ଦେଶ ରାଜନୀତି ରାଜ୍ୟ National Talent Search: କଂଗ୍ରେସର ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଉନ୍ମୋଚିତ November 22, 2025 Nirvay ଦେଶରେ ଯୁବବର୍ଗଙ୍କ ପ୍ରତିଭାକୁ ଅଗ୍ରାଧିକାର ଦେଇ ଜାତୀୟ କଂଗ୍ରେସ ଦଳ ପକ୍ଷରୁ ଦେଶବ୍ୟାପୀ ଜାତୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏଥି ପାଇଁ ପିସିସି ସାମାଜିକ ଗଣମାଧ୍ୟମ ତରଫରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆବେଦନ ନିମନ୍ତେ…
ତାଜା ଖବର ଦେଶ ରାଜ୍ୟ Odisha State Day: ନୂଆଦିଲ୍ଲୀରେ ‘ଓଡ଼ିଶା ରାଜ୍ୟ ଦିବସ’ ସମାରୋହରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ November 22, 2025 Nirvay ଆଜି ନୂଆଦିଲ୍ଲୀରେ ଆୟୋଜିତ ୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା -୨୦୨୫ ଅବସରରେ ପାଳନ ହେଉଥିବା ‘ଓଡ଼ିଶା ରାଜ୍ୟ ଦିବସ’ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଓଡ଼ିଶା ମଣ୍ଡପ ପରିଦର୍ଶନ କରିବା ସହ ଭାରତ ମଣ୍ଡପମ୍ର…
ଦେଶ ବିଶ୍ୱ G-20 Summit: ଜି-୨୦ ସମ୍ମିଳନୀରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ମୋଦି November 22, 2025 Nirvay ଦକ୍ଷିଣ ଆଫ୍ରିକାରେ ଆୟୋଜିତ ଜି-୨୦ ସମ୍ମିଳନୀରେ ଯୋଗଦେବାକୁ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଶ୍ୱର ନେତୃବୃନ୍ଦଙ୍କ ସହ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଜି-୨୦ଶିଖର ସମ୍ମିଳନୀର ପ୍ରଥମ ଦିନରେ ଅଭିଭାଷଣ ଦେଇ ବିଶ୍ୱ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ପାଇଁ…
ଦେଶ ରାଜ୍ୟ Low-Pressure: ସୃଷ୍ଟି ହେଲା ଲଘୁଚାପ, ୨୪ ରେ ଅବପାତ November 22, 2025 Nirvay ଦକ୍ଷିଣଆଣ୍ଡାମାନ ସାଗରରେ ଆଜି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଗତକାଲିର ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି ମାଲାକ୍କା ସମୁଦ୍ର ସନ୍ଧି ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେଇଛି । ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ଡ.…
ଦେଶ ବିଶ୍ୱ G20 Summit: ଦକ୍ଷିଣ ଆଫ୍ରିକା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି; G20 ସମ୍ମିଳନୀରେ ଦେବେ ଯୋଗ November 21, 2025 Nirvay ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠୁ ତିନି ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଛନ୍ତି । ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଆୟୋଜିତ ହୋଇଥିବା ଜି-୨୦ ଲିଡର୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ । ଦକ୍ଷିଣ ଆଫ୍ରିକାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ…
ତାଜା ଖବର ଦେଶ Kolkata Earthquake: କୋଲକାତାରେ ଭୂକମ୍ପ ଝଟକା, ତୀବ୍ରତା ୫.୨ ରେକର୍ଡ November 21, 2025 Papirani କୋଲକାତାରେ ଭୂକମ୍ପ ଝଟକା । ପଶ୍ଚିମବଙ୍ଗର କୋଲକାତାରେ ଭୂକମ୍ପ ଅନୁଭୂତ ହୋଇଛି । ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପ ତୀବ୍ରତା ୫.୨ ରେକର୍ଡ କରାଯାଇଛି । ସକାଳ ୧୦ଟା ୦୮ ରୁ ୧୦ଟା ୧୦…
ଦେଶ ରାଜ୍ୟ President Murmu at Jharsuguda: ଝାରସୁଗୁଡ଼ାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ November 20, 2025 Nirvay ଆଜି ଛତିଶଗଡ଼ ଗସ୍ତରେ ଯାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦିଲ୍ଲୀରୁ ସ୍ଵତନ୍ତ୍ର ବାୟୁସେନା ବିମାନ ଯୋଗେ ପ୍ରଥମେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ସେ ପହଞ୍ଚିଥିଲେ । ବିମାନ ବନ୍ଦରରେ ଅବତରଣ କରିବା ପରେ ରାଜ୍ୟ ସରକାର, ଜିଲ୍ଲା…
ତାଜା ଖବର ଦେଶ Delhi Blast: ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଆଉ ୪ ଡାକ୍ତର ଗିରଫ November 20, 2025 Papirani ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଗିରଫ ହେଲେ ଆଉ ୪ ଜଣ ଡାକ୍ତର । ଜମ୍ମୁ-କାଶ୍ମୀରର ୩ ଓ ଉତ୍ତର ପ୍ରଦେଶର ଜଣେ ଗିରଫ । ଏଯାବତ ୬ ଜଣଙ୍କୁ ଗିରଫ କଲାଣି ଏନଆଇଏ। ଏହି ସମସ୍ତ ଅଭିଯୁକ୍ତ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ…
ତାଜା ଖବର ଦେଶ ରାଜନୀତି Nitish Kumar Oath Ceremony: ଦଶମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ କୁମାର November 20, 2025 Papirani ବିହାରରେ ଆଜିଠୁ ପୁଣି ନୀତୀଶ ଯୁଗ ଆରମ୍ଭ । ଦଶମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଜନତା ଦଳ ୟୁନାଇଟେଡ୍ ନେତା ନୀତୀଶ କୁମାର । ଗୁରୁବାର ପାଟନାସ୍ଥିତ ଗାନ୍ଧୀ ମଇଦାନରେ ଆୟୋଜିତ ଭବ୍ୟ ସମାରୋହରେ ନୀତୀଶ କୁମାର ଶପଥ…
ତାଜା ଖବର ଦେଶ ରାଜନୀତି Nitish Kumar: ଜେଡିୟୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେଲେ ନୀତୀଶ କୁମାର November 19, 2025 Papirani ଜେଡିୟୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେଲେ ନୀତୀଶ କୁମାର । ବିହାର ଜେଡିୟୁ ଦଳ ଶେଷରେ ନୀତୀଶ କୁମାରଙ୍କ ନାମରେ ବିଧିବଦ୍ଧଭାବେ ମୋହର ମାରିଛି । ଆଜି ଜେଡିୟୁ ବିଧାୟକ ଦଳ ବୈଠକରେ ନୀତୀଶ ନେତା ନିର୍ବାଚିତ ହୋଇଛନ୍ତି…