Category: ଦେଶ

ପ୍ରକାଶ ପାଇଲା ନିଟ୍‌ ୟୁଜିର ପରୀକ୍ଷା ଫଳ

ବିବାଦ ମଧ୍ୟରେ ଆଜି ପ୍ରକାଶ ପାଇଲା ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ ୟୁଜିର ପରୀକ୍ଷା ଫଳ। ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଆଜି ନିଜର ଅଫିସିଆଲ୍ ୱେବସାଇଟରେ ନିଟ୍‌ ୟୁଜିର ପରୀକ୍ଷା ଫଳ ପ୍ରକାଶ କରିଛି | ନିଟ୍‌ ୟୁଜି ପରୀକ୍ଷାରେ…

ୟୁପିଏସ୍‌ସିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମନୋଜ ସୋନି 

କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି)ର ଚେୟାରମ୍ୟାନ୍ ପଦରୁ ଇସ୍ତଫା ଦେଇଛନ୍ତି ମନୋଜ ସୋନି । କାର୍ଯ୍ୟକାଳ ସରିବା ପୂର୍ବରୁ ରାଷ୍ଟ୍ରପତିଙ୍କୁ ଇସ୍ତଫାପତ୍ର ପଠାଇଥିବା ସୂଚନା ମିଳିଛି । ଆଗାମୀ ୫ବର୍ଷ ପାଇଁ ସେ ୟୁପିଏସ୍‌ସି ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ ।…

ଓଡ଼ିଶାର ସେବା ପାଇଁ ସୁଯୋଗ ଦେଇଥିବାରୁ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଲେ ଜେପି ନଡ୍ଡା

ପୁରୀରେ ବିଜେପିର ଦୁଇ ଦିନିଆ କାର୍ଯ୍ୟକାରିଣୀ ବୈଠକରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବକ୍ତବ୍ୟ । ଜେପି ନଡ୍ଡା ଓଡ଼ିଶାର ସେବା ପାଇଁ ସୁଯୋଗ ଦେଇଥିବାରୁ ଓଡ଼ିଶାବାସୀଙ୍କୁ ପ୍ରଣାମ ସହ ଅକ୍ଳାନ୍ତ ପରିଶ୍ରମ କରି ରାଜ୍ୟରେ ପଦ୍ମ ଫୁଟାଇଥିବାରୁ କର୍ମୀଙ୍କୁ ବଧାଇ…

ଶନିବାର ୧୨ଟା ସୁଦ୍ଧା ପ୍ରକାଶ ପାଇବ ନିଟ୍‌-ୟୁଜି ରେଜଲ୍ଟ

ଆଜି ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍‌ ୟୁଜି ପ୍ରଶ୍ନପତ୍ର ଲିକ୍ ଘଟଣାରେ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଶନିବାର ମଧ୍ୟାହ୍ନ ସୁଦ୍ଧା ନିଟ୍‌-ୟୁଜି ପରୀକ୍ଷାଫଳ ପ୍ରକାଶ ନେଇ ଏନ୍‌ଟିଏକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସହର ୱାରୀ ଏବଂ ପରୀକ୍ଷା…

ପୁଣି ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା; ୨ ମୃତ, ଅନେକ ଗୁରୁତର

ପୁଣି ଏକ ବଡ଼ ଦୁର୍ଘଟଣାଗ୍ରସ୍ତ ହେଲା ଟ୍ରେନ୍ । ଗୋରଖପୁର ଦେଇ ଚଣ୍ଡୀଗଡରୁ ଆସାମର ଦିବ୍ରୁଗଡ ଯାଉଥିବା ଚଣ୍ଡୀଗଡ ଏକ୍ସପ୍ରେସ ମୋତିଗଞ୍ଜର ପିକୌରା ଗ୍ରାମ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାହା ଫଳରେ ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ଉତ୍ପନ୍ନ ହେଇଛି ।…

ନକ୍ସଲଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ୨ ଯବାନ ସହିଦ, ୪ ଜଣ ଗୁରୁତର

ପୁଣି ନକ୍ସଲଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି । ଛତିଶଗଡ଼ରେ ସିଆରପିଏଫ୍ ଓ ଡିଆର୍‌ଜି ଯବାନଙ୍କ କମ୍ବିଂ ଅପରେସନ ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଛନ୍ତି ନକ୍ସଲ । ଫଳରେ ଘଟଣାସ୍ଥଳରେ ୨ ଯବାନ ସହିଦ ହୋଇଥିବା ବେଳେ ବିସ୍ଫୋରଣରେ ୪ ଜଣ…

ଏନକାଉଣ୍ଟରରେ ୧୨ ମାଓବାଦୀ ନିହତ

ମହାରାଷ୍ଟ୍ର ଗଡ଼ଚିରୋଲିରେ ଏକ ବଡ଼ ଧରଣର ଏନ୍‌କାଉଣ୍ଟର ହୋଇଥିବା ଜଣାପଡିଛି। ମହାରାଷ୍ଟ୍ର ପୋଲିସ ଏନ୍‌କାଉଣ୍ଟର କରିଥିବାବେଳେ ୧୨ ଜଣ ମାଓବାଦୀ ନିହତ ହୋଇଛନ୍ତି। ଏଥିସହ ଗୁଳିବିନିମୟ ବେଳେ ଜଣେ ପୋଲିସ ଓ ଜଣେ ଯବାନ ଆହତ ମଧ୍ୟ ହୋଇଛନ୍ତି। ୩ଟି ଏକେ…

କାଲି ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସିବ କେନ୍ଦ୍ର କ୍ୟାବିନେଟ ବୈଠକ

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କାଲି ବସିବାକୁ ଯାଉଛି କେନ୍ଦ୍ର କ୍ୟାବିନେଟ ବୈଠକ । ଏହି ବୈଠକ ସକାଳ ୧୦ଟା ୩୦ରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ବସିବାକୁ ଯାଉଛି । ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମନ…

ଓଡ଼ିଶା ସହିତ ୫ଟି ରାଜ୍ୟକୁ ମିଳିପାରେ ସ୍ୱତନ୍ତ୍ର ଆର୍ଥିକ ଅନୁଦାନ

ଦିଲ୍ଲୀ ପାଇଁ ସ୍ଵତନ୍ତ୍ର ବର୍ଗ ମାନ୍ୟତା ପାଇଁ ଦାବି ମଧ୍ୟରେ କେନ୍ଦ୍ରର ଏନଡିଏ ସରକାର ବିକାଶ ଦୃଷ୍ଟିରୁ ପ୍ରାୟ ଛଅଟି ପଛୁଆ ରାଜ୍ୟକୁ ସ୍ଵତନ୍ତ୍ର ଆର୍ଥିକ ଅନୁଦାନ ପ୍ରଦାନ କରିବାକୁ ବିଚାର କରିପାରନ୍ତି। ଅଧିକାରୀ କହିଛନ୍ତି ଯେ ବିହାର ଏହି ଛଅଟି…

କଳାବାଘ ସଫାରି: ବୈଷୟିକ ଅନୁମୋଦନକୁ ରାଜ୍ୟ ସରକାରଙ୍କ ଅପେକ୍ଷା

ରାଜ୍ୟରେ କଳାବାଘ ସଫାରି ପ୍ରତିଷ୍ଠା ଦିଗରେ ଆଗକୁ ବଢ଼ିବା ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍‌ଟିସିଏ) ଓ କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ବୈଷୟିକ କମିଟିର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର)ର ଚୂଡ଼ାନ୍ତ ଅନୁମୋଦନକୁ ରାଜ୍ୟ ସରକାର ଅପେକ୍ଷା କରିଛନ୍ତି।…