Category: ଦେଶ

ଦେଶର ପ୍ରାୟ ପ୍ରତ୍ୟେକ ଜିଲ୍ଲାରେ 5G ନେଟୱର୍କ ପହଞ୍ଚିସାରିଛି: ପ୍ରଧାନମନ୍ତ୍ରୀ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ଯଶୋଭୂମିରେ ଆୟୋଜିତ ଏସିଆର ସର୍ବବୃହତ ଟେଲିକମ, ମିଡିଆ ଓ ଟେକ୍ନୋଲୋଜି ଇଭେଣ୍ଟ ଇଣ୍ଡିଆ ମୋବାଇଲ କଂଗ୍ରେସ ୨୦୨୫ ରେ ଯୋଗ ଦେଇ ଟେଲିକମ୍ କ୍ଷେତ୍ରରେ ଭାରତର ସଫଳତା ମେକ୍ ଇନ୍ ଇଣ୍ଡିଆ ଏବଂ ଆତ୍ମନିର୍ଭରଶୀଳତାର…

ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ: ୩ ମୃତ

ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ ଜଙ୍ଗଲପାଡୁ ନିକଟ ମେଲିଆପୁଟି ମଣ୍ଡଳର ଗଙ୍ଗାରାଜୁପୁରମ ରାଜଯୋଗ ଗ୍ରାନାଇଟି ଖଣିରେ ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ। ଭୟଙ୍କର ବିସ୍ଫୋରଣରେ ୩ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଗୁରୁତର ହୋଇଛନ୍ତି । ମୃତ ଶ୍ରମିକମାନେ ରାଜ୍ୟ ବାହାରର ଅଟନ୍ତି ।…

ହିମାଚଳ ପ୍ରଦେଶରେ ଭୂସ୍ଖଳନ ପରେ ବସ୍ ଉପରେ ପଡ଼ିଲା ପଥର ଓ ମାଟି ଅତଡ଼ା: ମୃତ୍ୟୁସଂଖ୍ୟା ୧୮କୁ ବୃଦ୍ଧି

ହିମାଚଳ ପ୍ରଦେଶର ବିଳାସପୁର ଜିଲ୍ଲା ବଲ୍ଲୁ ବ୍ରିଜ୍ ନିକଟରେ ଭୂସ୍ଖଳନ ଫଳରେ ବସ୍ ଉପରେ ମାଟି ଅତଡା ଖସିବାରୁ ଏପର୍ଯ୍ୟନ୍ତ ୧୮ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି । ହିମାଚଳ ପ୍ରଦେଶର…

୨୦୨୫ ବର୍ଷ ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା

୨୦୨୫ ବର୍ଷ ପାଇଁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା ହୋଇଛି। ଜନ୍ କ୍ଲାର୍କ, ମିଶେଲ ଏଚ୍. ଡେଭୋରେଟ, ଜନ୍ ଏମ୍. ମାର୍ଟିନିସଙ୍କୁ ନୋବେଲ୍‌। ମାକ୍ରୋସ୍କୋପିକ କ୍ୱାଣ୍ଟମ ମେକାନିକାଲ ଟନେଲିଂ ଗବେଷଣା ପାଇଁ ପାଇବେ ଏହି ସମ୍ମାନଜନକ ନୋବେଲ ପୁରସ୍କାର। ୧୯୮୦ରୁ…

ସରକାରର ମୁଖ୍ୟ ଭାବରେ ୨୫ ବର୍ଷରେ ପଦାର୍ପଣ କଲେ ମୋଦି

ସରକାରର ମୁଖ୍ୟ ଭାବରେ ୨୫ବର୍ଷରେ ପଦାର୍ପଣ କଲେ ମୋଦି । ଏ ନେଇ ଆଜି ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରିଛନ୍ତି ମୋଦି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିଜ ପୁରୁଣା ଦିନକୁ ମନେ ପକାଇଛନ୍ତି ଯେତେବେଳେ ସେ ୨୦୦୧ ମସିହାରେ…

ବାଲେଶ୍ବରରେ କର୍ଫ୍ୟୁ ଖବର ମିଛ: ଏସ୍‌ପି

ବାଲେଶ୍ବରରେ କର୍ଫ୍ୟୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହା ଖବର ମିଛ ବୋଲି ସୂଚନା ଦେଲେ ବାଲେଶ୍ବର ଏସ୍‌ପି। ସେ କହିଛନ୍ତି କିଛି ଗଣମାଧ୍ୟମରେ ରାତ୍ରକାଳୀନ କର୍ଫ୍ୟୁ ଖବର ପ୍ରକାଶିତ ହୋଇଥିଲା । କିନ୍ତୁ ବାଲେଶ୍ବରରେ କୌଣସି ନାଇଟ କର୍ଫ୍ୟୁ…

ନଭେମ୍ବର ୬ ଓ ୧୧ରେ ବିହାର ନିର୍ବାଚନ 

ବିଧାନସଭା ନିର୍ବାଚନ ପାଇଁ ଆଜି ବାଜିଲା ବିଗୁଲ୍ ବାଜିଛି । ଭାରତୀୟ ନିର୍ବାଚନ ଆୟୋଗ ସୋମବାର ତାରିଖ ଘୋଷଣା କରିଛନ୍ତି । ନଭେମ୍ବର ୬ ଓ ୧୧ରେ ବିହାର ନିର୍ବାଚନ ହେବାକୁ ଯାଉଛି। ଦୁଇଟି ପର୍ଯ୍ୟାୟରେ ବିହାର ନିର୍ବାଚନ ଅନୁଷ୍ଠିତ ହେବ…

ପ୍ରଧାନ ବିଚାରପତି ବି.ଆର. ଗଭାଇଙ୍କୁ ଜୋତା ମାଡ଼ ଉଦ୍ୟମ

ସୁପ୍ରିମକୋର୍ଟ ପରିସରରେ ଆଜି ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଆଡ଼କୁ ଜୋତା ମାଡ଼ ଉଦ୍ୟମ ହୋଇଛି । ମୁଖ୍ୟ ବିଚାରପତିଙ୍କୁ ଜୋତା ଫିଙ୍ଗିଛନ୍ତି ଜଣେ ଓକିଲ ରାକେଶ କିଶୋର । CJI ଗଭାଇଙ୍କ ଏକ…

ମହିଳା ଦିନିକିଆ ବିଶ୍ୱକପ ରେ ପାକିସ୍ତାନକୁ ୮୮ ରନ୍‌ରେ ହରାଇଲା ଭାରତ

କଲମ୍ବୋର ଆର୍‌ ପ୍ରେମଦାସା ଷ୍ଟାଡିୟମ୍‌ରେ ଅନୁଷ୍ଠିତ ମହିଳା ଦିନିକିଆ ବିଶ୍ୱକପ୍‌ ୨୦୨୫ରେ ଭାରତୀୟ ମହିଳା କ୍ରିକେଟ୍‌ ଦଳ ପାକିସ୍ତାନକୁ ୮୮ ରନ୍‌ରେ ପରାସ୍ତ କରି ବିଜୟ ହାସଲ କରିଛି । ଭାରତ ପ୍ରଥମେ ବ୍ୟାଟିଂ କରି ୨୪୮ ରନ୍‌ର ଲକ୍ଷ୍ୟ ନିର୍ଦ୍ଧାରଣ…

ଦେଶରେ କଫ୍ ସିରପ୍ ଯୋଗୁଁ ଶିଶୁ ମୃତ୍ୟୁ ଘଟଣା; ଆଜି ଅପରାହ୍ଣ ୪ଟାରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କ ଜରୁରୀ ବୈଠକ

ଦେଶରେ କଫ୍ ସିରପ୍ ଯୋଗୁଁ ଶିଶୁ ମୃତ୍ୟୁ ଘଟଣାକୁ ନେଇ ତତ୍ପରତା ଦେଖାଇଛନ୍ତି କେନ୍ଦ୍ର ସରକାର । ଆଜି ଅପରାହ୍ନ ୪ଟାରେ ସବୁ ରାଜ୍ୟର ସ୍ବାସ୍ଥ୍ୟ ସଚିବ ଓ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବେ କେନ୍ଦ୍ର…