Category: ଦେଶ

ସୁଜିତ ଯିବେ ଭାଜପାରୁ, ବିଜଦ ପାଇଁ ବାଜିଲା ବିପଦ ଘଣ୍ଟି

ଓଡ଼ିଶାରେ ଖାଲି ପଡ଼ି ଥିବା ଗୋଟିଏ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହେବ ଡିସେମ୍ବର ୨୦ରେ । ଏଥିସହିତ ୪ଟି ରାଜ୍ୟର ୬ଟି ଆସନ ପାଇଁ ମଧ୍ଯ ହେବ ଉପନିର୍ବାଚନ। ନିର୍ବାଚନ କମିଶନଙ୍କ ଘୋଷଣା ସହ ବିଜୁ ଜନତା ଦଳ ପାଇଁ…

ଧର୍ମେନ୍ଦ୍ର ନା ଭୂପେନ୍ଦ୍ର ଭାଜପା ଅଧ୍ଯକ୍ଷ ?

ଡିସେମ୍ବର ୩୧ ସୁଦ୍ଧା ଭାରତୀୟ ଜନତା ପାର୍ଟିର ନୂଆ ଅଧ୍ଯକ୍ଷ ନିର୍ବାଚିତ ହେବେ। ଏବେ ଅଧିକାଂଶ ରାଜ୍ୟରେ ଭାଜପା ସାଂଗଠନିକ ନିର୍ବାଚନ ଚାଲିଛି। ତେବେ ଚର୍ଚ୍ଚା ଆରମ୍ଭ ହେଲାଣି ଯେ ଜଗତପ୍ରକାଶ ନଡ୍ଡାଙ୍କର କିଏ ହେବେ ଉତ୍ତରାଧୁକାରୀ ? ଏଥିପାଇଁ ଦୁଇଜଣଙ୍କର…

ବାଲାଟ୍ ପେପରରେ ନିର୍ବାଚନ ଦାବିରେ କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ଅଭିଯାନ ଘୋଷଣା

କଂଗ୍ରେସ ଅଧ୍ଯକ୍ଷ୍ୟ ମଲ୍ଲିକାର୍ଜୁନ ଖଡଗେ ମଙ୍ଗଳବାର ‘ଭାରତ ଜୋଡ଼ୋ ଯାତ୍ରା ଶୈଳୀରେ ଅଭିଯାନ ପାଇଁ ଜନତାଙ୍କୁ ଅନୁରୋଧ କରିଛନ୍ତି।ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଦଳର ସମ୍ବିଧାନ ଦିବସ ରାଲିରେ ସେ କହିଛନ୍ତି, “ଆମେ ଇଭିଏମ୍ ଚାହୁଁନାହୁଁ, ଆମେ ବାଲଟ୍ ପେପର ଚାହୁଁଛୁ।ମହାରାଷ୍ଟ୍ର ବିଧାନସଭା…

ଡିସେମ୍ବର ୨୦ରେ ରାଜ୍ୟସଭା ପାଇଁ ଉପନିର୍ବାଚନ

ଡିସେମ୍ୱର ୨୦ରେ ରାଜ୍ୟସଭା ଉପନିର୍ବାଚନ । ୪ ରାଜ୍ୟର ୬ଟି ଆସନ ପାଇଁ ହେବ ଉପନିର୍ବାଚନ । ସେଥିପାଇଁ ଡିସେମ୍ୱର ୩ରେ ଏନେଇ ପ୍ରକାଶ ପାଇବ ବିଜ୍ଞପ୍ତି । ଡିସେମ୍ୱର ୧୦ ନାମାଙ୍କନ ଦାଖଲର ଶେଷ ତାରିଖ । ଓଡ଼ିଶାରେ ଖାଲି…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଏକନାଥ ସିନ୍ଦେ

ଇସ୍ତଫା ଦେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଆଜି ରାଜ୍ୟପାଳ ସିପି ରାଧାକ୍ରୀଷ୍ଣନଙ୍କୁ ଭେଟି ଏକନାଥ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ଏବଂ ଅଜିତ ପାୱାର ଉପସ୍ଥିତ…

ସମ୍ବିଧାନର ୭୫ତମ ପୂର୍ତ୍ତିରେ ୭୫ ଟଙ୍କିଆ କଏନ୍‌ ଉନ୍ମୋଚିତ

ପ୍ରତିବର୍ଷ ନଭେମ୍ବର ୨୬ ରେ ଭାରତର ସମ୍ବିଧାନ ଦିବସ ପାଳନ କରାଯାଉଛି, ଯାହାକୁ ସମ୍ବିଧାନ ଦିବସ ମଧ୍ୟ କୁହାଯାଏ। ଏହି ଅବସରରେ ଆଜି ସଂସଦରେ ଏକ ବଡ଼ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଯେଉଁଥିରେ ୭୫ ଟଙ୍କିଆ କଏନ୍ ଉନ୍ମୋଚିତ ହୋଇଛି। ୭୫…

ବାଂଲାଦେଶ ଇସ୍କନର ଚିନ୍ମୟ ପ୍ରଭୂ ଗିରଫ

ବାଂଲାଦେଶ ଇସ୍କନ ସହ ଜଡିତ ଧର୍ମଗୁରୁ ଚିନ୍ମୟ କୃଷ୍ଣ ଦାସ ପ୍ରଭୂଙ୍କୁ ସୋମ‌ବାର ଅପରାହ୍ନରେ ଗିରଫ କରାଯାଇଛି । ତାଙ୍କ ଉପରେ ଦେଶଦ୍ରୋହ ଏବଂ ସାଂପ୍ରଦାୟିକ ସୋହାର୍ଦ୍ଦକୁ କ୍ଷତି ପହଞ୍ଚାଇଥୁବାର କେସ୍ ରହିଛି । ଚିନ୍ମୟ ପ୍ରଭୂଙ୍କ ସହାୟକ ଆଦି ପ୍ରଭୂ…

ଶିକ୍ଷକ ଙ୍କ ପାଇଁ ଦ ଟିଚର ଆପ ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ଯକ୍ରମରେ ଭାରତୀ ଏୟାରଟେଲ ଫାଉଣ୍ଡେସନ ଦ୍ୱାରା ବିକଶିତ ଶିକ୍ଷକ ଆପ୍ ଉନ୍ମୋଚନ କରିଛନ୍ତି। ଏକବିଂଶ ଶତାବ୍ଦୀର ଶ୍ରେଣୀଗୃହଗୁଡ଼ିକର ଆବଶ୍ଯକତାକୁ ପୂରଣ କରିବା ପାଇଁ ଶିକ୍ଷକମାନଙ୍କୁ ଭବିଷ୍ଯତର ପ୍ରସ୍ତୁତ କୌଶଳ…

୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି; ଡିଜି କନଫରେନ୍ସରେ ହେବେ ସାମିଲ

୨୯ରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଡିଜି କନଫରେନ୍ସକୁ ଆସି ୩ ଦିନ ଓଡ଼ିଶାରେ ରହିବେ ମୋଦୀ ।ଡିସେମ୍ବର ୧ ତାରିଖ ଅପରାହ୍ନ ଯାଏ ରହିବାର ସୂଚନା ମିଳିଛି। ଭୁବନେଶ୍ବରରେ ପ୍ରଥମ ଥର ହେବାକୁ ଥିବା ୩ଦିନିଆ ଡିଜି ଓ…

ପର୍ଥ ଟେଷ୍ଟ ଜିତିଲା ଭାରତ

ଅଷ୍ଟ୍ରେଲିଆ ମାଟିରେ ଇତିହାସ ରଚିଲା ଭାରତ । ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇବା ପରେ ଭାରତ ପ୍ରଥମ ସ୍ଥାନ ହାସଲ କରିଛି । ଏହା ବାଦ୍ ପର୍ଥର ଅପଟସ ଷ୍ଟାଡିୟମରେ କଙ୍ଗାରୁ ଦଳ ପ୍ରଥମ ଥର ପରାଜୟର ସ୍ୱାଦ…