Category: ଦେଶ

୨୦୩୬ ଅଲିମ୍ପିକ୍ସ ନେଇ ଆଶାୟୀ ଭାରତ; ଓଡ଼ିଶାରେ ହେଇପାରେ ହକି ଇଭେଣ୍ଟ

୨୦୩୬ ଅଲିମ୍ପିକ୍ସ ଆୟୋଜନ ନେଇ ଆଶାୟୀ ଭାରତ । କିଛି ଗଣମାଧ୍ୟମରେ ଅହମ୍ମଦାବାଦକୁ ୨୦୩୬ ଅଲିମ୍ପିକ୍ସର ହୋଷ୍ଟ ସିଟି ମିଳିବା ନେଇ ଚର୍ଚ୍ଚା ହେଉଥିବାବେଳେ ଓଡ଼ିଶାରେ ୨୦୩୬ ଅଲିମ୍ପିକ୍ସ ହକି କୁ ନେଇ ରାଜ୍ୟବାସୀଙ୍କ ମନରେ ଆଶା ବଢ଼ିଛି । ଅହମ୍ମଦାବାଦରେ…

ଛତିଶଗଡ଼ରେ ମାଓବାଦୀଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ; ୩ ନିହତ

ଛତିଶଗଡରେ ପୁଣି ଏନକାଉଣ୍ଟର । ସୁକୁମା ବିଜାପୁର ସୀମାରେ ଚାଲିଛି ଗୁଳି ବିନିମୟ । ପୋଲିସ ଓ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୩ ମାଓବାଦୀ ନିହତ ହୋଇଛନ୍ତି । ଡିଆରଜି , ଏସଟିଏଫ୍‌, କୋବ୍ରା ବାହିନୀର ମିଳିତ ଅପରେସନରେ…

ଭାରତକୁ ବିକଶିତ ରାଷ୍ଟ୍ର ଭାବେ ନିର୍ମାଣ କରିବାକୁ ପ୍ରବାସୀ ଭାରତୀୟଙ୍କ ସହଯୋଗ କାମନା କଲେ ମୋଦୀ

ପ୍ରଥମଥର ପାଇଁ ଓଡ଼ିଶାରେ ଆୟୋଜିତ ହେଉଛି ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ । ଜନତା ମଇଦାନରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ। ପ୍ରଧାନମନ୍ତ୍ରୀ ମୋଦି ଜଗନ୍ନାଥ ଓ ଲିଙ୍ଗରାଜଙ୍କ ଭୂମିରେ ପ୍ରବାସୀଙ୍କୁ ସ୍ବାଗତ କରିବା…

ପ୍ରବାସୀ ଭାରତୀୟ ଦିବସ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ

ଜନତା ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟପାଳ ହରି ବାବୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ଏହା…

ତିରୁପତିରେ ଦଳାଚକଟା; ୬ ମୃତ, ୨୫ ଆହତ

ଆନ୍ଧ୍ରପ୍ରଦେଶର ତିରୁପତିରେ ଦଳାଚକଟାରେ ୬ ଜଣ ମୃତ ତଥା ୨୫-୩୦ ଜଣ ଆହତ ହୋଇଥିବା ସୂଚନା ମିଳିଛି । ତିରୁପତି ମନ୍ଦିରର ବୈକୁଣ୍ଠ ଦ୍ବାର ନିକଟରେ ଏକାଦଶୀ ପାଇଁ ଦର୍ଶନ ଟୋକନ ବଣ୍ଟାଯାଉଥିବା ବେଳେ ଦଳାଚକଟା ହୋଇଥିବା କୁହାଯାଉଛି । ବହୁ…

‘ମହାକୁମ୍ଭ ମେଳା’ ପାଇଁ ଓଡ଼ିଶାରୁ ଅଯୋଧ୍ୟା ସ୍ୱତନ୍ତ୍ର ବସ୍ ସେବା

ଆସନ୍ତା ଜାନୁୟାରୀ ୧୩ ତାରିଖରୁ ପ୍ରୟାଗରାଜଠାରେ ଅନୁଷ୍ଠିତ ହେବାକୁଥିବା ମହାକୁମ୍ଭ ମେଳା ପାଇଁ ଓଡ଼ିଶାରୁ ଅଯୋଧ୍ୟା ପର୍ଯ୍ୟନ୍ତ ସ୍ୱତନ୍ତ୍ର ହାଇ-ଏଣ୍ଡ ପ୍ରିମିୟମ୍‌ ବସ୍‌ ସେବା ଯୋଗାଇବ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ । ପୁରୀ, ସମ୍ବଲପୁର, ଭବାନୀପାଟଣା ଏବଂ ବ୍ରହ୍ମପୁର…

ଭି. ନାରାୟଣନ ଇସ୍ରୋର ନୂଆ ଅଧ୍ୟକ୍ଷ ନିଯୁକ୍ତ

ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ବିଶିଷ୍ଟ ବୈଜ୍ଞାନିକ ଡକ୍ଟର ଭି. ନାରାୟଣନ। ଏନେଇ ଆଜି କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍ ନିଯୁକ୍ତି କମିଟି ଏହାକୁ ଅନୁମୋଦନ କରିଛି। ଭି. ନାରାୟଣନ ଆସନ୍ତା ୧୪ ତାରିଖରେ…

ଫେବ୍ରୁଆରୀ ୫ରେ ଦିଲ୍ଲୀ ନିର୍ବାଚନ; ୮ରେ ଭୋଟ ଗଣତି

ଘୋଷଣା ହେଲା ଦିଲ୍ଲୀ ବିଧାନସଭା ନିର୍ବାଚନ ତାରିଖ। ଫେବୃଆରୀ ୫ ତାରିଖରେ ହେବ ଦିଲ୍ଲୀ ବିଧାନସଭା ନିର୍ବାଚନ । ଫେବୃଆରୀ ୮ରେ ରହିଛି ଭୋଟ୍ ଗଣତି । ସମସ୍ତ ୭୦ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ମତଦାନ । ଏନେଇ ସାମ୍ବାଦିକ…

ନେପାଳ ସୀମାରେ ତିବ୍ବତରେ ଭୂମିକମ୍ପ; ୫୦ରୁ ଉର୍ଦ୍ଧ୍ବ ମୃତ

ନେପାଳ ସୀମାନ୍ତ ତିବ୍ବତରେ ଆଜି ସକାଳୁ ଏକ ବଡ଼ ଧରଣର ଭୂକମ୍ପ ହୋଇଛି । ତିବ୍ବତର ଶିଗାତ୍ସେ ସହରରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ରିକ୍ଟର୍ ସ୍କେଲରେ ୭.୧ ରହିଛି । ନେପାଳ ସୀମା ଓ ତିବ୍ଦତରେ…

ଦେଶରେ ଆଉ ୨ଟି HMPV କେସ ଚିହ୍ନଟ; ମହାରାଷ୍ଟ୍ରକୁ ବ୍ୟାପିଲା

ଚୀନରେ ଏଚଏମପିଭି ମାମଲା ବୃଦ୍ଧି ପାଇଥିବା ଖବର ସାମ୍ନାକୁ ଆସିଛି ଏବେ ଦେଶରେ ହ୍ୟୁମାନ ମେଟାପ୍ୟୁମୋ ଭାଇରସ (ଏଚ୍‌ଏମ୍‌ପିଭି) ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି। ବେଙ୍ଗାଲୁରୁ, ତାମିଲନାଡ଼ୁ ଓ କୋଲକାତା ପରେ ଏବେ ମହାରାଷ୍ଟ୍ର ନାଗପୁରରେ ୨ ଜଣ…