ତାଜା ଖବର ଦେଶ NEET UGର ସଂଶୋଧିତ ମେଧା ତାଲିକା ପ୍ରକାଶିତ July 1, 2024 Papirani ପ୍ରକାଶ ପାଇଲା NEET-UG ୨୦୨୪ର ସଂଶୋଧିତ ମେଧା ତାଲିକା । ସମସ୍ତ ପିଲାଙ୍କ ରେଜଲ୍ଟକୁ ନେଇ ସଂଶୋଧିତ ମେଧା ତାଲିକା ପ୍ରକାଶ ପାଇଛି। NTA ପକ୍ଷରୁ ସଂଶୋଧିତ ମେଧା ତାଲିକା ନେଇ ସୂଚନା ଜାରି କରାଯାଇଛି। ଜୁନ ୨୩ରେ ରିଟେଷ୍ଟ ଦେଇଥିବା…
ତାଜା ଖବର ଦେଶ ବ୍ୟବସାୟ ଦେଶରେ କମିଲା ଗ୍ୟାସ ସିଲିଣ୍ଡର ଦର July 1, 2024 Papirani ମାସ ଆରମ୍ଭରୁ ଗ୍ୟାସ ଉପୋଭକ୍ତାଙ୍କ ପାଇଁ ଖୁସି ଖବର । ଦେଶରେ କମିଲା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର। ଶନିବାର ଦେଶରେ ନୂଆ ଦର ଲାଗୁ ହୋଇଥିବା ବେଳେ ସିଲିଣ୍ଡର ଉପରେ ୩୦ ଟଙ୍କା ହ୍ରାସ ପାଇଛି । ସାରା ଦେଶରେ…
ତାଜା ଖବର ଦେଶ ସାରା ଦେଶରେ ଆଜିଠୁ ଲାଗୁହେଲ ନୂଆ ଆଇନ୍; ଦିଲ୍ଲୀରେ ରୁଜୁ ହେଲା ପ୍ରଥମ ମାମଲା July 1, 2024 Papirani ଆଜିଠୁ ସାରା ଦେଶରେ ଲାଗୁ ହୋଇଛି ନୂଆ ଭାରତୀୟ ନ୍ୟାୟ ସଂହିତା। ଏଥିସହିତ ଉଚ୍ଛେଦ ହୋଇଛି ୧୮୬୦ ମସିହାରୁ ଚାଲିଆସୁଥିବା ବ୍ରିଟିଶ ନିୟମ। ଏହା ବ୍ରିଟିଶ ଅମଳର ଆଇନର ଅନ୍ତ ଘଟାଇବା ସହ ଭାରତର ଆପରାଧିକ ନ୍ୟାୟ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ…
ଦେଶ ଉପେନ୍ଦ୍ର ଦ୍ୱିବେଦୀ ହେଲେ ନୂଆ ସେନା ମୁଖ୍ୟ June 30, 2024 Nirvay ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ରବିବାର ୩୦ତମ ସେନା ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ଜେନେରାଲ ମନୋଜ ପାଣ୍ଡେଙ୍କ ସ୍ଥାନ ନେଇଛନ୍ତି। ଚାଇନା ଏବଂ ପାକିସ୍ତାନ ସହିତ ସୀମାରେ କାମ କରିବାରେ ଜେନେରାଲ ଦ୍ୱିବେଦୀଙ୍କର ବ୍ୟାପକ ଅଭିଜ୍ଞତା ରହିଛି। ସେ…
ଖେଳ ଦେଶ ଅନ୍ତର୍ଜାତୀୟ ଟି-୨୦ରୁ ଅବସର ନେଲେ ରବୀନ୍ଦ୍ର ଜାଡେଜା June 30, 2024 Nirvay ଟି-୨୦ ବିଶ୍ୱକପ ଜିତିବା ପରେ ଭାରତୀୟ ପ୍ରଶଂସକମାନଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଦେଉଛନ୍ତି ଭାରତୀୟ ଖେଳାଳି। ଗତକାଲି ମ୍ୟାଚ୍ ପରେ ପରେ ପ୍ରଥମେ ବିରାଟ କୋହଲି ଏବଂ ପରେ ରୋହିତ ଶର୍ମା ଅନ୍ତର୍ଜାତୀୟ ଟି=୨୦ କ୍ରିକେଟ୍ରୁ ଅବସର ଘୋଷଣା କରିଥିଲେ।…
ଦେଶ ମନ୍ କି ବାତ୍ରେ ରଥଯାତ୍ରା ସମ୍ପର୍କରେ କହିଲେ ପ୍ରଧାନମନ୍ତ୍ରୀ June 30, 2024 Nirvay ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ମନ୍ କି ବାତ୍ ରେଡିଓ କାର୍ଯ୍ୟକ୍ରମ ରବିବାର ପୁଣି ଆରମ୍ଭ ହୋଇଛି। ଏହା ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ, ଯେଉଁଥିରେ ପ୍ରଧାନମନ୍ତ୍ରୀ ଦେଶର ଲୋକଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଜାତୀୟ ପ୍ରସଙ୍ଗ…
ଖେଳ ଦେଶ ଟି-୨୦ରୁ ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଅବସର ଘୋଷଣା June 30, 2024 Nirvay ଟି-୨୦ ବିଶ୍ବକପ୍ ଜିତି ଟିମ୍ ଇଣ୍ଡିଆ ବେଶ୍ ଉତ୍ସାହିତ ଥିବାବେଳେ କୋଟି କୋଟି ଭାରତୀୟ ମଧ୍ୟ ଭାବପ୍ରବଣ ହୋଇପଡ଼ଛନ୍ତି। ଟି-୨୦ ବିଶ୍ୱକପ ଫାଇନାଲରେ ଟିମ୍ ଇଣ୍ଡିଆର ବିଜୟ ପରେ ଭାରତୀୟ କ୍ରିକେଟ୍ର ଏକ ଯୁଗ ଶେଷ ହୋଇଛି। ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଦିଲ୍ଲୀରେ ବିଭିନ୍ନ କେନ୍ଦ୍ର ମନ୍ତ୍ରୀଙ୍କ ସହ ଓଡ଼ିଶାର ବିକାଶ ପାଇଁ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ June 29, 2024 Papirani ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ଦୁଇ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ଶ୍ରୀମତୀ ପ୍ରଭାତୀ ପରିଡ଼ା ଆଜି ନୂଆ ଦିଲ୍ଲୀରେ ରାଜଘାଟଠାରେ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନ ପାଇଲେ ସୁଜିତ କୁମାର ଓ ସୋନାଲ ମାନସିଂହ June 29, 2024 Papirani ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼ଙ୍କ ଦ୍ଵାରା ଆଜି ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲର ପୁନର୍ଗଠନ କରାଯାଇଛି। ପ୍ୟାନେଲରେ ବିଜେଡିର ସୁଜିତ କୁମାର ଓ ମନୋନୀତ ସଦସ୍ୟ ସୋନାଲ ମାନସିଂହ ସ୍ଥାନ ପାଇଛନ୍ତି । ଏହି ୮ ଜଣିଆ ଉପାଧ୍ୟକ୍ଷ ପ୍ୟାନେଲରେ ପୂର୍ବ ଭଳି…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଜେପି ନଡ୍ଡାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଦୁଇ ଉପ ମୁଖ୍ୟମନ୍ତ୍ରୀ June 29, 2024 Papirani ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ପ୍ରଭାତୀ ପରିଡ଼ା। ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀ ପ୍ରଥମ ଥର ପାଇଁ ଦିଲ୍ଲୀ…