ତାଜା ଖବର ଦେଶ ସଫଳ ହେଲାନି ସାଟେଲାଇଟ୍ EOS-09ର ଉତ୍କ୍ଷେପଣ May 18, 2025 Papirani ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏହାର ୧୦୧ତମ ଐତିହାସିକ ପ୍ରକ୍ଷେପଣ ସମୟରେ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ସଫଳ ହେଲାନି ସାଟେଲାଇଟ୍ EOS-09ର ଉତ୍କ୍ଷେପଣ। ଇସ୍ରୋ ରବିବାର PSLV-C61 ରକେଟ୍ ସାହାଯ୍ୟରେ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହକୁ ଉତ୍କ୍ଷେପଣ କରିପାରିଲା…
ଦେଶ ଅସ୍ତ୍ରଶସ୍ତ୍ର କିଣିବାକୁ ପ୍ରତିରକ୍ଷା ବାହିନୀକୁ ୪୦ ହଜାର କୋଟିର ସହାୟତା ଘୋଷଣା May 17, 2025 Nirvay ଏଣିକି ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର କ୍ରୟ ପାଇଁ ପ୍ରତିରକ୍ଷା ବାହିନୀକୁ ମିଳିଲା ଜରୁରୀ କ୍ଷମତା । ଅସ୍ତ୍ରଶସ୍ତ୍ର କିଣିବାକୁ ୪୦ ହଜାର କୋଟିର ବଡ଼ ସହାୟତା ମିଳିବ । ଉଚ୍ଚସ୍ତରୀୟ ଅଧିକାରୀଙ୍କ ଉପସ୍ଥିତିରେ DAC…
ଦେଶ ରାଜ୍ୟ ଅପରେସନ ସିନ୍ଦୂରରେ ଓଡ଼ିଶା ଡ୍ରୋନ୍ ର ସଫଳତା ପାଇଁ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଲେ May 17, 2025 Nirvay ଅପରେସନ ସିନ୍ଦୂରରେ ବ୍ୟବହାର ହୋଇଥିଲା ଓଡ଼ିଶା ନିର୍ମିତ ଡ୍ରୋନ । ସମ୍ପୂର୍ଣ୍ଣ ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ଡ୍ରୋନ ଅପରେସନ ସିନ୍ଦୂରରେ ଭ୍ୟାଲିରେ ଥିବା ଯବାନମାନଙ୍କୁ ବହୁ ମାତ୍ରାରେ ସାହାଯ୍ୟ କରିଥିଲା । ଓଡିଶା ମାଟିରେ ପ୍ରସ୍ତୁତ ଡ୍ରୋନ ଅପରେସନ…
ଦେଶ ରାଜ୍ୟ ପୁଣି ବିବାଦ ବଢ଼ାଇଲା ଇସ୍କନ; ଆସନ୍ତାକାଲି ଲଣ୍ଡନରେ ଅଦିନିଆ ରଥଯାତ୍ରା May 17, 2025 Nirvay ପୁଣି ଇସ୍କନର ମନମାନି । ଇସ୍କନ ପକ୍ଷରୁ ପୁଣିଥରେ ନିୟମର ଉଲ୍ଲଘଂନ କରାଯାଇ ଅଦିନିଆ ରଥଯାତ୍ରା ଆୟୋଜନ କରାଯାଉଛି । ଆସନ୍ତାକାଲି ଇସ୍କନ ଲଣ୍ଡନରେ ଅଦିନିଆ ରଥଯାତ୍ରା ଆୟୋଜନ କରିବାଜୁ ଯାଉଛି । ଇସ୍କନ ଅନୁଗାମୀ ଓ ଜଗନ୍ନାଥ ପ୍ରେମୀ ଯୋଗ…
ଦେଶ ବିଶ୍ୱ ପାକିସ୍ତାନକୁ ଗୁପ୍ତ ତଥ୍ୟ ପ୍ରଦାନ କରିବା ଅଭିଯୋଗରେ ମହିଳା ୟୁଟ୍ୟୁବର ଗିରଫ May 17, 2025 Nirvay ପାକିସ୍ତାନକୁ ଗୁପ୍ତ ଭାରତୀୟ ସାମରିକ ସୂଚନା ପଠାଇବା ଅଭିଯୋଗରେ ହରିୟାଣାର ଲୋକପ୍ରିୟ ମହିଳା ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ଗିରଫ କରାଯାଇଛି । ପାକିସ୍ତାନୀ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବେଦନଶୀଳ ସୂଚନା ପ୍ରଦାନ କରିବା ଅଭିଯୋଗରେ ଟ୍ରାଭେଲ ବ୍ଲଗର ଜ୍ୟୋତିଙ୍କ ସମେତ ଛଅ ଜଣ ଭାରତୀୟ…
ଦେଶ ବିଶ୍ୱ ପାକିସ୍ତାନର ଅସଲ ମୁଖା ଖୋଲିବାକୁ ବିଦେଶ ଯିବେ ସର୍ବଦଳୀୟ ପ୍ରତିନିଧି ଦଳ May 17, 2025 Nirvay ବିଶ୍ୱ ସ୍ତରରେ ପାକିସ୍ତାନକୁ ଘେରିବ ଭାରତ । ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳ ବାର୍ତ୍ତା ସହ ଅପରେସନ ସିନ୍ଦୂରର ସତ ସମଗ୍ର ବିଶ୍ୱକୁ ଅବଗତ କରିବା ପାଇଁ ସାରା ବିଶ୍ୱ ବୁଲିବେ ଭାରତର ସାଂସଦ । ଆତଙ୍କବାଦ ବିରୋଧୀ ବାର୍ତ୍ତା ବାଣ୍ଟିବା…
ଦେଶ ରାଜ୍ୟ ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସକୁ ପଥର ମାଡ଼ May 17, 2025 Nirvay ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସ୍ ଟ୍ରେନକୁ ପଥର ମାଡ଼ ହୋଇଛି । ଶନିବାର ସକାଳ ସମୟରେ ରେଙ୍ଗାଲି ଓ ଝାରସୁଗୁଡ଼ା ଷ୍ଟେସନ ମଧ୍ୟରେ ଟ୍ରେନର ଏସି ବଗି ବି-୭ର ସିଟ୍ ନମ୍ବର ୧୫ ପାଖ ଝରକାକୁ ପଥର ମାଡ଼ ହୋଇ ଟ୍ରେନ୍ କାଚ…
ଖେଳ ଦେଶ କ୍ୟାରିଅର୍ର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଇତିହାସ ରଚିଲେ ଗୋଲଡେନ ବୟ ନୀରଜ ଚୋପ୍ରା May 17, 2025 Nirvay କ୍ୟାରିଅର୍ର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଇତିହାସ ରଚିଛନ୍ତି ଗୋଲଡେନ ବୟ ନୀରଜ ଚୋପ୍ରା । ନିଜ ରେକର୍ଡ ଭାଙ୍ଗିଲେ ନୀରଜ । ଦୋହା ଡାଇମଣ୍ଡ ଲିଗ୍ରେ ୯୦.୨୩ ମିଟର୍ ଜାଭେଲିନ୍ ଥ୍ରୋ’ କରି କ୍ୟାରିଅର୍ର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ଦୁଇଥରର ଅଲିମ୍ପିକ୍ସ…
ତାଜା ଖବର ଦେଶ ଆତଙ୍କବାଦୀ ମସୁଦ ଅଜହର ପରିବାରକୁ ମିଳିବ ୧୪ କୋଟି ସହାୟକ ରାଶି May 16, 2025 Papirani ଅପରେସନ ସିନ୍ଦୂର ପରେ ପାକିସ୍ତାନର ମଲମ। ପୁଣି ଖୋଲିଲା ଆତଙ୍କୀସ୍ତାନର ପ୍ରକୃତ ମୁଖା । ଭାରତର ଆକ୍ରମଣ ଲାଗି ମିଳିବ କ୍ଷତିପୂରଣ । ଆତଙ୍କବାଦୀଙ୍କୁ ଦେବ ବିପୁଳ ଅର୍ଥ ପୁରସ୍କାର । ମସୁଦ ଅଜହର ପରିବାରକୁ ମିଳିବ ୧୪ କୋଟି ।…
ତାଜା ଖବର ଦେଶ ଆତଙ୍କୀ ଲଢ଼େଇ ଥିଲା ଟ୍ରେଲର, ଏବେ ଫିଲ୍ମ ବାକି ଅଛି: ରାଜନାଥ ସିଂହ May 16, 2025 Papirani ଗୁଜରାଟ ଭୁଜ୍ରେ ଯୋଦ୍ଧାଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ। ଭୁଜ୍ ଏୟାରବେସ୍ରେ ବାୟୁସେନା ଯୋଦ୍ଧାଙ୍କୁ ଭେଟି କଥାବାର୍ତ୍ତା ହୋଇଛନ୍ତି ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।ବାୟୁସେନା ଯୋଦ୍ଧାଙ୍କ ସହିତ କଥା ହୋଇ ବୀରତ୍ବକୁ ସଲାମ କରିଥିଲେ । ଭୁଜ୍ ଏୟାରବେସ୍କୁ ଉଡ଼ାଇଥିବା…