ତାଜା ଖବର ଦେଶ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ February 25, 2025 Papirani ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ମିଳିଲା ଆଜୀବନ କାରାଦଣ୍ଡ । ୧୯୮୪ ଶିଖ୍ ବିରୋଧୀ ଦଙ୍ଗା ମାମଲାରେ ପୂର୍ବତନ ସାଂସଦ ସଜ୍ଜନ କୁମାରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଦଣ୍ଡାଦେଶ ଶୁଣାଇଛନ୍ତି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟ । ୨୦୧୮ରେ ସଜ୍ଜନଙ୍କୁ…
ତାଜା ଖବର ଦେଶ ଦିଲ୍ଲୀ ବିଧାନସଭାରେ CAG ରିପୋର୍ଟ ଆଗତ; ୨୨ ଆପ୍ ବିଧାୟକ ନିଲମ୍ବିତ February 25, 2025 Papirani ଆଜି ହେଉଛି ଦିଲ୍ଲୀ ବିଧାନସଭାର ବିଶେଷ ଅଧିବେଶନର ଦ୍ୱିତୀୟ ଦିନ । ଶାସକ ବିଜେପି ସରକାର ଆଜି ଗୃହରେ ସିଏଜି ରିପୋର୍ଟ ଦାଖଲ କରିଛନ୍ତି । ରେଖା ଗୁପ୍ତା ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିବା ପରେ ଗତକାଲିଠାରୁ ବିଧାନସଭା ଅଧିବେଶନ ଆରମ୍ଭ…
ଦେଶ କୃଷକଙ୍କୁ ପିଏମ୍ କିଷାନ ଟଙ୍କା ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ମୋଦି February 24, 2025 Nirvay ‘ପିଏମ୍ କିଷାନ ସମ୍ମାନ ନିଧି’ ଯୋଜନାର ୬ ବର୍ଷ ପୂର୍ତ୍ତି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର ଭାଗଲପୁରଠାରେ ଦେଶବ୍ୟାପୀ ୯ କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପିଏମ୍-କିଷାନ ସହାୟତା ଯୋଜନାରେ ୧୯ତମ କିସ୍ତିରେ ୨୨ ହଜାର କୋଟି…
ଦେଶ ରାଜ୍ୟ କାଶୀ-ତାମିଲ୍ ସଙ୍ଗମ ୩.୦ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ February 24, 2025 Nirvay ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବାରାଣାସୀ ଠାରେ ଆୟୋଜିତ କାଶୀ-ତାମିଲ ସଙ୍ଗମ ୩.୦ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ, କାଶୀ-ତାମିଲ୍ ସଙ୍ଗମ ହେଉଛି ଦେଶର ସାଂସ୍କୃତିକ ଐତିହ୍ୟ ଓ ଏକତାର ଅନନ୍ୟ ନିଦର୍ଶନ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,…
ଦେଶ ମୋଦୀ କି ଯୋଗୀ ନୁହଁନ୍ତି, ଆସ୍ଥା ଟାଣିଛି ମହାକୁମ୍ଭକୁ February 24, 2025 Papirani ପ୍ରୟାଗରାଜରୁ ନବୀନ ଦାସ : ମହିଳା ଜଣଙ୍କର ବୟସ ୫୫ ଉପରେ ହେବ। ସାଙ୍ଗରେ ୧୦ / ୧୨ ବର୍ଷର ପୁଅ । ଆଉ କେତେଜଣ ମହିଳା ଓ ପୁରୁଷ ବି ଅଛନ୍ତି ତାଙ୍କ ସହ । ସେମାନଙ୍କର ଘର ରାଜସ୍ଥାନର…
ଖେଳ ଦେଶ ଚାମ୍ପିଅନ୍ସ ଟ୍ରଫି: ଦୁବାଇରେ ଭାରତର ‘ବିରାଟ’ ବିଜୟ February 24, 2025 Nirvay ଦୁବାଇରେ ଅନୁଷ୍ଠିତ ଚାମ୍ପିଅନ୍ସ ଟ୍ରଫିର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ୬ ଉଇକେଟରେ ପରାସ୍ତ କରି ବିଜୟ ପତାକା ଉଡାଇଛି ଭାରତୀୟ ଟିମ୍ । ବିରାଟ କୋହଲି ୫୧ତମ ଦିନିକିଆ ଶତକ (୧୦୦*) ହାସଲ କରିବା ସହ ଦ୍ରୁତତମ…
ତାଜା ଖବର ଦେଶ ମୋଟାପଣ ସମସ୍ୟା ଦୂର ପାଇଁ ଯୁବପିଢୀଙ୍କୁ ସ୍ୱାସ୍ଥ୍ୟମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ February 23, 2025 Papirani ଆଜି ମନ କି ବାତରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ଯୁବପିଢୀଙ୍କୁ ସ୍ୱାସ୍ଥ୍ୟମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି ଏବେ ଯୁବପିଢିଙ୍କ ଭିତରେ ମୋଟାପଣ ଏକ ବଡ଼ ସମସ୍ୟା ହେଲାଣି । ଏକ…
ତାଜା ଖବର ଦେଶ ଭାରତର AIକୁ ସବୁଠି ମିଳିଛି ପ୍ରଶଂସା: ମୋଦି February 23, 2025 Papirani ଭାରତକୁ ବିଜ୍ଞାନ ଓ ମହାକାଶ ଛଡ଼ା AIରେ ମଧ୍ୟ ସଫଳତା ମିଳିଛି ବୋଲି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ଜରିଆରେ ଦେଶକୁ ସମ୍ବୋଧିତ କରି କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଇସ୍ରୋ ଓ…
ତାଜା ଖବର ଦେଶ ହିମାଚଳ ପ୍ରଦେଶରେ ଭୂମିକମ୍ପ ଝଟକା February 23, 2025 Papirani ଗତ କିଛି ଦିନ ହେବ ଭାରତର ବିଭିନ୍ନ ସ୍ଥାନରେ ଲଗାତାର ଭୂମିକମ୍ପ ଅନୁଭୂତ ହେଉଛି । ଆଜି ହିମାଚଳ ପ୍ରଦେଶ ମଣ୍ଡିରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ହିମାଚଳ ପ୍ରଦେଶର ମଣ୍ଡିରେ ରବିବାର ସକାଳ ୮ଟା ୪୨ମିନିଟରେ ଭୂମିକମ୍ପ ଝଟକା…
ଦେଶ ରାଜ୍ୟ ଶକ୍ତିକାନ୍ତ ଦାସ ହେଲେ ପ୍ରଧାନମନ୍ତ୍ରୀଙ୍କ ଦ୍ୱିତୀୟ ପ୍ରମୁଖ ସଚିବ February 22, 2025 Nirvay ଅବସରପ୍ରାପ୍ତ ଆଇଏଏସ ଅଫିସର ତଥା ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପ୍ରମୁଖ ସଚିବ ଭାବେ କେନ୍ଦ୍ର କ୍ୟାବିନେଟ ଆପଏଣ୍ଟମେଣ୍ଟ କମିଟି ଶକ୍ତିକାନ୍ତ ଦାସଙ୍କୁ ନିଯୁକ୍ତି ଦେଇଛନ୍ତି ।…