Category: ଦେଶ

Kerala’s municipal corporations get new mayors: କେରଳରେ ବିଜେପିର ପ୍ରଥମ ମେୟର ହେଲେ ଭିଭି ରାଜେଶ

କେରଳରେ ବିଜେପିର ପ୍ରଥମ ମେୟର ହେଲେ ଭିଭି ରାଜେଶ । ନଗର ନିଗମରେ ନବନିର୍ବାଚିତ ବିଜେପି କର୍ପୋରେଟର ଏବଂ ପାର୍ଟିର ଜିଲ୍ଲା ନେତାଙ୍କ ବୈଠକରେ ଭିଭି ରାଜେଶଙ୍କୁ ମେୟର ଘୋଷଣା କରାଯାଇଛି । ଭିଭି ରାଜେଶ କେରଳ ବିଜେପିର ସମ୍ପାଦକ ଅଛନ୍ତି…

Constitution In Santhali Language: ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କଲେ ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ ଏହା ସମସ୍ତ ସାନ୍ତାଳୀ ଲୋକଙ୍କ ପାଇଁ ଗର୍ବ ଏବଂ ଖୁସିର ବିଷୟ। ଭାରତର…

Atal Bihari’s 101st Birthday: ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ମୋଦି

ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ ତମ ଜୟନ୍ତୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଜୟ ଘାଟରେ ବାଜପେୟୀଙ୍କ ସମାଧି ‘ସଦୈବ ଅଟଳ’ ରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଉପରାଷ୍ଟ୍ରପତି…

Merry Christmas: ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚରେ ପ୍ରାର୍ଥନା ସଭାରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚ ପରିଦର୍ଶନ କରି ପ୍ରାର୍ଥନା ସଭାରେ ଅଂଶଗ୍ରହଣ କରିଛନ୍ତି ଏବଂ ଲୋକମାନଙ୍କୁ ବଡ଼ଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଚର୍ଚ୍ଚରେ ଦେଶବାସୀଙ୍କ ମଙ୍ଗଳ ଉଦ୍ଦେଶ୍ୟରେ ପ୍ରାର୍ଥନା କରିଛନ୍ତି…

Karnataka Bus Accident: ଚିତ୍ରାଦୁର୍ଗ ଜିଲ୍ଲାରେ ଜଳିଗଲା ବସ୍, ୧୦ ଯାତ୍ରୀ ଜୀବନ୍ତ ଦଗ୍ଧ

ଚିତ୍ରାଦୁର୍ଗ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଘରୋଇ ସ୍ଲିପର ବସ୍ ଏକ ଟ୍ରକ୍ ସହିତ ଧକ୍କା ହେବା ଦ୍ୱାରା ବସ୍‌ଟି ଜଳି ଯାଇଛି । ବସ୍‌ରେ ନିଆଁ ଲାଗି ଯାଇ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ବସର…

Blue Bird Block2: ମହାକାଶକୁ ଗଲା ବ୍ଲୁ ବର୍ଡ ବ୍ଲକ-2 ସାଟେଲାଇଟ୍

ମହାକାଶରେ ଇତିହାସ ରଚିଲା ଭାରତର ‘ବାହୁବଳୀ’ ରକେଟ୍ । ଇସ୍ରୋର ‘ବାହୁବଳୀ’ ରକେଟ୍, LVM-3, ଆମେରିକୀୟ ଉପଗ୍ରହ ବ୍ଲୁବାର୍ଡ ବ୍ଲକ-୨କୁ ମହାକାଶକୁ ଉତକ୍ଷେପଣ କରିଛି।ଇସ୍ରୋ ସତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ଏହି ମିଶନକୁ ଉତକ୍ଷେପଣ କରିଛି। ସକାଳ ୮ଟା ୫୪ରେ ଉତକ୍ଷେପଣ…

BJP Got Donations: ଦାନ ଆକାରରେ ୬ହଜାର କୋଟିରୁ ଅଧିକ ପାଇଛି ଭାଜପା

ଦେଶର ସମସ୍ତ ରାଜନୈତିକ ଦଳ ୨୦୨୪-୨୫ ଆର୍ଥିକ ବର୍ଷରେ ଦାନସୂତ୍ରରେ ପାଇଥିବା ଅର୍ଥର ବିବରଣୀ ନିର୍ବାଚନ କମିଶନ ନିକଟରେ ସେୟାର କରିଛନ୍ତି । ନିର୍ବାଚନ କମିଶନର ୱେବସାଇଟ୍‌ ଉପଲବ୍ଧ ତଥ୍ୟ ଅନୁଯାୟୀ, ଲୋକସଭା ଏବଂ ବହୁ ବିଧାନନସଭା ନିର୍ବାଚନର ମୂଳସାକ୍ଷୀ ବନିଥିବା…

Train Fare Hike: ଡିସେମ୍ବର ୨୬ରୁ ବଢ଼ିବ ଟ୍ରେନ ଭଡ଼ା

ଭାରତୀୟ ରେଳବାଇ ରେଳ ଯାତ୍ରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି। ଡିସେମ୍ବର ୨୬ ତାରିଖରୁ ରେଳବାଇ ଭଡ଼ା ବୃଦ୍ଧି ଲାଗୁ କରିବା ସହିତ ଟ୍ରେନ୍ ଯାତ୍ରା ମହଙ୍ଗା ହେବାକୁ ଯାଉଛି। ଏହି ନିଷ୍ପତ୍ତି ଦେଶର ଲକ୍ଷ ଲକ୍ଷ ଯାତ୍ରୀଙ୍କୁ ପ୍ରଭାବିତ…

Statue of Equality: ହାଇଦ୍ରାବାଦ ସ୍ଥିତ ‘ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି’ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ହାଇଦ୍ରାବାଦର ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି ପରିଦର୍ଶନ କରିଛନ୍ତି ଏବଂ ଜଗଦଗୁରୁ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କୁ ଆଶୀର୍ବାଦ ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ…

PM Modi In West Bengal: କୋଲକାତାରେ ଘନ କୁହୁଡ଼ି ପାଇଁ ଅବତରଣ କରିପାରିଲାନି ପ୍ରଧାନମନ୍ତ୍ରୀ ମୋଦିଙ୍କ ହେଲିକପ୍ଟର

ଘନ କୁହୁଡି କାରଣରୁ ପଶ୍ଚିମବଙ୍ଗର ତାହେରପୁରରେ ଅବତରଣ କରିପାରିଲାନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର । ପଶ୍ଚିମବଙ୍ଗ ନଦିଆର ତାହେରପୁରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମ ରହିଥିଲା । କୋଲକତା ଏୟାରପୋର୍ଟରେ ମୋଦିଙ୍କ ବିମାନ ଅବତରଣ କରିବା ପରେ ହେଲିକପ୍ଟର ଯୋଗେ ତାହେରପୁରଙ୍କ…