Category: ଦେଶ

ସୁରକ୍ଷା କର୍ମୀଙ୍କ ଗୁଳିରେ ୨୮ ମାଓବାଦୀ ନିପାତ

ଓଡିଶା ସୀମାନ୍ତ ଛତିଶଗଡ଼ ଦନ୍ତେୱାଡ଼ାରେ ମୁହାମୁହିଁ ହୋଇଛନ୍ତି ନକ୍ସଲ ଓ ସୁରକ୍ଷାବାହୀନି । ଦନ୍ତେୱାଡ଼ା ଏବଂ ନାରାୟଣପୁର ଜିଲ୍ଲା ସୀମାରେ ହୋଇଛି ଏନ୍‌କାଉଣ୍ଟର । ଉଭୟ ପକ୍ଷରୁ ଦିର୍ଘ ସମୟ ଧରି ଚାଲିଥିବା ଗୁଳିବିନିମୟ ଚାଲିଥିବା ବେଳେ ଶେଷରେ ସୁରକ୍ଷା କର୍ମୀଙ୍କ…

ତିରୁପତି ଲଡୁ ବିବାଦ: ଗଠନ ହେବ ନୂଆ ଏସଆଇଟି

ତିରୁପତି ଲଢୁ ବିବାଦରେ ତଦନ୍ତ ପାଇଁ ସୁପ୍ରିମକୋର୍ଟ ଏକ ସ୍ବାଧୀନ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ବା ଏସଆଇଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।। ଏହି ଏସଆଇଟିରେ ଦୁଇଜଣ ସିବିଆଇ ଅଧିକାରୀ, ଆନ୍ଧ୍ରପ୍ରଦେଶର ଦୁଇଜଣ ପୋଲିସ ଅଧିକାରୀ ଏବଂ ଖାଦ୍ୟ ନିରାପତ୍ତା ଏବଂ…

ମୁଖ୍ୟମନ୍ତ୍ରୀ କ୍ୱାର୍ଟର୍ସ ଛାଡିବେ କେଜରିୱାଲ

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର କିଛି ଦିନ ପରେ ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିୱାଲ ଶୁକ୍ରବାର ସିଏମ କ୍ୱାର୍ଟର୍ସ ଛାଡି ଦିଲ୍ଲୀର ଫିରୋଜଶାହା ରୋଡସ୍ଥିତ ବଙ୍ଗଳାକୁ ସ୍ଥାନାନ୍ତର। ଆପ୍ ମୁଖ୍ୟାଳୟ ନିକଟରେ ଥିବା ଏହି ବଙ୍ଗଳାରେ ଅରବିନ୍ଦ କେଜରିୱାଲ…

ଅଲିମ୍ପିକ୍ସ ପରେ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବାକୁ ମନା କରିବାର କାରଣ କହିଲେ ଭିନେଶ ଫୋଗଟ

ପ୍ୟାରିସ ଅଲିମ୍ପିକ୍ସ ବିଫଳତା ପରେ ଭାରତର ପୂର୍ବତନ କୁସ୍ତିଯୋଦ୍ଧା ଭିନେଶ ଫୋଗଟ କହିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ୍ କଲରେ କଥା ହେବାକୁ ମନା କରିଦେଇଥିଲେ। ଏବେ ଜୁଲାଇନା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ହରିୟାଣା ବିଧାନସଭା…

ଉତ୍ତର ପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧୦ ଶ୍ରମିକ ମୃତ

ଉତ୍ତରପ୍ରଦେଶର ମିର୍ଜାପୁରରେ ଗୁରୁବାର ବିଳମ୍ବିତ ରାତିରେ ଏକ ଟ୍ରାକ୍ଟର-ଟ୍ରଲର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। କଚ୍ଛୱା ସୀମା ନିକଟରେ ଘଟିଥିବା ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଅନ୍ୟ ୩ ଜଣ…

ରେଳ କର୍ମଚାରୀଙ୍କ ଉତ୍କୃଷ୍ଟ ପ୍ରଦର୍ଶନକୁ ସ୍ୱୀକୃତି ଦେବା ପାଇଁ ବୋନସ୍‌ ପ୍ରଦାନକୁ କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ

ରେଳ କର୍ମଚାରୀଙ୍କ ଉତ୍କୃଷ୍ଟ ପ୍ରଦର୍ଶନକୁ ସ୍ୱୀକୃତି ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୧୧,୭୨,୨୪୦ ରେଳ କର୍ମଚାରୀଙ୍କ ଲାଗି ୨୦୨୮.୫୭ କୋଟି ଟଙ୍କାର ୭୮ ଦିନର ଉତ୍ପାଦକତା ଆଧାରିତ ବୋନସ୍‌ (ପିଏଲବି) ପ୍ରଦାନକୁ ଅନୁମୋଦନ…

କେନ୍ଦ୍ର କ୍ୟାବିନେଟରେ ଆଉ ୫ ଭାଷାକୁ ଶାସ୍ତ୍ରୀୟ ଭାଷା ମାନ୍ୟତା

ସାଂସ୍କୃତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଶାସ୍ତ୍ରୀୟ ଭାଷା ତାଲିକାର ସମ୍ପ୍ରସାରଣ କରି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ କେନ୍ଦ୍ର କ୍ୟାବିନେଟ୍ ଆଉ ପାଞ୍ଚଟି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଦେବାକୁ ମଞ୍ଜୁରି ଦେଇଛି। ଶ୍ରୀ ବୈଷ୍ଣବ କହିଛନ୍ତି ଯେ ମରାଠୀ, ପାଲି, ପ୍ରକୃତି,…

ସଦ୍ଗୁରୁଙ୍କ ଇଶା ଫାଉଣ୍ଡେସନ ମାମଲାରେ ପୁଲିସ କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ଆପଣ ସେନା କିମ୍ବା ପୋଲିସକୁ ଅନୁଷ୍ଠାନରେ ଏଭଳି ପ୍ରବେଶ କରିବାକୁ ଦେଇପାରିବେ ନାହିଁ ବୋଲି ଦର୍ଶାଇ ସୁପ୍ରିମକୋର୍ଟ ଗୁରୁବାର ମାଡ୍ରାସ ହାଇକୋର୍ଟରେ ବିଚାରାଧୀନ ଥିବା ଏକ ପିଟିସନକୁ ନିଜ ଆଡ଼କୁ ହସ୍ତାନ୍ତର କରିଛନ୍ତି। ଏଥିରେ ଏକ ଡିଭିଜନ ବେଞ୍ଚ ତାମିଲନାଡୁ ପୁଲିସକୁ…

ମହମ୍ମଦ ଆଝାରୁଦ୍ଦିନଙ୍କୁ ଇଡିର ସମନ

ହାଇଦ୍ରାବାଦ କ୍ରିକେଟ ଆସୋସିଏସନ୍ (ଏଚସିଏ) ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ମହମ୍ମଦ ଆଝାରୁଦ୍ଦିନଙ୍କୁ ସମନ କରିଛି। ପୂର୍ବରୁ ଏଚସିଏର ସଭାପତି ଭାବେ ଦାୟିତ୍ୱ ତୁଲାଉଥିବା ଆଝାରୁଦ୍ଦିନଙ୍କ ଉପରେ…

ଦିଲ୍ଲୀରେ ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ପାଇଁ ଦିଲ୍ଲୀରେ ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା। ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ୱାନ୍ ଟୁ ୱାନ୍ ଆଲୋଚନା କରୁଛନ୍ତି।ବୈଠକରେ ଶିଳ୍ପ ମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ…