ତାଜା ଖବର ଦେଶ Delhi Pollution: ବାୟୁ ପ୍ରଦୂଷଣ ମୁକାବିଲା ପାଇଁ ଦିଲ୍ଲୀ ସରକାରଙ୍କ ନୂଆ ନିୟମ; ପ୍ରଦୂଷଣ ସାର୍ଟିଫିକେଟ ନଥିଲେ ତେଲ ମିଳିବନି December 18, 2025 Papirani ପ୍ରଦୂଷଣରେ ଅଣନିଶ୍ବାସୀ ରାଜଧାନୀ ଦିଲ୍ଲୀ। ବାୟୁରେ ବିଷ, ନିଶ୍ବାସ ନେବାରେ କଷ୍ଟ। ଭୟଙ୍କର ବାୟୁ ପ୍ରଦୂଷଣରେ ଆକ୍ତାମାକ୍ତା ଦିଲ୍ଲୀ ଓ ଏନସିଆର୍। ଏହାକୁ ଦୃଷ୍ଟିରେ ରଖି ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦିଲ୍ଲୀ ସରକାର କଠୋର ପଦକ୍ଷେପ ନେଉଛନ୍ତି। ଗୁରୁବାର ଠାରୁ…
ଖେଳ ତାଜା ଖବର ଦେଶ ବିଶ୍ୱ IND vs SA 4th T20I: ଘନ କୁହୁଡ଼ି କାରଣରୁ ଭାରତ-ଦକ୍ଷିଣ ଆଫ୍ରିକା ୪ର୍ଥ T-20 ରଦ୍ଦ December 17, 2025 Nirvay ଘନ କୁହୁଡି ଯୋଗୁଁ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-ଟ୍ୱେଣ୍ଟି ରଦ୍ଦ ହୋଇଛି । ଲକ୍ଷ୍ନୌର ଇକାନା କ୍ରିକେଟ୍ ଷ୍ଟାଡ଼ିୟମ୍ରେ ସନ୍ଧ୍ୟା ୭ଟାରେ ୪ର୍ଥ T-20 ଖେଳାଯିବାର ଥିଲା, କିନ୍ତୁ ଘନ କୁହୁଡ଼ି ଯୋଗୁଁ ଟସ୍ ପଡିପାରି ନଥିଲା । ଆଲୋକ ଏବଂ…
ତାଜା ଖବର ଦେଶ Delhi Pollution: ଦିଲ୍ଲୀରେ ସାଂଘାତିକ ବାୟୁ ପ୍ରଦୂଷଣ December 17, 2025 Papirani ଦିନକୁ ଦିନ ଦିଲ୍ଲୀରେ ସାଂଘାତିକ ହେବାରେ ଲାଗିଛି ବାୟୁ ପ୍ରଦୂଷଣ । ପରିବେଶ ସଂପୂର୍ଣ୍ଣ ଧୂଆଁମୟ । ବାୟୁ ପ୍ରଦୂଷଣ ଓ ଘନ କୁହୁଡ଼ି ଆଜି ଦିଲ୍ଲୀବାସୀଙ୍କୁ କଲବଲ କରିଛି। ଦିଲ୍ଲୀ-ଏନ୍ସିଆରରେ ବାୟୁ ଗୁଣବତ୍ତା ସାମାନ୍ୟ ଉନ୍ନତ ହୋଇଥିଲେ ମଧ୍ୟ ରାଜଧାନୀ…
ଦେଶ ରାଜ୍ୟ Messi Kolkata Chaos: ମେସିଙ୍କ କାର୍ଯ୍ୟକ୍ରମ ବିଭ୍ରାଟ ଘଟଣା; ବେଙ୍ଗଲ କ୍ରୀଡ଼ାମନ୍ତ୍ରୀଙ୍କ ଇସ୍ତଫା December 16, 2025 Papirani ଆର୍ଜେଣ୍ଟିନା ଫୁଟବଲ୍ ଖେଳାଳି ଲିଓନେସ୍ ମେସୀଙ୍କ କାର୍ଯ୍ୟକ୍ରମ ବିଭ୍ରାଟ ମାମଲାରେ ଇସ୍ତଫା ଦେଲେ ବେଙ୍ଗଲ କ୍ରୀଡ଼ାମନ୍ତ୍ରୀ ଅରୁପ ବିଶ୍ବାସ । କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମରେ ଲିଓନେଲ୍ ମେସିଙ୍କ ଇଭେଣ୍ଟ ସମୟରେ ହୋଇଥିବା ବିଶୃଙ୍ଖଳିତ ଘଟଣାର ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ…
ତାଜା ଖବର ଦେଶ Goa Night Club Fire: ଗୋଆ ପବ୍ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ବ୍ରଦର୍ସଙ୍କୁ ଥାଇଲାଣ୍ଡରୁ ଭାରତ ଅଣାଯାଇଛି December 16, 2025 Papirani ଗୋଆ ପବ୍ ଅଗ୍ନିକାଣ୍ଡ ଘଟଣାରେ ନାଇଟ କ୍ଲବ ମାଲିକ ଲୁଥ୍ରା ବ୍ରଦର୍ସଙ୍କୁ ଥାଇଲାଣ୍ଡରୁ ଭାରତ ଅଣାଯାଇଛି। ଉଭୟଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ନେବ ଗୋଆ ପୋଲିସ। ୨ ଅଭିଯୁକ୍ତ ଲୁଥ୍ରା ଭ୍ରାତା ସୌରଭ ଏବଂ ଗୌରବ ଦିଲ୍ଲୀରେ ପହଁଚିଛନ୍ତି । ଗୋଆ ଅଗ୍ନିକାଣ୍ଡର…
ତାଜା ଖବର ଦେଶ Delhi-Agra Expressway Crash: ଦିଲ୍ଲୀ-ଆଗ୍ରା ଜମୁନା ଏକ୍ସପ୍ରେସ ୱେରେ ଦୁର୍ଘଟଣା; ଅନେକ ଲୋକ ଜୀବନ୍ତ ଦଗ୍ଧ December 16, 2025 Papirani ଦିଲ୍ଲୀ-ଆଗ୍ରା ଜମୁନା ଏକ୍ସପ୍ରେସ ୱେରେ ବଡ଼ ଧରଣର ଦୁର୍ଘଟଣା । ଏକାଧିକ ଗାଡ଼ି ପରସ୍ପରକୁ ଧକ୍କା ଦେବାରୁ ଗାଡ଼ିରେ ନିଆଁ ଲାଗିଯାଇଛି । ଯମୁନା ଏକ୍ସପ୍ରେସୱେରେ ସାତଟି ବସ୍ ଏବଂ ତିନୋଟି କାର ମଧ୍ୟରେ ଧକ୍କା ହେବା ଫଳରେ ଅତି କମରେ…
ତାଜା ଖବର ଦେଶ Mumbai BMC Election: ଜାନୁଆରୀ ୧୫ରେ BMC ନିର୍ବାଚନ December 15, 2025 Papirani ଜାନୁଆରୀରେ ବିଏମସି ନିର୍ବାଚନ । ଜାନୁଆରୀ ୧୫ରେ ବିଏମସି ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବ୍ରିହନ ମୁମ୍ବାଇ କର୍ପୋରେସନ (BMC) ପାଇଁ ହେବ ନିର୍ବାଚନ । ବିଏମସି ନିର୍ବାଚନ ସହିତ, ମହାରାଷ୍ଟ୍ରର ଅନ୍ୟ ୨୮ଟି ନଗର ନିଗମରେ ମଧ୍ୟ…
ତାଜା ଖବର ଦେଶ ରାଜନୀତି BJP National Working President: ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଲେ ନିତିନ ନବୀନ December 15, 2025 Papirani ଦାୟିତ୍ବ ନେଲେ ନିତିନ ନବୀନ । ଦିଲ୍ଲୀ ବିଜେପି ମୁଖ୍ୟାଳୟ ଯାଇ ଦାୟିତ୍ବ ନେଲେ ନିତିନ ନବୀନ । ସଭାପତି ଜେପି ନଡ୍ଡା ଓ ଗୃହ ମନ୍ତ୍ରୀ ଶାହଙ୍କ ଉପସ୍ଥିତିରେ ବିଜେପି ନୂଆ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ବ ଦେଇଛନ୍ତି…
ତାଜା ଖବର ଦେଶ ରାଜ୍ୟ Flight Cancellations: ଦିଲ୍ଲୀରେ ଘନ କୁହୁଡ଼ି; ୧୦୦ ବିମାନ ବାତିଲ December 15, 2025 Papirani ଦିଲ୍ଲୀରେ ଘନ କୁହୁଡ଼ି ଯୋଗୁଁ ଉଡ଼ୁନି ବିମାନ। ଘନ କୁହୁଡ଼ି, ଧୂଆଁ ଧୂଆଁ ପରିବେଶ ପାଇଁ ୧୦୦ରୁ ଅଧିକ ବିମାନ ବାତିଲ କରାଯାଇଛି । ଦିଲ୍ଲୀରେ ଦୃଶ୍ୟମାନ କମ୍ ପାଇଁ ୧୦୦ ବିମାନ ବାତିଲ୍ କରାଯାଇଛି । ଏହା ସହ ୩୦୦ରୁ…
ତାଜା ଖବର ଦେଶ ରାଜନୀତି Congress Vote Chori Rally: ଆମେ ଶାସନକୁ ଆସିଲେ, ତ୍ରୁଟିପୂର୍ଣ୍ଣ ଆଇନକୁ ବଦଳାଇବୁ; ଜ୍ଞାନେଶ, ସାନ୍ଧୁ ଓ ଯୋଶୀଙ୍କ ବାନ୍ଧିବୁ: କଂଗ୍ରେସ December 14, 2025 Papirani କେନ୍ଦ୍ରରେ ବିଜେପି ସରକାର ଆସିବା ଦିନଠାରୁ ସାମ୍ବିଧାନିକ ବିଧିବ୍ୟବସ୍ଥା ପ୍ରତି ବିପଦ ଦେଖାଦେଇଛି। ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ଦଳିମକଚି ନଷ୍ଟ କରିବାକୁ ଉଦ୍ୟମ କରାଯିବା ଦ୍ବାରା ସ୍ବାଧୀନତା ସଂଗ୍ରାମୀମାନଙ୍କ କଷ୍ଟଲବ୍ଧ ସ୍ବାଧୀନତା ମଧ୍ୟ ବିପଦାପନ୍ନ ହୋଇଛି ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧି…