ତାଜା ଖବର ଦେଶ ଆଜିଠୁ ତିନି ଦିନିଆ ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି February 10, 2025 Papirani ଆଜିଠୁ ତିନି ଦିନିଆ ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ନିମନ୍ତ୍ରଣକ୍ରମେ ଫ୍ରାନ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ । ଆସନ୍ତାକାଲି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନଙ୍କ ସହ ପ୍ୟାରିସରେ ଆୟୋଜିତ ଏଆଇ ଆକ୍ସନ ସମିଟରେ…
ତାଜା ଖବର ଦେଶ ମହାକୁମ୍ଭର ତ୍ରିବେଣୀ ସ୍ଥଳରେ ବୁଡ଼ ପକାଇଲେ ମହାମହିମ ଦ୍ରୌପଦୀ ମୁର୍ମୁ February 10, 2025 Papirani ଆଜି ମହାକୁମ୍ଭ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୋମବାର ପୂର୍ବହ୍ଣ ୧୧ଟାରେ ପହଞ୍ଚି ମହାମହିମ ପ୍ରଥମେ ପବିତ୍ର ସ୍ନାନ କରିଛନ୍ତି । ପରେ ପ୍ରୟାଗରାଜରେ ପୂଜାର୍ଚ୍ଚନା କରୁଛନ୍ତି ରାଷ୍ଟ୍ରପତି । ଏହା ପୂର୍ବରୁ ରାଷ୍ଟ୍ରପତି ଶହ…
ଦେଶ ରାଜନୀତି ରାଜ୍ୟ ବୈଜୟନ୍ତ ବାବୁ ଖୁସ୍ ହୁଆ ! February 10, 2025 Papirani ହରିଆଣା ନିର୍ବାଚନ ପରେ ମୁକୁ ଭାଇଙ୍କ ସମର୍ଥକ ମାନେ ଭାରି ଖୁସି ହେଇ ନାଚିବା ଆରମ୍ଭ କରିଦେଲେ। ପ୍ରଚାର ଆରମ୍ଭ ହେଲା ଯେ, ମୁକୁ ଭାଇ ହେଁ ତୋ ମୁମକିନ୍ ହୈ । ଗୋଟିଏ ଦୁଇଟି ବଡ ଖବରକାଗଜରେ ପ୍ରବନ୍ଧ ବି…
ଦେଶ ୨୧ ରାଜ୍ୟରେ ଏନ୍ଡିଏ February 10, 2025 Papirani ଦିଲ୍ଲୀ ବିଜୟ ପରେ ଦେଶର ରାଜନୈତିକ ମାନଚିତ୍ରରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏବେ ଦେଶର ୧୯ ରାଜ୍ୟ ଏବଂ ଦୁଇ କେନ୍ଦ୍ରଶାସିତ ଅଞ୍ଚଳରେ ଭାଜପା ନେତୃତ୍ବରେ ଏନଡ଼ିଏ ସରକାର । ୨୧ ରୁ ୬ ରାଜ୍ୟରେ ଏନଡିଏର ସହଯୋଗୀ…
ଖେଳ ତାଜା ଖବର ଦେଶ ରାଜ୍ୟ ବାରବାଟୀ ବିଭ୍ରାଟ: ଓସିଏର ବିଚିତ୍ର ସ୍ପଷ୍ଟୀକରଣ, ଆକ୍ସନ ମୋଡ଼ରେ ସରକାର February 10, 2025 Papirani ବାରବାଟୀ ଷ୍ଟାଡିୟମରେ ଗତକାଲି ଫ୍ଲଡ୍ ଲାଇଟ୍ ବିଫଳତା ଯୋଗୁଁ ଦ୍ୱିତୀୟ ଭାରତ-ଇଂଲଣ୍ଡ ମ୍ୟାଚ୍ ୨୫ ମିନିଟ୍ ପାଇଁ ବାଧାପ୍ରାପ୍ତ ହୋଇଥିବା ଘଟଣା ସାରା ବିଶ୍ୱରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏତେ ବର୍ଷ ପରେ ଓଡ଼ିଶାରେ ଅନ୍ତର୍ଜାତୀୟ କ୍ରୀଡ଼ା ଖେଳାଯାଉଥିବା ବେଳେ…
ଖେଳ ତାଜା ଖବର ଦେଶ ରାଜ୍ୟ ବାରବାଟୀରେ ଇଂଲଣ୍ଡକୁ ହରାଇ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ February 9, 2025 Papirani ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଦିନିକିଆ ମ୍ୟାଚରେ ସିରିଜ୍ ଜିତିଲା ଭାରତ । ଭାରତୀୟ ଅଧିନାୟକଙ୍କ ଶତକୀୟ ଇନିଂସ ବଳରେ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତ ଇଂଲଣ୍ଡକୁ ୪ ୱିକେଟରେ ପରାସ୍ତ କରିଛି ।…
ଖେଳ ତାଜା ଖବର ଦେଶ ବାରବାଟୀରେ ବିଜୁଳି ବିଭ୍ରାଟ; ଘୋର ଲଜ୍ଜା February 9, 2025 Papirani ଅଧାରୁ ଅଟକିଲା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ । ବାରବାଟୀ ଷ୍ଟାଡିୟମରେ ଖେଳା ଯାଉଥିବା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ ଅଧାରୁ ବିଜୁଳି ବିଭ୍ରାଟ ଦେଖିବାକୁ ମିଳିଛି । ମ୍ୟାଚ ଅଧାରୁ ଲାଇଟ କଟିଯିବାରୁ ଅଟକିଲା ଖେଳ । ଲାଇଟ କଟିବା ନେଇ ରୋହିତ…
ତାଜା ଖବର ଦେଶ ଛତିଶଗଡରେ ବଡ଼ ଏନକାଉଣ୍ଟର: ୨ ଯବାନ ସହିଦ ହୋଇଥିବା ବେଳେ ୩୧ ମାଓବାଦୀ ନିହତ February 9, 2025 Papirani ନକ୍ସଲମୁକ୍ତ ଭାରତ ଗଠନରେ ଯବାନକୁ ମିଳିଛି ବଡ ସଫଳତା । ଛତିଶଗଡ଼ର ବିଜାପୁର ଏବଂ ନାରାୟଣପୁର ସଂଲଗ୍ନ ମହାରାଷ୍ଟ୍ର ସୀମାନ୍ତ ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଜଙ୍ଗଲରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ମିଳିଛି ବଡ଼ ସଫଳତା…
ତାଜା ଖବର ଦେଶ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୧୨ ମାଓବାଦୀ February 9, 2025 Papirani ଛତିଶଗଡ଼ର ବିଜାପୁର ଜିଲ୍ଲାର ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଜାତୀୟ ଉଦ୍ୟାନ ଅଞ୍ଚଳ ଅନ୍ତର୍ଗତ ଜଙ୍ଗଲରେ ସୁରକ୍ଷା ବାହିନୀ ଏବଂ ନକ୍ସଲବାଦୀଙ୍କ ମଧ୍ୟରେ ଗୁଳିବିନିମୟରେ ୧୨ ଜଣ ନକ୍ସଲ ନିହତ ହୋଇଛନ୍ତି। ଏହାସହ ଏଥିରେ ୨ ଜଣ ଯବାନ ସହିଦ…
ତାଜା ଖବର ଦେଶ ରାଜନୀତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଆତିଶୀ February 9, 2025 Papirani ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି (ଆପ୍)ର ପରାଜୟ ପରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଆତିଶୀ ମାର୍ଲେନା । ସେ ନିଜ ଇସ୍ତଫାପତ୍ର ୧୧ଟାରେ ରାଜଭବନରେ ପହଞ୍ଚି ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭିକେ ସକ୍ସେନାଙ୍କୁ ତାଙ୍କ…