ଖେଳ ତାଜା ଖବର ଦେଶ ବିଶ୍ୱ କୁସ୍ତି ସେମିଫାଇନାଲରେ ଭାରତର ଅମନ August 8, 2024 Papirani କୁସ୍ତି ପ୍ରତିଯୋଗିତାରେ ସେମିଫାଇଲାରେ ପହଞ୍ଚିଲେ ଅମନ ସହରାୱତ । ୫୭ କିଲୋଗ୍ରାମ ବର୍ଗର କ୍ୱାର୍ଟର ଫାଇନାଲରେ ଆଲବେନିଆର ଜେଲିମଖାନ ଏବକୋରଭଙ୍କୁ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଛନ୍ତି ।ଅଲବାନିଆର ପ୍ରତିଦ୍ବନ୍ଦୀଙ୍କୁ ୧୨-୦ରେ ହରାଇଛନ୍ତି । ଅମନ ସେହରାୱତ ସେମିଫାଇନାଲରେ ଜାପାନର…
ତାଜା ଖବର ଦେଶ ରାଜ୍ୟ ବାଂଲାଦେଶର ହିଂସାକୁ ନେଇ ହାଇ ଆଲର୍ଟରେ ଓଡ଼ିଶା August 8, 2024 Papirani ବାଂଲାଦେଶରେ ଦେଖାଦେଇଥିବା ହିଂସାକୁ ନେଇ ହାଇ ଆଲର୍ଟରେ ରହିଛି ଓଡ଼ିଶା। ସୀମାରେଖା ଦେଇ ଅନୁପ୍ରବେଶକାରୀ ରାଜ୍ୟକୁ ପଶିଆସିବାର ସମ୍ଭାବନା ରହିଥିବାରୁ ହାଇ ଆଲର୍ଟ ଜାରି କରିଛନ୍ତି କେନ୍ଦ୍ର ସରକାର। ଏହାସହ ବାଂଲାଦେଶ ସୀମା ସମସ୍ତ ଜଳପଥ ଓ ସ୍ଥଳପଥ ଉପରେ ଓଡ଼ିଶା…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଓଡ଼ିଶାରେ ପହଞ୍ଚିଲେ ଆରଏସ୍ଏସର ସରସଂଘ ଚାଳକ ମୋହନ ଭାଗବତ August 8, 2024 Papirani ୫ ଦିନିଆ ଓଡ଼ିଶା ଗସ୍ତରେ ଆଜି ଭୁବନେଶ୍ବରରେ ପହଞ୍ଚିଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ସରସଂଘ ଚାଳକ ମୋହନ ଭାଗବତ । ଆଜି ଭୁବନେଶ୍ବରରେ ରହି କାଲି ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହିତ ଗୋବର୍ଦ୍ଧନ ପୀଠର ପୂଜ୍ୟ ଶଙ୍କରାଚାର୍ଯ୍ୟ…
ଖେଳ ଦେଶ ଅଲିମ୍ପିକ୍ସ ବ୍ରୋଞ୍ଜ ବିଜେତା ସ୍ୱପ୍ନିଲ କୁସାଲେଙ୍କୁ ଭବ୍ୟ ସ୍ୱାଗତ August 8, 2024 Nirvay ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ବ୍ରୋଞ୍ଜ ପଦକ ଜିତି ଭାରତୀୟ ସୁଟର ସ୍ୱପ୍ନିଲ କୁସାଲେ ଭାରତ ପାଇଁ ଗୌରବ ଆଣିଛନ୍ତି। ସେ ପ୍ୟାରିସରେ ଭାରତକୁ ତୃତୀୟ ପଦକ ପ୍ରଦାନ କରିଥିଲେ। ସେ ଫାଇନାଲରେ ୪୫୧.୫ ପଏଣ୍ଟ ସହ ବ୍ରୋଞ୍ଜ ପଦକ ଜିତିଥିଲେ। ଏବେ…
ଖେଳ ଦେଶ ବିନେଶଙ୍କୁ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତାର ସମ୍ମାନ ଦେବ ହରିୟାଣା ସରକାର August 8, 2024 Nirvay ବିନେଶ ଫୋଗଟ୍ଙ୍କୁ ପଦକ ବିଜେତାର ସମ୍ମାନ ଦେବାକୁ ଘୋଷଣା କରାଯାଇଛି । ଏ ନେଇ ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସରେ ସୂଚନା ଦେଇଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସୈନି। ବିନେଶଙ୍କୁ ସମସ୍ତ ସମ୍ମାନ, ପୁରସ୍କାର, ସୁବିଧା ପ୍ରଦାନ କରାଯିବ। ଅଲିମ୍ପିକ୍ସ…
ଖେଳ ଦେଶ କୁସ୍ତିରୁ ଅବସର ନେଲେ ବିନେଶ ଫୋଗଟ August 8, 2024 Nirvay ପ୍ୟାରିସ ଅଲିମ୍ପିକ୍ସରେ ଅଯୋଗ୍ୟ ଘୋଷଣା ପରେ କୁସ୍ତିରୁ ଅବସର ନେଇଛନ୍ତି ଭାରତୀୟ କୁସ୍ତିଯୋଦ୍ଧା ବିନେଶ ଫୋଗଟ। ଏ ନେଇ ସୋସିଆଲ ମିଡିଆ ‘ଏକ୍ସ’ରେ ରେ କୋହଭରା ଟ୍ବିଟ୍ କରିଛନ୍ତି। ମା’ କୁସ୍ତି ମୋଠାରୁ ଜିତିଗଲା ମୁଁ ହାରିଗଲି। ମା’, ତୁମ ସ୍ବପ୍ନ…
ଦେଶ ବ୍ୟବସାୟ ରାଜ୍ୟ ଓଡ଼ିଶାରେ ପୁଞ୍ଜି ବିନିଯୋଗ ପାଇଁ ଆମେରିକାକୁ ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ August 7, 2024 Nirvay ହାଇଦ୍ରାବାଦରେ ଥିବା ଆମେରିକାର କନସୋଲ ଜେନେରାଲ୍ ଜେନିଫର୍ ଲାରସନ ଆଜି ଲୋକ ସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଜିଙ୍କୁ ଆମେରିକା ଏବଂ ଓଡିଶା ମଧ୍ୟରେ ଭାଗିଦାରୀକୁ ମଜଭୁତ କରିବାର ଉପାୟ ବିଷୟରେ ଆଲୋଚନା କରିବାକୁ ଡାକିଥିଲେ। କନସୋଲ ଜେନେରାଲଙ୍କୁ…
ଖେଳ ତାଜା ଖବର ଦେଶ ବିଶ୍ୱ ବିନେଶଙ୍କ ଡିସକ୍ୱାଲିଫାଏଡ୍ ଘଟଣା: ପ୍ରତିକ୍ରିୟା ରଖିଲେ ଆଇଓଏର ମୁଖ୍ୟ ପି.ଟି ଉଷା August 7, 2024 Papirani ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ)ର ସଭାପତି ପି.ଟି ଉଷା ଆଜି ପ୍ୟାରିସ୍ ଅଲିମ୍ପିକ୍ସରେ ୫୦ କିଲୋଗ୍ରାମ ଇଭେଣ୍ଟ ଫାଇନାଲରୁ ଭିନେଶ ଫୋଗାଟଙ୍କ ଡିସକ୍ୱାଲିଫାଏଡ୍ କୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଏହା ଏକ ଚକିତ ଏବଂ ନିରାଶ ଜନକ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ସେପ୍ଟେମ୍ବରରେ ୩ରେ ହେବ ରାଜ୍ୟସଭା ଉପନିର୍ବାଚନ; ଓଡ଼ିଶାରୁ ଗୋଟିଏ ଆସନ August 7, 2024 Papirani ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ୩ ସେପ୍ଟେମ୍ବରରେ ହେବ ଉପନିର୍ବାଚନ । ଏଥିପାଇଁ ୧୪ ଅଗଷ୍ଟରେ ପ୍ରକାଶ ପାଇବ ବିଜ୍ଞପ୍ତି । ରାଜ୍ୟସଭାରେ ୧୨ଟି ଆସନ ପାଇଁ ହେବ ଉପନିର୍ବାଚନ । ସେଥିମଧ୍ୟରୁ ଓଡିଶାରେ ରହିଛି ଗୋଟିଏ…
ଖେଳ ତାଜା ଖବର ଦେଶ ବିଶ୍ୱ ଭାରତର କୁସ୍ତିଯୋଦ୍ଧା ବିନେଶ ଫୋଗଟ ଅସୁସ୍ଥ; ହସ୍ପିଟାଲରେ ଭର୍ତ୍ତି August 7, 2024 Papirani ପ୍ୟାରିସ ଅଲିମ୍ପିକ୍ସରେ ଭାରତର କୁସ୍ତିଯୋଦ୍ଧା ବିନେଶ ଫୋଗଟଙ୍କୁ ଧାର୍ଯ୍ୟ ସୀମାଠାରୁ ମାତ୍ର ୧୦୦ ଗ୍ରାମ ଅଧିକ ଓଜନ ହେଇଥିବାରୁ ତାଙ୍କୁ ଆଜି ଫାଇନାଲ ମ୍ୟାଚ ପୂର୍ବରୁ ଅଯୋଗ୍ୟ ଘୋଷଣା କରାଯାଇଛି। ଏହାପରେ ସେ ମୁଣ୍ଡ ବୁଲାଇବା ସହ ଚେତାଶୂନ୍ୟ ହୋଇପଡ଼ିବାରୁ ହସ୍ପିଟାଲରେ…