Category: ଦେଶ

ବିହାର ପାଇଁ ଏନ୍‌ଡିଏର ଆସନ ବୁଝାମଣା

ନୂଆଦିଲ୍ଲୀ : ବିହାର ପାଇଁ ଏନ୍‌ଡିଏର ଆସନ ବୁଝାମଣା । ସୋମବାର ସନ୍ଧ୍ୟାରେ ଏନଡିଏ ପକ୍ଷରୁ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବିହାର ବିଜେପି ପ୍ରଭାରୀ ବିନୋଦ ତାୱଡେ ବିହାର ଏନଡିଏରେ ଆସନ ବୁଝାମଣା ଘୋଷଣା କରିଛନ୍ତି। ବିହାରରେ…

ସିଦ୍ଧୁ ମୋସୱାଲାଙ୍କ ରୂପ ନେଇ ଜନ୍ମ ହେଲେ ତାଙ୍କ ସାନ ଭାଇ; ଫଟୋ ସେୟାର କଲେ ବାପା

ପଞ୍ଜାବରେ ବହୁ ଚର୍ଚ୍ଚିତ ଗାୟକ ସିଦ୍ଧୁ ମୋସେୱାଲାଙ୍କ ପିତାମାତା ଆଜି ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ସେ ଫେସବୁକରେ ପୋଷ୍ଟ କରି କହିଛନ୍ତି, ‘ଶୁଭଦୀପଙ୍କୁ ଭଲ ପାଉଥିବା ଲକ୍ଷ ଲକ୍ଷ ଆତ୍ମାଙ୍କ ଆଶୀର୍ବାଦରେ ଶୁଭଙ୍କ ସାନଭାଇଙ୍କୁ ସାନଭାଇ ରୂପରେ ଜନ୍ମ ଗ୍ରହଣ…

୨୦୨୪ ସାଧାରଣ ନିର୍ବାଚନ – କେଉଁ ପର୍ଯ୍ୟାୟରେ କେଉଁଠି ଭୋଟ

୨୦୨୪ ସାଧାରଣ ନିର୍ବାଚନ ସାତଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ନିର୍ବାଚନ କମିଶନ ଆଜି ଏ ବିଷୟରେ ସୂଚନା ଦେଇଛନ୍ତି।୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଏପ୍ରିଲ ୧୯ରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏପ୍ରିଲ ୨୬ରେ…

ଆସନ୍ତା କାଲି ନିର୍ବାଚନ ତାରିଖ ଘୋଷଣା

ନିର୍ବାଚନ ପାଇଁ ଆସନ୍ତାକାଲି ତାରିଖ ଘୋଷଣା କରିବେ ECI। କାଲି ଅପରାହ୍ନ ୩ଟାରେ ସାମ୍ବାଦିକ ସମ୍ମିଳନୀ କରିବେ ବୋଲି ସୂଚନା ମିଳିଛି। ଲୋକସଭା ଓ କିଛି ବିଧାନସଭା ନିର୍ବାଚନ ପାଇଁ ଘୋଷଣା କରିବେ ବୋଲି ଜଣାପଡିଛି। ଏହା ସହ ଓଡ଼ିଶା, ସିକ୍କିମ,…

SBIକୁ ପୁଣି ନୋଟିସ ଜାରି କଲେ ସୁ୍ପ୍ରିମକୋର୍ଟ

ଇାଲେକ୍ଟୋରାଲ ବଣ୍ଡ୍‌ ମାମଲାରେ ସୁପ୍ରିମକୋର୍ଟଙ୍କ ପୁଣି ନୋଟିସ କରିଛି।ବଣ୍ଡ୍‌ର ନମ୍ବର ଦେବାକୁ SBIକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି।ସୋମବାର ସୁଦ୍ଧା ଉତ୍ତର ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାଙ୍କର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ଏକ ସତ୍ୟପାଠ ପ୍ରଦାନ କରି ଅଦାଲତଙ୍କ ନିର୍ଦ୍ଦେଶକୁ…

ଶପଥ ନେଲେ ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ହରିୟାଣାବାସୀଙ୍କୁ ନୂଆ ମୁଖ୍ୟମନ୍ତ୍ରୀ ମିଳିଛି। ବିଜେପି ରାଜ୍ୟ ସଭାପତି ନୟାବ ସିଂହ ସୈନି ମଙ୍ଗଳବାର ସନ୍ଧ୍ୟାରେ ହରିୟାଣାର ରାଜଭବନରେ ହରିୟାଣାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ବନ୍ଦାରୁ ଦତ୍ତାତ୍ରୟ…

CAA ନେଇ ବଡ଼ ଘୋଷଣା କଲେ କେନ୍ଦ୍ର ସରକାର

ବହୁ ବାଦ ବିବାଦ ପରେ ଆଜି କେନ୍ଦ୍ର ଗୃହମନ୍ତ୍ରଣାଳୟ ତରଫରୁ ଦେଶରେ ନାଗରିକତା ସଂଶୋଧନ ବିଧେୟକ ଲାଗୁ ହୋଇଛି । ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କର ଏହା ଏକ ବଡ ପଦକ୍ଷେପ ବୋଲି କୁହାଯାଇଛି । ଏବେ ଏହି ଆଇନ…

SBI ର ଅବଧି ବୃଦ୍ଧି ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ଇଲେକ୍ଟୋରାଲ୍ ବଣ୍ଡ୍‌ ମାମଲାରେ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ । କାଲି ସୁଦ୍ଧା ତଥ୍ୟ ଦେବାକୁ ଏସ୍‌ବିଆଇକୁ ନିଦ୍ଦେର୍ଶ ଦେଲେ କୋର୍ଟ । ଏସ୍‌ବିଆଇର ଅବଧି ବୃଦ୍ଧି ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ୨୦୧୮ରୁ ଏ ପର୍ଯ୍ୟନ୍ତ ସମସ୍ତ ବଣ୍ଡର ହିସାବ…

କାମିୟା ଜାନିଙ୍କୁ ଟ୍ରାଭେଲ କ୍ରିଏଟର ଆୱାର୍ଡ ପ୍ରଦାନ କଲେ ମୋଦୀ

ନୂଆଦିଲ୍ଲୀ: ଭାରତ ମଣ୍ଡପମରେ ପ୍ରଥମ ନ୍ୟାସନାଲ କ୍ରିଏଟର ଆୱାର୍ଡ ପ୍ରଦାନ କରାଯାଇଛି। ୨୦ଟି ବିଭାଗରେ ୨୩ଜଣଙ୍କୁ ପୁରସ୍କାର କରିଛନ୍ତି ପ୍ରଧାନମନ୍ତ୍ରୀ। କଥାବାଚକ ଜୟାକିଶୋରୀ, ୟୁଟ୍ୟୁବର କାମିୟା ଜାନି, ୟୁଟ୍ୟୁବର ରଣଧୀର ଆହ୍ଲାବାଦିଆ, କଣ୍ଠଶିଳ୍ପୀ ମେଥିଲୀ ଠାକୁରଙ୍କ ସମେତ ଅନ୍ୟମାନଙ୍କୁ ପୁରସ୍କୃତ କରାଯାଇଥିଲା।…

ରାଜ୍ୟ ସଭା ପାଇଁ ମନୋନୀତ ହେଲେ ସୁଧା ମୂର୍ତ୍ତି

ନୂଆଦିଲ୍ଲୀ: ପ୍ରସିଦ୍ଧ ବିଜନେସମ୍ୟାନ ତଥା ଇନଫୋସିସର ଚେୟାରମ୍ୟାନ ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ସୁଧା ମୂର୍ତ୍ତିଙ୍କୁ ରାଜ୍ୟ ସଭା ପାଇଁ ମନୋନୀତ କରାଯାଇଛି। ସୁଧା ମୁର୍ତ୍ତିଙ୍କୁ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଏହା ମହିଳା ଶକ୍ତିର ଏକ ଶକ୍ତିଶାଳୀ…