ଦେଶ ବିଶ୍ୱ ଓସ୍କାର-୨୦୨୫ ନୋମିନେସନରେ ସ୍ଥାନ ପାଇଲା ‘ଅନୁଜା’ January 23, 2025 Nirvay ଆଜି ସମ୍ମାନଜନକ ଓସ୍କାର-୨୦୨୫ ପାଇଁ ଶ୍ରେଷ୍ଠ ଚଳଚ୍ଚିତ୍ରଠାରୁ ଶ୍ରେଷ୍ଠ ନିର୍ଦ୍ଦେଶକ ପର୍ଯ୍ୟନ୍ତ ଅନେକ ବର୍ଗରେ ନୋମିନେସନ ତାଲିକା ପ୍ରକାଶ ପାଇଛି । ଗୁନୀତ ମୋଙ୍ଗା ଓ ପ୍ରିୟଙ୍କା ଚୋପ୍ରା ପ୍ରଯୋଜିତ ଆମେରିକୀୟ-ହିନ୍ଦୀଭାଷୀ ସର୍ଟ ଫିଲ୍ମ ‘ଅନୁଜା’ ଶ୍ରେଷ୍ଠ ଲାଇଭ୍ ଆକ୍ସନ ସର୍ଟ…
ଦେଶ ରାଜ୍ୟ ନୂଆପଡା ସୀମାନ୍ତରେ ହୋଇଥିବା ଏନ୍କାଉଣ୍ଟରରେ ମାଓବାଦୀଙ୍କ ମୃତ୍ୟୁସଂଖ୍ୟା ୧୬କୁ ବୃଦ୍ଧି January 22, 2025 Nirvay ନୂଆପଡ଼ା ଜିଲ୍ଲା ସୀମାନ୍ତରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଆଉ ୨ ମାଓବାଦୀଙ୍କ ମୃତଦେହ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଜଣେ ପୁରୁଷ ଓ ଜଣେ ମହିଳା ମାଓବାଦୀଙ୍କ ମୃତଦେହ ମିଳିଛି । ଏହା ସହିତ ଏନ୍କାଉଣ୍ଟରରେ…
ଦେଶ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇ ଘରକୁ ଫେରିଲେ ସୈଫ January 21, 2025 Nirvay ସୈଫଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ୫ ଦିନର ଚିକିତ୍ସା ପରେ ମୁମ୍ବାଇ ଲୀଳାବତୀ ହସ୍ପିଟାଲରୁ ଆଜି ଡିସ୍ଚାର୍ଜ ହୋଇ ନିଜ ମୁମ୍ବାଇର ବାନ୍ଦ୍ରା ସ୍ଥିତ ଘରକୁ ଫେରିଛନ୍ତି ସୈଫ୍ ଅଲ୍ଲୀ ଖାନ୍ । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିବା…
ତାଜା ଖବର ଦେଶ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ଦୋଷୀ ସଞ୍ଜୟ ରାୟକୁ ମିଳିଲା ଆଜୀବନ କାରାଦଣ୍ଡ January 20, 2025 Papirani ବହୁଚର୍ଚ୍ଚିତ କଲିକତା ଆରଜି କର ମେଡିକାଲର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଦୋଷୀ ସଂଜୟ ରାୟକୁ ମିଳିଲା ଆଜୀବନ କାରା ଦଣ୍ଡାଦେଶ । ଗତ ୧୮ ତାରିଖରେ ସଞ୍ଜୟ ରାୟକୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ…
ଖେଳ ଦେଶ ବିବାହ ବନ୍ଧନରେ ବାନ୍ଧି ହେଲେ ନୀରଜ ଚୋପ୍ରା January 19, 2025 Nirvay ଭାରତର ଷ୍ଟାର ଜାଭେଲିନ୍ ଥ୍ରୋଅର୍ ନୀରଜ ଚୋପ୍ରା ବିବାହ ବନ୍ଧନରେ ଆଜି ବାନ୍ଧି ହୋଇଛନ୍ତି । ବିବାହ ବନ୍ଧନରେ ବାନ୍ଧି ହୋଇଥିବା ନେଇ ନୀରଜ ଚୋପ୍ରା ନିଜେ ସୋସିଆଲ ମିଡିଆରେ ଫଟୋ ସେୟାର କରି ସୂଚନା ଦେଇଛନ୍ତି । ନୀରଜଙ୍କ ବିବାହରେ…
ଖେଳ ଦେଶ ଉଭୟ ମହିଳା ଓ ପୁରୁଷ ଖୋ ଖୋ ବିଶ୍ୱକପ୍ ଜିତିଲା ଭାରତ January 19, 2025 Nirvay ଇତିହାସ ରଚିଲା ଭାରତ । ଖୋ ଖୋ ବିଶ୍ୱକପ୍ରେ ଭାରତର ପୁରୁଷ ଓ ମହିଳା ଦଳ ଆଜି ବିଶ୍ୱକପ୍ ଟାଇଟଲ୍ ହାସଲ କରିଛନ୍ତି । ପୁରୁଷ ଖୋ-ଖୋ ବିଶ୍ୱକପର ଫାଇନାଲ ମ୍ୟାଚ୍ ରେ ଭାରତ, ନେପାଳକୁ ପରାସ୍ତ କରିଥିବାବେଳେ ଭାରତୀୟ ମହିଳା…
ଦେଶ ଚଳିତ ବର୍ଷର ପ୍ରଥମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କଲେ ମୋଦି January 19, 2025 Nirvay ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୫ ବର୍ଷର ପ୍ରଥମ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ରେ ଦେଶବାସୀଙ୍କୁ ଆଜି ସମ୍ବୋଧନ କରିଛନ୍ତି । ପ୍ରତିଥର ଏହି କାର୍ଯ୍ୟକ୍ରମ ମାସର ଶେଷ ରବିବାର ପ୍ରସାରଣ ହେଉଥିବା ବେଳେ ଚଳିତ ମାସର ଶେଷ ରବିବାର…
ଦେଶ ସୈଫ ଅଲି ଖାନଙ୍କ ଉପରେ ଆକ୍ରମଣ ପଛରେ ବାଂଲାଦେଶୀ ଲିଙ୍କ! January 19, 2025 Nirvay ସୈଫ ଅଲ୍ଲୀ ଖାନଙ୍କ ଘରେ ହୋଇଥିବା ଛୁରାମାଡ଼ ଘଟଣା ସମ୍ପର୍କରେ ମୁମ୍ବାଇ ପୋଲିସ ରବିବାର ସକାଳେ ଏକ ସାମ୍ବାଦିକ ସମ୍ମିଳନୀ କରିଛି । ମୁମ୍ବାଇ ପୋଲିସ ଡିସିପି ଦୀକ୍ଷିତ ଗେଡାମ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଜଣେ ଅଭିଯୁକ୍ତଙ୍କୁ ଥାନେରୁ…
ତାଜା ଖବର ଦେଶ ରାଜ୍ୟ ସ୍ବାମୀତ୍ବ ଯୋଜନାରେ ୬୫ ଲକ୍ଷ ସମ୍ପତ୍ତି କାର୍ଡ ବଣ୍ଟନ କଲେ ପ୍ରଧାନମନ୍ତ୍ରୀ January 18, 2025 Papirani ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ସାରା ଦେଶରେ ଲାଗୁ ହୋଇଛି ସ୍ବାମୀତ୍ବ ଯୋଜନା। ସ୍ବାମୀତ୍ବ ଯୋଜନାରେ ସଂପତ୍ତି କାର୍ଡର ଇ-ବିତରଣ କଲେ ପ୍ରଧାନମନ୍ତ୍ରୀ ମୋଦି । ଆଜି ଭିଡିଓ କନଫ୍ରେନସ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବାମୀତ୍ବ ଯୋଜନା ଅଧୀନରେ ସମ୍ପତ୍ତି ମାଲିକଙ୍କୁ ମୋଟ…
ତାଜା ଖବର ଦେଶ କୋଲକତା ମହିଳା ଡାକ୍ତରଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତ ସଞ୍ଜୟ ରାୟ ଦୋଷୀ ସାବ୍ୟସ୍ତ January 18, 2025 Papirani ବହୁଚର୍ଚ୍ଚିତ କୋଲକତା ଆର.ଜି.କର ମେଡିକାଲ୍ ମାମଲାରେ ମାମଲାରେ ଆସିଲା ରାୟ । ଆର.ଜି.କର ମେଡିକାଲର ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ ହେଲା ଅଭିଯୁକ୍ତ ସଞ୍ଜୟ ରାୟ । ଶନିବାର କୋଲକତାର ସିଆଲଦା କୋର୍ଟ ସଞ୍ଜୟଙ୍କୁ ଦୋଷୀ…