ଦେଶ ଆସନ୍ତାକାଲିଠୁ ଆରମ୍ଭ ହେବ ଜିଏସଟି ବଚତ୍ ଉତ୍ସବ: ପ୍ରଧାନମନ୍ତ୍ରୀ ମୋଦି September 21, 2025 Nirvay ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଶକ୍ତି ଉପାସନାର ପର୍ବ ନବରାତ୍ରି ଆରମ୍ଭରେ ସମସ୍ତ ନାଗରିକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ମୋଦି କହିଛନ୍ତି ଯେ ନବରାତ୍ରିର ପ୍ରଥମ ଦିନରୁ ଦେଶ ଆତ୍ମନିର୍ଭର ଭାରତ…
ତାଜା ଖବର ଦେଶ ବିଶ୍ୱ ଟାରିଫ ପରେ ମହଙ୍ଗା ହେଲା H-1B ଭିସା September 20, 2025 Papirani ଆମେରିକାରେ ଭିସା ନିୟମରେ ବଡ଼ ପରିବର୍ତ୍ତନ । ଟାରିଫ୍ ପରେ ଏବେ H-1B ଭିସାକୁ ନେଇ ଟ୍ରମ୍ପଙ୍କ ବଡ଼ ପ୍ରହାର । ଏଣିକି H-1B ଭିସା ପାଇଁ ପଡ଼ିବ ୮୮ଲକ୍ଷ ଟଙ୍କା । H-1B ଭିସା ଆବେଦନ ପାଇଁ ବାର୍ଷିକ ୮୮…
ତାଜା ଖବର ଦେଶ ରାଜନୀତି ଭୋଟ ଚୋର ମାନଙ୍କୁ ସୁରକ୍ଷା ଦେଉଛନ୍ତି ମୁଖ୍ୟ ନିର୍ବାଚନ କମିଶନର: ରାହୁଲ ଗାନ୍ଧୀ September 18, 2025 Papirani ନିର୍ବାଚନ ଆୟୋଗ ଉପରେ ଭୋଟ୍ ଚୋରି ନେଇ ଟାର୍ଗେଟ କରିଛନ୍ତି କଂଗ୍ରେସ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ସାମ୍ୱାଦିକ ସମ୍ମିଳନୀରେ ଇସିଆଇଙ୍କ ବିରୋଧରେ ଆଉ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ରାହୁଲ ଗାନ୍ଧୀ। ଭୋଟରକୁ ବେଆଇନ…
ତାଜା ଖବର ଦେଶ ବିଶ୍ବ ଆଥଲେଟିକ୍ସ ଚାମ୍ପିଅନସିପ ଫାଇନାଲରେ ଭାରତର ନୀରଜ ଚୋପ୍ରା September 17, 2025 Papirani ଟୋକିଓରେ ଚାଲୁଥିବା ବିଶ୍ୱ ଆଥଲେିଟକ୍ସ ଚାମ୍ପିଅନସିପ ଫାଇନାଲରେ ଭାରତର ଗୋଲଡେନ୍ ବୟ ନୀରଜ ଚୋପ୍ରା ଫାଇନାଲ । ବୁଧବାର ଖେଳାଯାଇଥିବା ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ରାଉଣ୍ଡରେ ୮୪.୮୫ ମିଟର ପର୍ଯ୍ୟନ୍ତ ଜାଭଲିନ୍ ପକାଇ ଫାଇନାଲକୁ ପ୍ରବେଶ କରିଛନ୍ତି । ଫାଇନାଲରେ ପ୍ରବେଶ…
ତାଜା ଖବର ଦେଶ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ତମ ଜନ୍ମଦିନ; ଚାରିଆଡୁ ଆସିଲା ଶୁଭେଚ୍ଛାର ବାର୍ତ୍ତା September 17, 2025 Papirani ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୭୫ ବର୍ଷ ବୟସରେ ପାଦ ଦେଇଛନ୍ତି। ୧୭ ସେପ୍ଟେମ୍ବର ୧୯୫୦ରେ ଗୁଜରାଟର ମେହସାଣା ସହରରେ ଜନ୍ମଗ୍ରହଣ କରିଥିବା ନରେନ୍ଦ୍ର ଦାମୋଦର ଦାସ ମୋଦୀ ଲଗାତାର ତିନି ଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ…
ଖେଳ ତାଜା ଖବର ଦେଶ ପିସିବି ଆବେଦନକୁ ଖାରଜ କଲା ଆଇସିସି September 16, 2025 Papirani ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଆବେଦନକୁ ଖାରଜ କଲା ଆଇସିସି । ନୋ ହ୍ୟାଣ୍ଡସେକ’ ବିବାଦକୁ ନେଇ ଆଇସିସିର ଦ୍ୱାରସ୍ଥ ହୋଇଥିଲା ପାକିସ୍ତାନ । ମ୍ୟାଚ୍ ରେଫେରୀ ଆଣ୍ଡି ପାଇକ୍ରଫ୍ଟଙ୍କୁ ହଟାଇବା ଅନୁରୋଧକୁ ପ୍ରତ୍ୟାଖ୍ୟାନ । ଏସୀୟ କ୍ରିକେଟ କାଉନ୍ସିଲ୍ ଏହି…
ତାଜା ଖବର ଦେଶ ୧୬କୁ ଘୁଞ୍ଚିଲା ଇନକମ୍ ଟ୍ୟାକ୍ସ ଫାଇଲିଂ September 16, 2025 Papirani ଘୁଞ୍ଚିଲା ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ (ITR) ଦାଖଲ କରିବାର ଶେଷ ତାରିଖ । ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲର ଅବଧି ବଢ଼ାଇଛନ୍ତି କେନ୍ଦ୍ର ସରକାର। ୧୫ ସେପ୍ଟେମ୍ୱର ଯାଏ ଥିବା ସାଧାରଣ ଟିକସଦାତାଙ୍କ ଅବଧିକୁ ଗୋଟିଏ ଦିନ ଅଥାତ ସେପ୍ଟେମ୍ୱର ୧୬କୁ…
ଦେଶ ରାଜ୍ୟ ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ଆବାସ ଦିବସ ପାଳନ କରିବେ ରାଜ୍ୟ ସରକାର September 15, 2025 Nirvay ମୋଦିଙ୍କ ଜନ୍ମଦିନ ଉପଲକ୍ଷେ ଆବାସ ଦିବସ ପାଳନ କରିବେ ରାଜ୍ୟ ସରକାର । ପ୍ରତି ଜିଲ୍ଲା, ପୌରସଂସ୍ଥାରେ ଆୟୋଜନ ହେବ ପ୍ରଧାନମନ୍ତ୍ରୀ ଆବାସ ମେଳା । ଏନେଇ ସବୁ ଜିଲ୍ଲାପାଳଙ୍କୁ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଚିଠି ଲେଖିଛନ୍ତି…
ତାଜା ଖବର ଦେଶ ଝାଡ଼ଖଣ୍ଡରରେ ୩ କୁଖ୍ୟାତ ନକ୍ସଲ ନେତା ନିହତ September 15, 2025 Papirani ଝାଡ଼ଖଣ୍ଡରରେ ୩ କୁଖ୍ୟାତ ନକ୍ସଲ ନେତା ନିହତ । ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ନକ୍ସଲ ସହଦେବ ସୋରେନ, ରଘୁନାଥ ହେମ୍ବ୍ରମ ଓ ବୀରସେନ ଗଞ୍ଜୁର ମୃତ ହୋଇଛି । ହଜାରିବାଗର ଗୋରହର ଥାନା ଅଞ୍ଚଳରୁ ମୃତଦେହ…
ତାଜା ଖବର ଦେଶ ମନୋରଞ୍ଜନ ୨୫ ଘଣ୍ଟା ମଧ୍ୟରେ ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀଙ୍କ ଘରକୁ ଦୁଇଥର ଗୁଳିମାଡ଼ September 14, 2025 Papirani ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀଙ୍କ ଘର ଉପରକୁ ଦୁଇ ଦୁଇଥର ଗୁଳି ଚାଳନା ହୋଇଛି । ଉତ୍ତରପ୍ରଦେଶ ବରେଲୀ ସ୍ଥିତ ଘର ଉପରକୁ ୨୫ ଘଣ୍ଟା ମଧ୍ୟରେ ଦ୍ବିତୀୟ ଗୁଳିମାଡ଼ ହୋଇଛି ସୂଚନା । ସାମ୍ନାକୁ ଆସିଲା ସୁଟର୍ର ସ୍କେଚ୍ ।…