Category: ଦେଶ

ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରୀ

ଆଜି ପୁରୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ ସୋ’ । ଆଜି ସକାଳୁ ରାଜଭବନରୁ ପୁରୀ ଅଭିମୁଖେ ବାହାରି ପୁରୀରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ତାଳବଣିଆ ହେଲିପ୍ୟାଡରେ ସେ ନିର୍ଦ୍ଧାରିତ ସମୟ ପୂର୍ବରୁ ଅବତରଣ…

ଜନସଭାରେ ଭାଷଣ ନ ଦେଇ ଫେରିଲେ ରାହୁଲ ଓ ଅଖିଳେଶ

ଉତ୍ତରପ୍ରଦେଶ : ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନେତାମାନେ କ୍ରମାଗତ ଭାବରେ ନିର୍ବାଚନ ରାଲିରେ ନିଜ ଦଳକୁ ପ୍ରୋତ୍ସାହିତ କରୁଛନ୍ତି। ତେବେ ଇଣ୍ଡିଆ ମେଣ୍ଟର ଜନସଭାରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କୌଣସି…

ନିର୍ବାଚନ ପ୍ରଚାର ପାଇଁ ଓଡ଼ିଶା ଆସିବେ ଯୋଗୀ ଆଦିତ୍ୟ ନାଥ

ରାଜ୍ୟରେ ବିଜେପି ସପକ୍ଷରେ ନିର୍ବାଚନ ପ୍ରଚାର ପାଇଁ ଦଳର ବରିଷ୍ଠ ତଥା ହେଭିୱେଟ୍ ନେତାମାନେ ଏବେ ଓଡ଼ିଶା ମୁହାଁ ହୋଇଥିବା ବେଳେ ସଧାରଣ ନିର୍ବାଚନ ପାଇଁ ସାମିଲ୍ ହୋଇପାରନ୍ତି ବରିଷ୍ଠ ବିଜେପି ନେତା ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।…

ଘରେ ବସି ଭୋଟ ଦେଲେ ବରିଷ୍ଠ ନେତା

ଆସନ୍ତା ୨୫ ତାରିଖରେ ଅନୁଷ୍ଠିତ ହେବ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ । ରାଜଧାନୀ ଦିଲ୍ଲୀରେ ହେବ ମତଦାନ। ନିର୍ବାଚନ ଆୟୋଗଙ୍କ ତରଫରୁ ୮୫ ବର୍ଷରୁ ଉର୍ଦ୍ଧ୍ଵ ଲୋକଙ୍କ ପାଇଁ ଘରେ ବସି ଭୋଟ ଦେବାର ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେଥିପାଇଁ…

ବାଲେଶ୍ୱରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସଚିନ ପାଇଲଟ

ବାଲେଶ୍ୱର ମିଶନ ପଡିଆରେ ଆୟୋଜିତ ସଂକଳ୍ପ ସମାବେଶରେ ସାମିଲ ହୋଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ । ସଭାମଞ୍ଚରୁ ରାଜ୍ୟ ସରକାରଙ୍କୁ ଓଡିଶାରେ ବିଜେପି ଓ ବିଜେଡି ଏକ ହୋଇଛନ୍ତି…

୨୧ ରେ ଓଡ଼ିଶାର ୪ଟି ସ୍ଥାନରେ ପ୍ରଚାର କରିବେ ଶାହ

ପୁଣି ଓଡ଼ିଶା ଆସିବେ ଗୃହ ମନ୍ତ୍ରୀ ଅମିତ ଶାହ। ଆସନ୍ତା ୨୧ ତାରିଖରେ ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶାର ୪ଟି ସ୍ଥାନରେ ଆୟୋଜିତ ଜନସଭାରେ ଯୋଗ ଦେବେ। ସେହିଦିନ ସକାଳେ ପ୍ରଥମେ ସମ୍ବଲପୁରରେ ସଭା କରିବେ।ସମ୍ବଲପୁର ପରେ କେନ୍ଦୁଝର ଓ ପର୍ଜଙ୍ଗ…

ରତ୍ନଭଣ୍ଡାର ଚାବି ହଜିଲା କେଉଁଠି ? : ଭର୍ତ୍ତୃହରି

ସରଗରମ ହେଉଛି ନିର୍ବାଚନ ପ୍ରଚାର। ଚଳିତ ବର୍ଷ ବିଜେପି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ପ୍ରସଙ୍ଗକୁ ଆଧାର କରି ରଜ୍ୟ ସରକାରଙ୍କୁ ପ୍ରଶ୍ନ ତୀରରେ ଘାଇଲା କରିବାରେ ଲାଗିଛି। ଡୁପ୍ଲିକେଟ୍ ଚାବିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହୁଅନ୍ତୁ କି ଗୃହମନ୍ତ୍ରୀ ଅମିତ…

୫୪ ପଇସା ଦେଇ ଭୋଟ ନେବାକୁ ବସିଛି ବିଜେଡି: ଅପରାଜିତା ଷଡ଼ଙ୍ଗୀ

ସାଲିଆ ସାହିରେ ହେମାମାଳୀନିଙ୍କ ସହ ବିଜୟ ସଂକଳ ସମାବେଶରେ ଯୋଗ ଦେଇ ବିଜେଡିକୁ ଟାର୍ଗେଟ କରିଛନ୍ତି ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଢଙ୍ଗୀ । କହିଲେ ‘ମୁଖ୍ୟମନ୍ତ୍ରୀଙ୍କ ସହ ସାଂସଦ ପ୍ରାର୍ଥୀ କି ବିଧାୟକ ପ୍ରାର୍ଥୀ ବି ନଥିଲେ । ବଡ଼ବାବୁ…

୩ୟ ଥର ସୁପ୍ରିମକୋର୍ଟ ବାର ଆସୋସିଏସନର ଅଧ୍ୟକ୍ଷ ହେଲେ କପିଲ ସିବଲ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ବାର ଆସୋସିଏସନର ନୂତନ ଅଧ୍ୟକ୍ଷ ହେଲେ କପିଲ ସିବଲ । ସୁପ୍ରିମକୋର୍ଟ ବାର ଆସୋସିଏସନ ଅଧ୍ୟକ୍ଷ ନିର୍ବାଚନରେ ବରିଷ୍ଠ ଓକିଲ କପିଲ ସିବଲ ବିଜୟ ହୋଇଛନ୍ତି । ନିର୍ବାଚନରେ ୧୦୬୬ ଭୋଟ ପାଇଁ ସେ ତାଙ୍କର ନିକଟତମ…

ଆଜି ଓଡ଼ିଶା ଆସିବେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ହେମା ମାଳିନୀ

ରାଜ୍ୟରେ ଜମୁଛି ନିର୍ବାଚନ ପ୍ରଚାର। ଓଡ଼ିଶାକୁ ବିଜେପି ଓ କଂଗ୍ରେସ କେନ୍ଦ୍ରୀୟ ନେତାଙ୍କ ଘନ ଘନ ଗସ୍ତ । ଆଜି ପ୍ରଚାର ପାଇଁ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ଡ୍ରିମଗାର୍ଲ ତଥା ସାଂସଦ ହେମା ମାଳିନୀ । ବିଜେପିର ମଥୁରା…