Category: ଦେଶ

‘ଅପରେସନ୍‌ ସିନ୍ଦୂର’କୁ ନେଇ ସଂସଦରେ ହେବ ୧୬ ଘଣ୍ଟାର ବିତର୍କ

ଅପରେସନ ସିନ୍ଦୂରକୁ ନେଇ ସଂସଦ ଗୃହରେ ୧୬ ଘଣ୍ଟା ଆଲୋଚନା ହେବ ।ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ବିରୋଧରେ ଭାରତ କରିଥିବା ‘ଅପରେସନ ସିନ୍ଦୂର’କୁ ନେଇ ସଂସଦରେ ହେବ ବିତର୍କ । ଅପରେସନ ସିନ୍ଦୂର ଓ ପହଲଗାମ ନରସଂହାର ଉପରେ ବିରୋଧୀଦଳ ଗୁଡ଼ିକର…

ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ

ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଇଲେକ୍ଟୋରାଲ କଲେଜ୍‍ ପ୍ରସ୍ତୁତି ଓ ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ପାଇଁ ପ୍ରକ୍ରିୟା…

ଅଷ୍ଟମ ଶ୍ରେଣୀ ବହିରୁ ପାଇକ ବିଦ୍ରୋହ ବାଦ୍‌, ସ୍ପଷ୍ଟୀକରଣ ଦେଲା ଏନସିଇଆରଟି

ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି) ଦ୍ୱାରା ପ୍ରସ୍ତୁତ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକରୁ ‘ପାଇକ ବିଦ୍ରୋହ’ ବିଷୟକୁ ବାଦ୍‌ ପଡିବା ଘଟଣାର ସ୍ପଷ୍ଟୀକରଣ ରଖିଛି ଏନ୍‌ସିଇଆର୍‌ଟି । ଆସନ୍ତା ସେପ୍‌ଟେମ୍ବର-ଅକ୍ଟୋବରରେ ପ୍ରକାଶିତ ହେବାକୁ ଥିବା ସାମାଜିକ…

ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫା ମଞ୍ଜୁର

ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫା ମଞ୍ଜୁର । ଉପରାଷ୍ଟ୍ରପତିଙ୍କ ଇସ୍ତଫା ଗ୍ରହଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗତକାଲି ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ଼। ଯାହାକୁ ରାଷ୍ଟ୍ରପତି ସମ୍ବିଧାନର ଅନୁଚ୍ଛେଦ ୬୭(ଏ) ଆଧାରରେ…

ସିବିଏସଇର ବଡ଼ ନିଷ୍ପତ୍ତି; ସ୍କୁଲରେ ସିସିଟିଭି କ୍ୟାମେରା ଲଗାଇବା ବାଧ୍ୟତାମୂଳକ

ଛାତ୍ର ଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବଡ଼ ପଦକ୍ଷେପ ନେଇଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସବସେ) । ବୋର୍ଡ ପକ୍ଷରୁ ତା’ର ନିୟମରେ କିଛି ସଂଶୋଧନ କରି ସ୍କୁଲଗୁଡ଼ିକରେ ରିୟଲ ଟାଇମ, ଅଡିଓ ଏବଂ ଭିଡିଓ ରେକର୍ଡିଂ ସହିତ କ୍ୟାମେରା…

ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଜଗଦୀପ ଧନଖଡ଼

ଜଗଦୀପ ଧନଖଡ଼ ଆଜି ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି । କୁହାଯାଉଛି ଯେ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ସେ ଇସ୍ତଫା ଦେଇଛନ୍ତି । ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ନିକଟକୁ ଜଗଦୀପ ଧନଖଡ଼ ଇସ୍ତଫା ପତ୍ର ପଠାଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ରରେ…

କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି.ଏସ୍‌ ଅଚ୍ୟୁତାନନ୍ଦନଙ୍କ ପରଲୋକ

କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି.ଏସ୍‌ ଅଚ୍ୟୁତାନନ୍ଦନଙ୍କ ପରଲୋକ । ୧୦୧ ବର୍ଷ ବୟସରେ ଆଖି ବୁଜିଲେ ଭି.ଏସ୍‌ ଅଚ୍ୟୁତାନନ୍ଦନ । ଏ ନେଇ ସିପିଆଇ(ଏମ) ପକ୍ଷରୁ ସୂଚନା ମିଳିଛି । ଅଚ୍ୟୁତାନନ୍ଦନ ଦୀର୍ଘ ସମୟ ଧରି ରୋଗାଗ୍ରସ୍ତ ରହିଥିଲେ । ୨୩…

ପୋଲିସ ଇନ୍‌ଫର୍ମର ସନ୍ଦେହରେ ୨ ଗ୍ରାମବାସୀଙ୍କୁ ହତ୍ୟା

ଛତିଶଗଡ଼ ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ । ୨ ଜଣଙ୍କୁ ହାଣି ହତ୍ୟା କଲେ ମାଓବାଦୀ । ପୋଲିସ ଇନ୍‌ଫର୍ମର ସନ୍ଦେହରେ ୨ ଗ୍ରାମବାସୀଙ୍କୁ ଅତି ନିର୍ମମ ହତ୍ୟା କଲେ ମାଓବାଦୀ। ଦୁଇ ମୃତକ ଛୁଟବାଇ ଗାଁର ଯୋଗା କୱାସୀ ଓ…

ବିହାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି; କଲେ ଅନେକ ପ୍ରକଳ୍ପର ଉଦଘାଟନ

ବିହାରରେ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କୁ ସ୍ବାଗତ ପାଇଁ ବ୍ୟାପକ ଆୟୋଜନ ସହିତ ତାଙ୍କ ବର୍ଷିଲା ଫୁଲ ବର୍ଷା କରାଯାଇଛି । ଆଜି ପ୍ରଧାନମନ୍ତ୍ରୀ ମୋଦି ପୂର୍ବ ଚମ୍ପାରଣ ଜିଲ୍ଲାର ମୋତିହାରୀରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି ଏବଂ ୭୦୦୦…

ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ପୁଅ ଗିରଫ

ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ପୁଅ ଚୈତନ୍ୟ ବଘେଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ଅବକାରୀ ଦୁର୍ନୀତି ମାମଲାରେ ଗିରଫ କରିଛି । ଚୈତନ୍ୟ ବାଘେଲଙ୍କ ନାଁରେ କୋଟିକୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ, ମଦ…