଥିତି ଜାହିର କରିବାରେ ଲାଗି ପଡିଛନ୍ତି । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି । ତେବେ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଦଳୀୟ ନେତା ଓ…
ରାଜନୀତି ରାଜ୍ୟ ସୋସିଆଲ ମିଡ଼ିଆ ସଜାଡ଼ିବାକୁ ବିଜେଡିର ପ୍ରୟାସ October 4, 2025 Nirvay ସୋସିଆଲ ମିଡ଼ିଆ ସଜାଡ଼ିବାକୁ ବିଜେଡି ଏବେ ଜୋରଦାର ଚେଷ୍ଟା ଚଳାଇଛି । ୨୦୨୪ ନିର୍ବାଚନ ହାରିବାକୁ ଦଳ କି ଦଳୀୟ ନେତା ସହଜରେ ଗ୍ରହଣ କରିପାରୁନାହାନ୍ତି । ଗତ ସାଧାରଣ ନିର୍ବାଚନରେ ନିର୍ବାଚନ ବୈତରଣୀ ପାର ହେବାକୁ ସୋସିଆଲ ମିଡ଼ିଆର ବହୁଳ…
ତାଜା ଖବର ରାଜନୀତି ରାଜ୍ୟ ପୋଲିସ ଏସ୍ଆଇ ପରୀକ୍ଷାରେ ଜାଲିଆତି ଘଟଣା; ବିଜେପିର ସମ୍ପୃକ୍ତି ଅଭିଯୋଗର ପ୍ରମାଣ ରଖିଲା ବିଜେଡି October 3, 2025 Papirani ପୋଲିସ ସବ୍ଇନ୍ସପେକ୍ଟର ନିଯୁକ୍ତି ପାଇଁ ହେବାକୁ ଥିବା ଲିଖିତ ପରୀକ୍ଷାରେ ଜାଲିଆତି ମାମଲାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିର ପୋଲ୍ ଖୋଲିଲା ବିଜେଡି । ଆଜି ସାମ୍ୱାଦିକ ସମ୍ମିଳନୀରେ ପ୍ରଶ୍ନପତ୍ର ମାମଲାରେ ବିଜେପି ସରକାରକୁ ଟାର୍ଗେଟ କରିଛି ବିଜେଡି ।…