Category: ଦେଶ

ଉତ୍ତର ପ୍ରଦେଶରେ ଥମୁନି ଗଧିଆ ଆତଙ୍କ; ଆଉ ଜଣେ ଶିଶୁକୁ ଲହୁଲୁହାଣ କଲା

ଉତ୍ତର ପ୍ରଦେଶର ବାହାରଚିରେ ଗଧିଆ ଆତଙ୍କ ଥମୁନି । କାଲି ଆତଙ୍କ ଖେଳାଇ ଥିବାବେଳେ ଆଜି ଘରେ ପଶି ୫ ବର୍ଷର ଶିଶୁକୁ ଲହୁଲୁହାଣ କଲା। ଗଧିଆ ଆକ୍ରମଣରେ ଶିଶୁ ଗୁରୁତର ହୋଇଥିବା ବେଳେ ମେଡିକାଲରେ ଭର୍ତ୍ତି କରାଯାଇଛି। ୨ ମାସରେ…

କୋଲକାତା ଲଜ୍ଜା; ସନ୍ଦୀପ ଘୋଷଙ୍କୁ ଗିରଫ କଲା ସିବିଆଇ

ଦୁର୍ନୀତି ମାମଲାରେ କୋଲକାତା ଆରଜି କର ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ଗିରଫ କରିଛି ସିବିଆଇ। ଗିରଫ କରି ନିଜାମ ପ୍ୟାଲେସସ୍ଥିତ କାର୍ଯ୍ୟାଳୟକୁ ନେଲା ସିବିଆଇ। ଅଭୟା ଦୁଷ୍କର୍ମ ମାମଲାକୁ ନେଇ ଚର୍ଚ୍ଚାରେ ରହିଛି ଆର୍‌ଜି କର ହସ୍ପିଟାଲ୍‌। ପ୍ରକାଶ…

ପ୍ୟାରିସ ପାରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିଲେ ନୀତେଶ କୁମାର

ପ୍ୟାରିସ ପାରା ଅଲିମ୍ପିକ୍ସରେ ରବିବାର ଭାରତକୁ ମିଳିଛି ୪ଟି ପଦକ। ଆଜି ଭାରତକୁ ପାରା ଅଲିମ୍ପିକ୍ସରେ ଗୋଟାଏ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ମିଳିଛି। ପାରାଅଲିମ୍ପିକ୍ସ ହୋଇଥିବା ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ ଏସ-ଏଲ ୩ରେ ସ୍ୱର୍ଣ୍ଣ ଜିତିଛନ୍ତି…

ଆପ୍ ବିଧାୟକ ଅମାନତୁଲ୍ଲା ଖାନ ଗିରଫ

ଦିଲ୍ଲୀ ୱାକଫ୍ ଚାକିରି ଅନିୟମିତତା ମାମଲାରେ ଗିରଫ । ଦୀର୍ଘ ଘଣ୍ଟାର ରେଡ୍ ପରେ ଅମାନତୁଲ୍ଲା ଗିରଫ ।ଦିଲ୍ଲୀ ବାସଭବନରେ ସକାଳୁ ରେଡ୍ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ସୂଚନା ମୁତାବକ; ୨୦୧୮ରୁ ୨୦୨୨ ଭିତରେ ଦିଲ୍ଲୀ ୱାକ୍‌ଫ ବୋର୍ଡର…

ଉତ୍ତର ପ୍ରଦେଶରେ ଥମୁନି ଗଧିଆ ଆତଙ୍କ

ଉତ୍ତର ପ୍ରଦେଶ ବାହାରଚିରେ ଗଧିଆ ଆତଙ୍କ ଥମିବାର ନାଁ ଧରୁନି। ପୁଣି ଆଉ ଜଣେ ଶିଶୁକୁ ମାରିଲା ଗଧିଆ। ୩ ବର୍ଷର ଶିଶୁକୁ ଘରୁ ଟାଣି ନେଇ ମାରିଦେଇଛି। ଗଧିଆ ଆକ୍ରମଣରେ ଆଉ୨ ମହିଳା ଆହତ ହୋଇଥିବା ସୂଚନା ମିଳିଛି। ୨…

ହରିଦାସପୁର- ପାରାଦ୍ବୀପ ଦ୍ବିତୀୟ ରେଳ ଲାଇନ ପାଇଁ ଅଶ୍ବିନୀ ବୈଷ୍ଣବଙ୍କୁ ବୈଜୟନ୍ତ ପଣ୍ଡାଙ୍କ ଚିଠି

ହରିଦାସପୁର-ପାରାଦୀପ ଦ୍ବିତୀୟ ରେଳ ଲାଇନ୍‌ ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଚିଠି ଲେଖିଲେ ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପ-ସଭାପତି ଏବଂ କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା । କେନ୍ଦ୍ରାପଡ଼ା ଜିଲ୍ଲାର ଜୀବନରେଖା କୁହାଯାଉଥିବା ଏହାର…

ବିଜେପିରେ ଯୋଗ ଦେଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ 

ପଦ୍ମ ଧରିଲେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ । ଆଜି ରାଞ୍ଚିରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ପଦ୍ମ ଧରିଲେ ଚମ୍ପାଇ । ଶିବରାଜ ସିଂ ଚୌହାନ, ହିମନ୍ତ ବିଶ୍ବଶର୍ମାଙ୍କ ଉପସ୍ଥିତିରେ ମିଶିଛନ୍ତି । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଝାଡ଼ଖଣ୍ଡ ବିଜେପିର…

ପ୍ୟାରିସ୍ ପାରା ଅଲମ୍ପିକ୍ସ: ସୁଟିଂରେ ଭାରତର ଅବନୀ ସ୍ୱର୍ଣ୍ଣ ଏବଂ ମୋନା ପାଇଲେ ବ୍ରୋଞ୍ଜ ପଦକ

ପ୍ୟାରିସରେ ଚାଲିଥିବା ପାରା ଅଲିମ୍ପିକ୍ସରେ ମହିଳା ୧୦ ମିଟର ଏୟାର ରାଇଫଲ ପ୍ରତିଯୋଗିତାରେ ଭାରତର ଅବନୀ ଲେଖରା ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ମୋନା ଅଗ୍ରୱାଲ ସମାନ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ପ୍ୟାରିସ ପାରା ଅଲମ୍ପିକ୍ ଗେମ୍ସରେ ଭାରତ ଦୁଇଟି ପଦକ…

ଲେଡିଜ୍‌ ହଷ୍ଟେଲ ବାଥ୍‌ରୁମ୍‌ରେ ମିଳିଲା ଗୁପ୍ତ କ୍ୟାମେରା

ଆନ୍ଧ୍ର ପ୍ରଦେଶ କ୍ରିଷ୍ଣା ଜିଲ୍ଲାରେ ଥିବା ଏସଆର ଗୁଡଲାଭଲ୍ଲେରୁ ଇଂଜିନିୟରିଂ କଲେଜର ଲେଡିଜ୍‌ ହଷ୍ଟେଲ ବାଥ୍‌ରୁମ୍‌ରେ ମିଳିଲା ସିକ୍ରେଟ୍ କ୍ୟାମେରା । ବାଥ୍‌ରୁମ୍‌ରୁ ମିଳିଥିବା ଗୁପ୍ତ କ୍ୟାମେରା ଲଗାଇ ଆପତ୍ତିଜନକ ଫଟୋ ଓ ଭିଡିଓ ସଂଗ୍ରହ କରାଯାଉଥିଲା। ପ୍ରାୟ ୩ଶହରୁ ଅଧିକ…

ୱାଏନାଡ଼ ଭୂସ୍ଖଳନ; ଆହତ ଡାକ୍ତର ସ୍ୱୀକୃତି ମହାପାତ୍ର ଓଡ଼ିଶା ଫେରିଲେ

ୱାଏନାଡ଼ ଭୂସ୍ଖଳନରେ ଫସି ରହିଥିଲେ ଝାରସୁଗୁଡ଼ାର ଡାକ୍ତର ସ୍ୱୀକୃତି ମହାପାତ୍ର। ସୁସ୍ଥ ହେବା ପରେ ଭଉଣୀଙ୍କ ସହ ଝାରସୁଗୁଡ଼ା ଫେରିଛନ୍ତି। କେରଳ ୱାୟନାଡ଼ ଭୂସ୍ଖଳନରେ ସ୍ୱୀକୃତିଙ୍କ ସହ ୪ ଓଡ଼ିଆ ଫସିଥିଲେ। ଡା. ବିଷ୍ଣୁ ଚିନାରାଙ୍କ ମୃତ୍ୟୁ ହୋଇଥିଲା ବେଳେ ତାଙ୍କ…