ତାଜା ଖବର ଦେଶ ରାଜନୀତି ରାଜ୍ୟ ଆଜି ଓଡିଶା ଆସିବେ ଯୋଗୀ ଆଦିତ୍ୟନାଥ, ଜେପି ନଡ୍ଡା ଓ ହିମନ୍ତ ବିଶ୍ବଶର୍ମା May 23, 2024 Papirani ବିଜେପି ଫୋକସରେ ଓଡ଼ିଶା। ତୃତୀୟ ପର୍ଯ୍ୟାୟ ନିର୍ବାଚନ ୨୫ ତାରିଖରେ ହେବାକୁ ଥିବା ବେଳେ ରାଜ୍ୟରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନରେ ଜଣଙ୍କ ପରେ ଜଣେ ହେଭିୱେଟ କେନ୍ଦ୍ରୀୟ ନେତା। ଭୋଟ ହାତେଇବାକୁ ଝାଳବୁହା କ୍ୟାମ୍ପେନ ଚଳାଇଛି ବିଜେପି ।…
ଦେଶ କିଙ୍ଗ ଖାନ ଅସୁସ୍ଥ ଡାକ୍ତରଖାନାରେ ଭର୍ତ୍ତି May 22, 2024 Nirvay ଅହମ୍ମଦାବାଦ : ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କୁ ଉତ୍ତାପ ଜନିତ ଆଘାତ ପରେ ଅହମ୍ମଦାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ଦିନ କୋଲକାତା ନାଇଟ୍ ରାଇଡର୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଚାଲିଥିବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ମ୍ୟାଚ୍…
ଦେଶ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ May 22, 2024 Nirvay ନୂଆଦିଲ୍ଲୀ : ଦିଲ୍ଲୀର ସ୍କୁଲ,ବିମାନ ବନ୍ଦର ଓ ଡାକ୍ତରଖାନା ପରେ ଏବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଉପରେ ବୋମା ପକାଇ ଉଡ଼ାଇ ଦେବାକୁ ମେଲ୍ ଜରିଆରେ ଧମକ ଆସିଛି। ଫଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ଧମକ ପରେ ଗୃହ…
ତାଜା ଖବର ଦେଶ ୫ଲକ୍ଷ ଓବିସି ପ୍ରମାଣପତ୍ରକୁ ବାତିଲ କଲେ କୋଲକାତା ହାଇକୋର୍ଟ May 22, 2024 Papirani ଆଜି କୋଲକାତା ହାଇକୋର୍ଟ ପଶ୍ଚିମବଙ୍ଗର ମମତା ସରକାରଙ୍କୁ ଏକ ବଡ ଝଟକା ଦେଇଛନ୍ତି। ୨୦୧୧ ମସିହାରୁ ଜାରି କରାଯାଇଥିବା ପ୍ରାୟ ୫ ଲକ୍ଷ ଓବିସି ପ୍ରମାଣପତ୍ରକୁ ବାତିଲ କରିବାକୁ ହାଇକୋର୍ଟ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ଚାକିରି ଆବେଦନଗୁଡ଼ିକରେ ମଧ୍ୟ ଓବିସି…
ଦେଶ ଜଗନ୍ ରେଡ୍ଡୀଙ୍କ ନାଁରେ ହତ୍ୟା ଅଭିଯୋଗ May 22, 2024 Nirvay ଆନ୍ଧ୍ରପ୍ରଦେଶ : ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ତଥା ତେଲୁଗୁ ଦେଶମ ବା ଟିଡିପିର ସାଧାରଣ ସମ୍ପାଦକ ନାରା ଲୋକେଶ ଜଗନ୍ ରେଡ୍ଡୀଙ୍କ ନାଁରେ ଏକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ।ସେ କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ନିଜର ଦାଦା ୱାଇ.ଏସ୍. ବିବେକାନନ୍ଦ…
ଦେଶ ରାଜନୀତି ରାଜ୍ୟ ପୁଣି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ May 22, 2024 Nirvay ଭୁବନେଶ୍ୱର : ଓଡ଼ିଶା ଦଖଲ ପାଇଁ ଦମ୍ ଲଗାଇଛି ବିଜେପି । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପୁଣିଥରେ କର୍ମୀଙ୍କ ମନରେ ଜୋଶ ଭରିବାକୁ ମେ ୨୯ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାଲେଶ୍ୱର ଓ କେନ୍ଦ୍ରାପଡାରେ ଦଳୀୟ…
ଦେଶ ରାଜନୀତି ହେମନ୍ତ ସୋରେନଙ୍କ ଜାମିନ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ May 22, 2024 Nirvay ଝାଡ଼ଖଣ୍ଡ : ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ପୁଣି ଥରେ ସୁପ୍ରିମକୋର୍ଟଙ୍କ ଠାରୁ ପୁଣି ଥରେ ମିଳିଛି ଏକ ବଡ଼ ଝଟକା । ସୋରେନଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ଉପରେ ବିଚାର କରିବାକୁ କୋର୍ଟ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ବାଲେଶ୍ଵରରେ ନିର୍ବାଚନ ପ୍ରଚାର କଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ May 22, 2024 Papirani ଆଜି ବାଲେଶ୍ଵରରେ ନିର୍ବାଚନ ପ୍ରଚାର କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। କେନ୍ଦ୍ର ରେଳ ମନ୍ତ୍ରୀ ୪ଦିନିଆ ଓଡିଶା ଗସ୍ତରେ ଆସି ବିଜେପି ପ୍ରାର୍ଥୀମାନଙ୍କ ସପକ୍ଷରେ ପ୍ରଚାର କରୁଛନ୍ତି । ଚାଲି ଚାଲି ସଦମହକୁମାର ଏକ ନମ୍ବର ୱାର୍ଡରେ ସେ…
ତାଜା ଖବର ଦେଶ ବ୍ୟବସାୟ ରାଜ୍ୟ ସୁନା କିଣିବା ପୁର୍ବରୁ ଜାଣି ନିଅନ୍ତୁ କଣ ରହିଛି ସୁନା ଦର May 21, 2024 Papirani ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୪ ହଜାର ୨୧୪ ଟଙ୍କା ହୋଇଥିବା ବେଳେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୬୭ ହଜାର ୯୮୦ ଟଙ୍କା ରହିଛି । ସେହିପରି ଆଜି…
ତାଜା ଖବର ଦେଶ ରାଜନୀତି ରାଜ୍ୟ ନବୀନ ବାବୁ ବୁଢ଼ା ହୋଇଗଲେଣି, ତାଙ୍କୁ ରିଟାୟାର୍ଡ କରନ୍ତୁ: ଅମିତ ଶାହ May 21, 2024 Papirani ଢେଙ୍କାନାଳ ପରଜଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହା ବିଜେଡି ସରକାରକୁ ଟାର୍ଗେଟ କରି କହିଛନ୍ତି, ନବୀନ ବାବୁ ବୁଢା ହୋଇଗଲେଣି, ତେଣୁ ତାଙ୍କୁ ରିଟାୟାର୍ଡ କରନ୍ତୁ । ଓଡ଼ିଶାରେ ତାମିଲ ବାବୁ ଶାସନ କରିପାରିବେ କି? କିନ୍ତୁ ତାମିଲ ବାବୁଙ୍କୁ ନବୀନ ବାବୁ…