ଦେଶ ରାଜନୀତି ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ମୋଦିଙ୍କ ସମ୍ବୋଧନ; କହିଲେ ଆପ୍ଦାରୁ ମୁକ୍ତ ହେଲା ଦିଲ୍ଲୀ February 8, 2025 Nirvay ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜୟ ମୁକୁଟ ପିନ୍ଧିବା ପରେ ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିଛନ୍ତି । ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ସମ୍ବୋଧନ ଦେଇ ବିଜୟ ପାଇଁ ଦିଲ୍ଲୀବାସୀଙ୍କୁ କୃତଜ୍ଞତା ଜଣାଇବା ସହ ଶେଷରେ ଆପ୍ଦାରୁ…
ଦେଶ ରାଜନୀତି ରାଜ୍ୟ ଦିଲ୍ଲୀରେ ବିଜୟ ପରେ ବୈଜୟନ୍ତ ଧନ୍ୟବାଦର ପାତ୍ର ବୋଲି କହିଲେ ମନମୋହନ February 8, 2025 Nirvay ଦିଲ୍ଲୀ ବିଜୟ ପରେ ଭାଜପା ନେତା ତଥା ରାଜ୍ୟ ସଭାପତି ମନମୋହନ ସାମଲ ବୈଜୟନ୍ତ ପଣ୍ଡା ଧନ୍ୟବାଦର ପାତ୍ର ବୋଲି କହିଛନ୍ତି । କେନ୍ଦ୍ରପଡା ସାଂସଦ ବୈଜୟନ୍ତ ପଣ୍ଡା ରାଷ୍ଟ୍ରୀୟ ଉପସଭାପତି ଭାବେ ଦୀର୍ଘ ବର୍ଷ ହେଲା କାର୍ଯ୍ୟ କରୁଛନ୍ତି ।…
ଦେଶ ରାଜନୀତି ଅରବିନ୍ଦ କେଜ୍ରିୱାଲ, ମନିଷ ସିସୋଡିଆ ପରାଜିତ; ବାଜି ମାରିଲେ ଆତିଶୀ February 8, 2025 Nirvay ଦିଲ୍ଲୀରେ ଆପ୍ ର ବିଜୟ ଧାରାର ଅନ୍ତ ଘଟାଇ ବିଜେପି ଦିଲ୍ଲୀରେ ଏକ ଐତିହାସିକ ବିଜୟ ଆଡ଼କୁ ଗତି କରୁଛି । ନୂଆଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କୁ ବିଜେପି ପ୍ରାର୍ଥୀ ପ୍ରବେଶ ବର୍ମା ପରାସ୍ତ କରିବା ପରେ ଆପ୍ ପାଇଁ ସବୁଠାରୁ ବଡ଼…
ଦେଶ ରାଜନୀତି ଦିଲ୍ଲୀରେ ୨୭ ବର୍ଷ ପରେ ପୁଣି ବିଜେପି ସରକାର ! କେଜ୍ରିୱାଲଙ୍କ ଶୀଷମହଲ ଭାଙ୍ଗି ଚୁରମାର February 8, 2025 Nirvay ଆଜି, ୨୭ ବର୍ଷ ପରେ ବିଜେପି ଦିଲ୍ଲୀରେ କ୍ଷମତାକୁ ଫେରିବାକୁ ଯାଉଛି । ଅଷ୍ଟମ ରାଉଣ୍ଡ ଶେଷ ସୁଦ୍ଧା ନୂଆଦିଲ୍ଲୀ ଆସନରେ ବିଜେପି ପ୍ରାର୍ଥୀ ପରଭେଶ୍ ବର୍ମା ଆଗୁଆ ରହିଛନ୍ତି । ୨୩୮ ଖଣ୍ଡ ଭୋଟ୍ରେ ପଛୁଆ ରହିଛନ୍ତି ଅରବିନ୍ଦ କେଜ୍ରିୱାଲ…
ଦେଶ ଦୁଇ ଦିନିଆ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି February 7, 2025 Nirvay ଆସନ୍ତା ୧୨ ତାରିଖରେ ଦୁଇ ଦିନିଆ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ସେ ୧୪ ତାରିଖ ଯାଏଁ ରହିବେ । ୧୩ ତାରିଖରେ ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।…
ତାଜା ଖବର ଦେଶ ମହାକୁମ୍ଭ ମେଳାରେ ପୁଣି ଅଗ୍ନିକାଣ୍ଡ February 7, 2025 Papirani ମହାକୁମ୍ଭ ମେଳାରେ ପୁଣି ଥରେ ଅଗ୍ନିକାଣ୍ଡ ହୋଇଛି । ସେକ୍ଟର ୧୮ ଶଙ୍କରାଚାର୍ଯ୍ୟ ମାର୍ଗରେ ନିଆଁ ଲାଗିଛି । ଅଗ୍ନିଶମ ବାହିନୀ ଦ୍ୱାରା ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରାଯାଇଛି । ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇ ନ ଥିବା…
ତାଜା ଖବର ଦେଶ ବ୍ୟବସାୟ ୫ ବର୍ଷ ପରେ ଖସିଲା ରେପୋ ରେଟ୍ February 7, 2025 Papirani ପ୍ରାୟ ୫ ବର୍ଷ ପରେ ଖସିଲା ରେପୋ ରେଟ୍ । ରେପୋ ରେଟ୍ରେ ପରିବର୍ତ୍ତନ ଆଣିଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ମୁଦ୍ରାନୀତିକୁ ନେଇ ଆଜି ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ ସୂଚନା ଦେଇ କହିଛନ୍ତି ୫ ବର୍ଷ ପରେ ରେପୋ…
ତାଜା ଖବର ଦେଶ ରାଜନୀତି ଦୁର୍ନୀତିରେ ବୁଡ଼ିରହିଛି କଂଗ୍ରେସ; ରାଜ୍ୟସଭାରେ ଟାର୍ଗେଟ କଲେ ମୋଦୀ February 6, 2025 Papirani ରାଜ୍ୟସଭାରେ ଧନ୍ୟବାଦ ପ୍ରସ୍ତାବରେ ସମ୍ବୋଧନ ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କଂଗ୍ରେସ କେବଳ ପରିବାରରେ ସୀମିତ କିନ୍ତୁ ଆମର ବିକାଶ ମଡେଲକୁ ସବୁଆଡ଼ୁ ଜନତା ସମର୍ଥନ ଦେଉଛନ୍ତି । ଆମର ବିକାଶର…
ତାଜା ଖବର ଦେଶ ମଧ୍ୟପ୍ରଦେଶରେ ମିରେଜ୍ ଫାଇଟର ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ February 6, 2025 Papirani ମଧ୍ୟପ୍ରଦେଶରେ ମିରେଜ୍ ଫାଇଟର ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ । ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ବାୟୁସେନାର ଯୁଦ୍ଧ ବିମାନ ‘ମିରାଜ-୨୦୦୦’ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ନିୟମିତ ଟ୍ରେନିଂ ବେଳେ ଏହି ଦୁର୍ଘଟଣାଗ୍ରସ୍ତ ଘଟିଛି । ଦୁର୍ଘଟଣା ବିଷୟରେ ଖବର ମିଳିବା ପରେ ସ୍ଥାନୀୟ…
ତାଜା ଖବର ଦେଶ ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ଓପନ୍ ଏଆଇର ସିଇଓ ସାମ୍ ଅଲ୍ଟମ୍ୟାନ୍ February 6, 2025 Papirani ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରରେ ବିଶ୍ୱବ୍ୟାପୀ ନାଁ କମାଇଥିବା ଓପନ୍ ଏଆଇର ସିଇଓ ସାମ୍ ଅଲ୍ଟମ୍ୟାନ୍। ଏହି ସାକ୍ଷାତକାର ଜରିଆରେ ଭାରତରେ ଏଆଇ ଅବିବୃଦ୍ଧି, ଓପନ୍ ଏଆଇ ର ସମ୍ଭାବନା ଏବଂ ଭାରତରେ ଏଆଇ…