ଦେଶ ରାଜନୀତି ରାଜ୍ୟ ଆସନ୍ତାକାଲି ଓଡ଼ିଶା ଆସିବେ ରାଜନାଥ ସିଂ ଓ ବିଷ୍ଣୁଦେଓ ସାଏ May 7, 2024 Nirvay ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ବିଜେପିର ୨ ବରିଷ୍ଠ ନେତା।ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସିବେ; ଭବାନୀପାଟଣା, ରାୟଗଡ଼ାରେ, ନବରଙ୍ଗପୁର ଆସିବେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ନବରଙ୍ଗପୁର ର ତିନୋଟି ସ୍ଥାନରେ ସଭା କରିବେ।…
ତାଜା ଖବର ଦେଶ ରାଜନୀତି ଆଜି ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ May 7, 2024 Papirani ଆଜି ସକାଳୁ ସକାଳୁ କଡା ସୁରକ୍ଷା ବଳୟରେ ଭୋଟ୍ ଦେଲେ ପ୍ରଧାନମନ୍ତ୍ରୀ । ଗୁଜରାଟ, ଅହମ୍ମଦାବାଦ ସ୍ଥିତ ନିସାନ ହାଇୟର ସେକେଣ୍ଡାରୀ ସ୍କୁଲରେ ମତ ସାବ୍ୟସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କିଛି ଦୂରରୁ ବୁଥକୁ ଚାଲି ଚାଲି ଆସିଥିଲେ…
ଦେଶ ବଢ଼ିଲା କେଜ୍ରିୱାଲଙ୍କ ସମସ୍ୟା ଆତଙ୍କବାଦୀ ସଂଗଠନରୁ ଚାନ୍ଦା ନେବା ଅଭିଯୋଗ May 6, 2024 Nirvay ନୂଆଦିଲ୍ଲୀ ; ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା କମିବାର ନାଁ ଧରୁନି । ଦିନ କୁ ଦିନ ତାଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ପୂର୍ବରୁ ସେ ମଦ ଦୁର୍ନୀତି ଅଭିଯୋଗରେ ତିହାର ଜେଲ୍ରେ ରହିଥିବା ବେଳେ ବର୍ତ୍ତମାନ ତାଙ୍କ ବିରୋଧରେ…
ଦେଶ ରାଜନୀତି ରାଜ୍ୟ ବିଜେଡିକୁ କ୍ଷମା ଦେବେନି ଓଡ଼ିଶାର ମା’ମାନେ:ମୋଦି May 6, 2024 Nirvay ଆଜି ଓଡ଼ିଶା ଗସ୍ତରେ ଆସି ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନସଭାରେ ଉଦବୋଧନ ଦେବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ମୋଦୀ ସରକାର ଗର୍ଭବତୀ ମହିଳାଙ୍କୁ ୬ହଜାର ଟଙ୍କା ଆର୍ଥିକ ସହାୟତା ଦେଉଛି କିନ୍ତୁ ଓଡ଼ିଶା ସରକାର ଏହି…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଓଡ଼ିଶାର ପୁଅ କି ଝିଅ ହିଁ ହେବେ ବିଜେପିର ମୁଖ୍ୟମନ୍ତ୍ରୀ: ମୋଦୀ May 6, 2024 Papirani ନବରଙ୍ଗପୁର ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ । ନବରଙ୍ଗପୁରର ଅଧିଷ୍ଠାତ୍ରୀଙ୍କ ଆଶୀର୍ବାଦ ନେଇ ପ୍ରଧାନମନ୍ତ୍ରୀ କହିଲେ ଆପଣଙ୍କ କଷ୍ଟ ବୃଥା ଯିବନି। ମଞ୍ଚରେ ବିଜେପି ସମର୍ଥିତ ସବୁ ଏମଏଲଏ ଓ ଏମପି ପ୍ରାର୍ଥୀଙ୍କ ହାତ ଧରି ସାହାସ ଦେଲେ ମୋଦି।…
ଦେଶ ଉତ୍ତରାଖଣ୍ଡ ଜଙ୍ଗଲରେ ନିଆଁ: ୫ ମୃତ May 6, 2024 Nirvay ଡେରାଡୁନ: ଉତ୍ତରାଖଣ୍ଡ ଜଙ୍ଗଲ ନିଆଁ ଥମିବା ନାଁ ନେଉନି । ଅଲମୋଡା ଓ ବାଗେଶ୍ୱର ସମେତ ଅଧିକାଂଶ ଜିଲ୍ଲାରେ ଜଙ୍ଗଲ ଜଜୁଛି । ଅଲମୋଡା ଜିଲ୍ଲା ଜଙ୍ଗଲ ନିଆଁ ଧୀରେ ଧୀରେ ଅନିୟନ୍ତ୍ରିତ ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ…
ଦେଶ ଦିଲ୍ଲୀ ପରେ ଏବେ ଅହମଦାବାଦର ୩ ସ୍କୁଲକୁ ବମ ଧମକ May 6, 2024 Nirvay ନୂଆଦିଲ୍ଲୀ ;ରାଜଧାନୀ ଦିଲ୍ଲୀ ଏନ୍ସିଆର୍ ପରେ ଏବେ ଗୁଜରାଟର ଅହମଦାବାଦରେ ବମ ର ଧମକ ଦିଆଯାଇଛି । ପୁଣି ସ୍କୁଲଗୁଡିକୁ ଆସିଲା ବୋମାରେ ଉଡାଇ ଦେବାକୁ ଧମକପୂର୍ଣ୍ଣ ଇ-ମେଲ୍। ଫଳରେ ଏହାକୁ ନେଇ ସମସ୍ତ ସ୍କୁଲରେ ହାଇ ଆଲର୍ଟ ଜାରି କରାଯାଇଛି।…
ଦେଶ ପ୍ରକାଶ ପାଇଲା ICSE ଦଶମ ଓ ଦ୍ବାଦଶ ରେଜଲ୍ଟ May 6, 2024 Nirvay କାଉନସିଲ ଫର ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା (ସିଆଇଏସ୍ସିଇ) ଦ୍ୱାରା ପରିଚାଳିତ ହୋଇଥିବା ଆଇସିଏସ୍ଇ ଦଶମ ଏବଂ ଆଇଏସ୍ସି ଦ୍ୱାଦଶ ପରୀକ୍ଷାଫଳ ପ୍ରକାଶ ପାଇଛି।http.//www.cise.org. ୱେବସାଇଟରେ ରେଜଲ୍ଟ ଉପଲବ୍ଧ ରହିଥିବା ବେଳେ ଛାତ୍ରଛାତ୍ରୀମାନେ ସେଠାରୁ ଫଳାଫଳ ଜାଣି ପାରିବେ।ଦଶମରେ ୯୯.୦୮%…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଓଡ଼ିଶାରେ ୧୦ ଜୁନରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବ: ନରେନ୍ଦ୍ର ମୋଦି May 6, 2024 Papirani ବ୍ରହ୍ମପୁର ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବକ୍ତବ୍ୟ । ଜୟ ଜଗନ୍ନାଥ, ଜୟ ଶ୍ରୀରାମ କହି ଭାଷଣ ଆରମ୍ଭ କରି କହିଲେ । କାଲି ମୁଁ ଅଯୋଧ୍ୟାରେ ଥିଲି, ଆଜି ମୁଁ ମହାପ୍ରଭୁଙ୍କୁ ଭୂମିରେ ଅଛି । ଆଜି ମୁଁ ଆପଣଙ୍କ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ବ୍ରହ୍ମପୁରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ May 6, 2024 Papirani ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବ୍ରହ୍ମପୁରର ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବ୍ରହ୍ମପୁରର କନିଷି ସଭାରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବ୍ରହ୍ମପୁର ସହର ଉପକଣ୍ଠ କନିଷିରେ ସାଧାରଣ ସଭାକୁ ଉଦବୋଧନ ଦେବେ ମୋଦି। ବ୍ରହ୍ମପୁରରେ ପ୍ରାୟ ଘଣ୍ଟାଏ ରହିବେ…