ଖେଳ ତାଜା ଖବର ଦେଶ ରାଜ୍ୟ IND vs SA T20 Match: ଆଜି ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ T-20, ଜାଣନ୍ତୁ କେଉଁଠି କରିବେ ପାର୍କିଂ December 9, 2025 Nirvay ଆଜି କଟକ ବାରବାଟୀରେ ବିଗ୍ ଫାଇଟ୍ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍ । ୫ ମ୍ୟାଚ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ବାରବାଟୀରୁ ଆରମ୍ଭ ହେବ । ଆଜି ସନ୍ଧ୍ୟା ୭ଟାରେ ଖେଳାଯିବ ମ୍ୟାଚ୍…
ଦେଶ Producer Vikram Bhatt Arrested: ୩୦ କୋଟି ଠକେଇ ମାମଲାରେ ସିନେ ନିର୍ମାତା ବିକ୍ରମ ଭଟ୍ଟ ଗିରଫ December 9, 2025 Nirvay ୩୦ କୋଟି ଜାଲିଆତି ମାମଲାରେ ଫିଲ୍ମ ନିର୍ମାତା ବିକ୍ରମ ଭଟ୍ଟ ଗିରଫ । ମୁମ୍ବାଇ ପୋଲିସ ସହାୟତାରେ ରାଜସ୍ଥାନ ପୋଲିସ୍ ବଲିଉଡ୍ ଫିଲ୍ମ ନିର୍ମାତା ବିକ୍ରମ ଭଟ୍ଟ ଏବଂ ବିକ୍ରମଙ୍କ ପତ୍ନୀ ଶ୍ଵେତାମ୍ବରୀ ଭଟ୍ଟଙ୍କୁ ଗିରଫ କରିଛି । ୭ ଦିନ…
ତାଜା ଖବର ଦେଶ Goa NightClub Fire: ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ଘଟଣା; ପଞ୍ଚମ ଅଭିଯୁକ୍ତ ଗିରଫ December 8, 2025 Papirani ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ଘଟଣାରେ ପଞ୍ଚମ ଅଭିଯୁକ୍ତ ଭରତକୁ ଦିଲ୍ଲୀରୁ ଗିରଫ କଲା ପୋଲିସ । ଅଧିକ ତନାଘନା ଲାଗି ଗୋଆ ଆଣୁଛି ପୋଲିସ । ଗୋଆର ‘ବିର୍ଚ ବାଇ ରୋମିଓ ଲେନ୍’ ନାଇଟ୍ କ୍ଲବ୍ରେ ଶନିବାର ରାତିରେ ଭୟଙ୍କର…
ଖେଳ ତାଜା ଖବର ଦେଶ ରାଜ୍ୟ IND vs SA T20 Match: ଆଜି ବାରବାଟୀରେ ନେଟ୍ ପ୍ରାକ୍ଟିସ୍; ଦେଖିପାରିବେ ସାଧାରଣ ଲୋକ December 8, 2025 Papirani ଆସନ୍ତା କାଲି ଟି-୨୦ ଟକ୍କର ପୂର୍ବରୁ ଆଜି ବାରବାଟୀରେ ନେଟ୍ ପ୍ରାକ୍ଟିସ୍ । ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବହୁ ପ୍ରତୀକ୍ଷିତ ଟି-୨୦ ମ୍ୟାଚ୍ ପାଇଁ ମଞ୍ଚ ପ୍ରସ୍ତୁତ ହୋଇଛି । ଏଥିପାଇଁ ଉଭୟ ଦଳ ଆଜି କଟକର ବାରବାଟୀ…
ଖେଳ ତାଜା ଖବର ଦେଶ ରାଜ୍ୟ Barabati T20: ଭୁବନେଶ୍ବରରେ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟର December 7, 2025 Papirani ୯ ତାରିଖରେ ବାରବାଟୀରେ ଖେଳାଯିବ ପ୍ରଥମ ଟି-୨୦ । ଏଥିପାଇଁ ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟର । କଡ଼ା ସୁରକ୍ଷା ଭିତରେ ହୋଟେଲକୁ ଗଲେ ଉଭୟ ଟିମ୍ । ହୋଟେଲ ପରିସରରେ ଉଭୟ ଦଳ ଖେଳାଳିଙ୍କୁ ଭବ୍ୟ…
ତାଜା ଖବର ଦେଶ Goa NightClub Fire:ଗୋଆ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣରେ ୨୫ ମୃତ; କ୍ଷତିପୂରଣ ଘୋଷଣା କଲେ ପ୍ରଧାନମନ୍ତ୍ରୀ December 7, 2025 Papirani ଗୋଆର ଏକ ନାଇଟ୍ କ୍ଲବ୍ରେ ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟି ୨୫ ଜଣଙ୍କର ମୃତ୍ୟୁ ହୋଇଛି। ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା ଜଣାପଡିଛି। ଏହି ଘଟଣାରେ ୨୫ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ କଲା ଗୋଆ ପୋଲିସ । ଗୋଆ ପୋଲିସ…
ତାଜା ଖବର ଦେଶ ECoR Adds Extra Coaches: ଇଣ୍ଡିଗୋ ବିମାନ ବାତିଲ ପରେ ଯାତ୍ରୀଙ୍କ ପାଇଁ ୩୭ଟି ଟ୍ରେନରେ ୧୧୬ଟି ଅତିରିକ୍ତ କୋଚ୍ ଯୋଡ଼ିଲା ରେଳବାଇ December 7, 2025 Papirani ଗତ ମଙ୍ଗଳବାର ଠାରୁ ଆଜି ପର୍ଯ୍ୟନ୍ତ ଘରୋଇ ବିମାନ କମ୍ପାନୀ ‘ଇଣ୍ଡିଗୋ’ ଏହାର ବହୁ ସଂଖ୍ୟକ ଉଡ଼ାଣ ବାତିଲ କରିଛି । ଇଣ୍ଡିଗୋ ଏୟାରଲାଇନ୍ସରେ ହଠାତ୍ କର୍ମଚାରୀ ଅଭାବ ଏବଂ ବୈଷୟିକ ପରିଚାଳନା ସମ୍ବନ୍ଧୀୟ ସମସ୍ୟା, ଦେଶବ୍ୟାପୀ ହଜାର ହଜାର ଯାତ୍ରୀଙ୍କୁ…
ତାଜା ଖବର ଦେଶ Govt Fixes Airfare Caps: ମାତ୍ରାଧିକ ବିମାନଭଡ଼ା ବୃଦ୍ଧି ଉପରେ ରୋକ ଲଗାଇଲେ କେନ୍ଦ୍ର ସରକାର December 6, 2025 Nirvay ଇଣ୍ଡିଗୋ ବିମାନ ସଙ୍କଟ ପରେ ସାରା ଦେଶରେ ଘରୋଇ ବିମାନ ଭଡ଼ା ବୃଦ୍ଧି ସମ୍ପର୍କରେ ବଢ଼ୁଥିବା ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କେନ୍ଦ୍ର ସରକାର ଆଜି ବିମାନ କମ୍ପାନୀଗୁଡ଼ିକ ଉପରେ ଭଡ଼ା ସୀମା ଲାଗୁ କରିଛନ୍ତି । ବେସାମରିକ ବିମାନ…
ଖେଳ ତାଜା ଖବର ଦେଶ ବିଶ୍ୱ India Wins ODI Series: ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ହରାଇ ୨-୧ରେ ଦିନିକିଆ ସିରିଜ ଜିତିଲା ଭାରତ December 6, 2025 Nirvay ବିଶାଖାପାଟଣାରେ ଶନିବାର ଖେଳାଯାଉଥିବା ତୃତୀୟ ଦିନିକିଆରେ (IND Vs SA) ରେ ଭାରତ ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ପରାସ୍ତ କରି ଏହି ସିରିଜକୁ ୨-୧ ରେ ଜିତିନେଇଛି । ଗୋଟିଏ ୱିକେଟ ହରାଇ ଦଳ ବିଜୟ ଲକ୍ଷ୍ୟ ହାସଲ କରି…
ଦେଶ IndiGo Flight Cancellations: କାଲି ରାତି ୮ଟା ଭିତରେ ଯାତ୍ରୀଙ୍କୁ ଟଙ୍କା ଫେରାଇବାକୁ ଇଣ୍ଡିଗୋକୁ ନିର୍ଦ୍ଦେଶ December 6, 2025 Nirvay ରବିବାର ରାତି ୮ଟା ସୁଦ୍ଧା ଯାତ୍ରୀଙ୍କ ବାକି ଥିବା ସମସ୍ତ ଟଙ୍କା ଫେରାଇବାକୁ ଶନିବାର ଦିନ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଇଣ୍ଡିଗୋକୁ ନିର୍ଦ୍ଦେଶ ଦେଇଛି । ଇଣ୍ଡିଗୋର ପ୍ରମୁଖ ବାଧା ଜାରି ରହିଥିବାରୁ ଏହି ନିର୍ଦ୍ଦେଶ ଆସିଛି, ଯାହା ଏବେ…