ତାଜା ଖବର ଦେଶ ଅପରେସନ ସିନ୍ଦୂର: କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଜହର ପରିବାର ସଫା May 7, 2025 Papirani ଜମ୍ମୁ କଶ୍ମୀରର ପହଲଗାମରେ ଗତ ୨୨ ତାରିଖ ଦିନ ହୋଇଥିବା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଭାରତୀୟ ସେନା ମଙ୍ଗଳବାର-ବୁଧବାର ରାତିରେ ଅପରେଶନ ‘ସିନ୍ଦୂର’ ଅଭିଯାନ ଚଳାଇଥିଲା। ଏହି ଅପରେଶନ ଅଧୀନରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କଶ୍ମୀରରେ ଥିବା…
ତାଜା ଖବର ଦେଶ ‘ଅପରେସନ ସିନ୍ଦୂର’ ବିଷୟରେ ଦେଶବାସୀଙ୍କୁ ବିସ୍ତୃତ ବିବରଣୀରେ ଦେଲା ଭାରତ May 7, 2025 Papirani ଭାରତ ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି। ବିଳମ୍ବିତ ରାତିରେ ପାକିସ୍ତାନ ଏବଂ ପିଓକେ ଅଧିକୃତ ଜମ୍ମୁ ଏବଂ କାଶ୍ମୀରରେ ନଅଟି ଆତଙ୍କବାଦୀ ଆଡ୍ଡାକୁ ଧ୍ୱଂସ କରିଥିଲେ। ସେନାର ‘ଅପରେଶନ ସିନ୍ଦୂର’ ନେଇ ବିଦେଶ ସଚିବ ବିକ୍ରମ ମିସ୍ରି ସାମ୍ବାଦିକ ସମ୍ମିଳନୀ…
ତାଜା ଖବର ଦେଶ ଭାରତର ଏୟାରଷ୍ଟ୍ରାଇକ ପରେ LoCରେ ପାକିସ୍ତାନର ଗୁଳିମାଡ଼; ୧୦ ନାଗରିକଙ୍କ ମୃତ୍ୟୁ, ୩୮ ଆହତ May 7, 2025 Papirani ଅପରେସନ ସିନ୍ଦୂର ପରେ ଉତ୍ତେଜିତ ହୋଇ ଏଲଓସିରେ ଗୁଳିମାଡ଼ କରୁଛି ପାକିସ୍ତାନ । ଖାଲି ହେଉଛି ଏଲଓସି ଅଞ୍ଚଳରେ ଥିବା ଗାଁରେ ଗୁଳିମାଡ଼ କରିଛି ପାକିସ୍ତାନ । ଜାମ୍ମୁ ଓ କାଶ୍ମୀରର ପୁଞ୍ଚରେ ହୋଇଥିବା ପାକିସ୍ତାନର ଗୁଳିମାଡ଼ରେ ୧୦ ନାଗରିକଙ୍କ ମୃତ୍ୟୁ…
ତାଜା ଖବର ଦେଶ ଅପରେଶନ ସିନ୍ଦୂର: ଏୟାରଷ୍ଟ୍ରାଇକ ପରେ ଭାରତର ୯ଟି ବିମାନବନ୍ଦରରେ ଉଡ଼ାଣ ବନ୍ଦ May 7, 2025 Papirani ଭାରତର ୯ଟି ବିମାନବନ୍ଦରରେ ଉଡ଼ାଣ ବନ୍ଦ । ପକିସ୍ତାନରେ ଆତଙ୍କବାଦୀ ଶିବିର ଉପରେ ଭାରତର ବଡ଼ ଏୟାରଷ୍ଟ୍ରାଇକ୍ ପରେ ବିମାନବନ୍ଦରରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଉଡ଼ାଣ ବନ୍ଦ ରଖାଯାଇଛି । ଜମ୍ମୁ, ଶ୍ରୀନଗର, ଲେହ, ଯୋଧପୁର, ଅମୃତସର, ଭୁଜ, ଜାମନଗର, ଚଣ୍ଡିଗଡ଼…
ତାଜା ଖବର ଦେଶ ପହଲଗାମ ଆତଙ୍କୀ ହମଲାର ବଦଲା ନେଲା ଭାରତ; ପାକିସ୍ତାନର ୯ ଆତଙ୍କୀ ଶିବିର ଉପରେ କଲା ଏୟାର ଷ୍ଟ୍ରାଇକ May 7, 2025 Papirani ପହଲଗାମ ଆତଙ୍କୀ ହମଲାର ବଦଲା ନେଲା ଭାରତ । ଭାରତୀୟ ସେନା ମଙ୍ଗଳବାର ଅଧ ରାତିରେ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ର ୯ଟି ଆତଙ୍କ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ କରିଛି ।ଏହି ଅପରେସନର ନାଁ ‘ଅପରେସନ ସିନ୍ଦୂର’ ଦିଆଯାଇଛି । ମଙ୍ଗଳବାର…
ଦେଶ ମୁକ୍ତ ବାଣିଜ୍ୟ ଚୁକ୍ତି ସ୍ଵାକ୍ଷର କଲେ ଭାରତ-ବ୍ରିଟେନ May 6, 2025 Nirvay ଭାରତ ଏବଂ ବ୍ରିଟେନ ମଧ୍ୟରେ ବହୁ ପ୍ରତୀକ୍ଷିତ ମୁକ୍ତ ବାଣିଜ୍ୟ ଚୁକ୍ତି (FTA) ସ୍ୱାକ୍ଷରିତ ହୋଇଛି । ଏହି ଚୁକ୍ତି ଉଭୟ ଦେଶର ଅର୍ଥନୀତିରେ ବାଣିଜ୍ୟ, ନିବେଶ, ଅଭିବୃଦ୍ଧି ଏବଂ ରୋଜଗାରକୁ ଉତ୍ସାହିତ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ…
ଦେଶ କାଲି ଭାରତ-ପାକିସ୍ତାନ ସୀମାରେ ସମରାଭ୍ୟାସ କରିବ ବାୟୁସେନା May 6, 2025 Nirvay ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୀମାରେ ଲାଗି ରହିଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଭାରତ ମେ ୭ ଏବଂ ୮ ତାରିଖରେ ଭାରତ-ପାକିସ୍ତାନ ସୀମା ନିକଟରେ ଏକ ବଡ଼ ସମରାଭ୍ୟାସ କରିବାକୁ ଯାଉଛି । ଏହି ଅଭ୍ୟାସରେ ଭାରତୀୟ ବାୟୁସେନା ରାଜସ୍ଥାନ…
ଦେଶ ରାଜ୍ୟ ଦୀଘାରେ ଜଗନ୍ନାଥ ମନ୍ଦିର ବିବାଦକୁ ନେଇ ମମତା ବାନାର୍ଜୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ May 6, 2025 Nirvay ପଶ୍ଚିମବଙ୍ଗର ଦୀଘାସ୍ଥିତ ଜଗନ୍ନାଥ ମନ୍ଦିରରେ ‘ଜଗନ୍ନାଥ ଧାମ’ ଲେଖିବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ଶ୍ରୀଜଗନ୍ନାଥ ଧାମ ପୁରୀ ହିନ୍ଦୁ ଧର୍ମର ଚାରି ଧାମ ମଧ୍ୟରୁ ଗୋଟିଏ ଏବଂ…
ତାଜା ଖବର ଦେଶ ରାଜନୀତି ଟ୍ରେନରୁ ଗାୟବ ହୋଇ ଆହତ ଅବସ୍ଥାରେ ମିଳିଥିବା ଚର୍ଚ୍ଚାକୁ ଖଣ୍ଡନ କଲେ ଜୁଏଲ ଓରାମ, କହିଲେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି May 6, 2025 Papirani କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଚଳନ୍ତା ଟ୍ରେନରୁ ନିଖୋଜ ହୋଇଯିବ ଓ ଦୀର୍ଘ ସମୟ ପରେ ତାଙ୍କୁ ଅନ୍ୟ ଏକ ଟ୍ରେନରୁ ଆହତ ଅବସ୍ଥାରେ ଠାବ କରାଯାଇଥିବା ନେଇ ଜାତୀୟ ଗଣମାଧ୍ୟମର ଖବର ପ୍ରସାରିତ ହେବା ପରେ ପ୍ରତିକ୍ରିୟା…
ତାଜା ଖବର ଦେଶ ରାଜ୍ୟ ଦୀଘାରେ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଲାଗିଲା ସ୍ଥାୟୀ ଜଗନ୍ନାଥ ଧାମ ହୋର୍ଡିଂ May 6, 2025 Papirani ପଶ୍ଚିମବଙ୍ଗ ଦୀଘା ଜଗନ୍ନାଥ ମନ୍ଦିର ଆଗରେ ପୁଣି ସ୍ଥାୟୀ ଜଗନ୍ନାଥ ଧାମ ହୋର୍ଡିଂ ଲଗାଇଛନ୍ତି ପଶ୍ଚିମବଙ୍ଗ ସରକାର। ଦୀଘା ମନ୍ଦିର ସାମ୍ନାରେ ପୁଣି ଲାଗିଛି ଜଗନ୍ନାଥ ଧାମ ଲେଖାଥିବା ବଡ଼ ହୋର୍ଡିଂ। ରାତାରାତି ହୋର୍ଡିଂ ଲଗାଇଲା ପଶ୍ଚିମବଙ୍ଗ ପ୍ରଶାସନ । ବିଭିନ୍ନ…