Category: ଦେଶ

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪: ୫୦ ମିଟର ସୁଟିଂ ଇଭେଣ୍ଟରେ ଭାରତରକୁ ମିଳିଲା ବ୍ରୋଞ୍ଜ

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ର ୫୦ ମିଟର ପୁରୁଷ ସୁଟିଂ ଇଭେଣ୍ଟରେ ଭାରତର ତାରକା ସୁଟର ସ୍ଵପ୍ନିଲ କୁସାଲେ ତୃତୀୟ ସ୍ଥାନ ହାସଲ କରି ଶୁଟିଂରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ପ୍ୟାରିସ୍ ଅଲିମ୍ପିକ୍ସରେ ଏହା ହେଉଛି ଭାରତର ତୃତୀୟ ପଦକ…

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ଏସସି, ଏସଟିଙ୍କ ଉପବର୍ଗୀକରଣ ହେବ

ସରକାରୀ ଚାକିରିରେ ସଂରକ୍ଷଣ ଲାଗି ଅନୁସୂଚିତ ଜାତି(ଏସସି) ଏବଂ ଅନୁସୂଚିତ ଜନଜାତି (ଏସଟି)ର ଉପବର୍ଗୀକରଣ କରିପାରିବେ ରାଜ୍ୟ ସରକାର । ଏହି ଦୁଇ ବର୍ଗ ପାଇଁ ପୂର୍ବରୁ ଧାର୍ଯ୍ୟ ଥିବା କୋଟା ବା ସଂରକ୍ଷଣ ଭିତରେ ଆଉ ଏକ ଉପବର୍ଗୀକରଣ କରାଯାଇ…

ଲୋକସଭା ପବ୍ଲିକ ଆକାଉଣ୍ଟ କମିଟିର ସଦସ୍ୟ ଭାବେ ନିର୍ବାଚିତ ହେଲେ ଅପରାଜିତା ଷଡ଼ଙ୍ଗୀ

ଲୋକସଭା ପବ୍ଲିକ ଆକାଉଣ୍ଟ କମିଟିର ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ । ପବ୍ଲିକ ଆକାଉଣ୍ଟ ସଂସଦୀୟ କମିଟିରେ ଉଭୟ ସଦନ ରାଜ୍ୟସଭା ଓ ଲୋକସଭାରେ ମୋଟ୍ ୧୫ ଜଣ ସଦସ୍ୟ ନିର୍ବାଚିତ ହୋଇଥିବା ବେଳେ ସେଥିମଧ୍ୟରୁ…

ୱାଏନାଡ ଭୂସ୍ଖଳନରେ ମୃତକଙ୍କ ସଂଖ୍ୟା ୨୫୦ରୁ ଅଧିକ: ୧୯୦ରୁ ଅଧିକ ନିଖୋଜ

କେରଳ ୱାଏନାଡ ଭୂସ୍ଖଳନ ଘଟଣାରେ ମୃତକଙ୍କ ସଂଖ୍ୟା ୨୫୦ରୁ ଅଧିକକୁ ବୃଦ୍ଧିପାଇଛି । କେବଳ ଚେଲିୟାର ନଦୀରୁ ଏପର୍ଯ୍ୟନ୍ତ ୮୦ରୁ ଅଧକ ଶବ ମିଳିଲାଣି । ଏବେ ବି ୧୯୦ରୁ ଅଧିକ ଲୋକେ ନିଖୋଜ ଅଛନ୍ତି। ସର୍ଚ୍ଚ ଅପରେସନ ଜୋରାଦାର ଚାଲିଛି…

ନୀରବିଗଲେ ମହାନ କ୍ରିକେଟର ଅଂଶୁମାନ ଗାଇକୱାଡ଼

ଲିଭିଗଲା ପୂର୍ବ ଭାରତୀୟ କ୍ରିକେଟର ଅଂଶୁମାନ ଗାଇକୱାଡ଼ଙ୍କ ଜୀବନ ଦୀପ । ବ୍ଲଡ କ୍ୟାନସରରେ ଚାଲିଗଲା ଏହି ମହାନ କ୍ରିକେଟରଙ୍କ ଜୀବନ । ଲଣ୍ଡନର କଳିଙ୍ଗ କଲେଜ ହସ୍ପିଟାଲରେ ଅଂଶୁମାନ ଗାଇକୱାଡ ଚିକିତ୍ସିତ ହେଉଥିଲେ। ଲଣ୍ଡନରେ ଦୀର୍ଘ ସମୟ ବିତାଇବା ପରେ…

ପ୍ରବଳ ବର୍ଷାରେ ବେହାଲ ହିମାଚଳ: ଜଣେ ମୃତ, ୨୮ ନିଖୋଜ

ସମଗ୍ର ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ପରିସ୍ଥିତି ଜଟିଳ ହୋଇପଡିଛି। ଏହା ମଧ୍ୟରେ ହିମାଚଳ ପ୍ରଦେଶର ରାଜଧାନୀ ଶିମଲା ଓ ମଣ୍ଡିରେ ବାଦଲଫଟା ବର୍ଷା ହୋଇଛି। ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୮ ଜଣ ନିଖୋଜ…

୨୦ରୁ ଅଧିକ ବଗି ଛାଡି ପଳାଇଲା ମାଲବାହୀ ଟ୍ରେନ

ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମାଲବାହୀ ଟ୍ରେନ। ୨୦ରୁ ଅଧିକ ବଗି ଛାଡି ପଳାଇଲା ମାଲଗାଡ଼ି। ଭଦ୍ରକରୁ ଖଡ଼ଗପୁର ଅଭିମୁଖେ ଯାଉଥିଲା ବେଳେ ବସ୍ତା-ଅମର୍ଦା ରୋଡ୍‌ ଷ୍ଟେସନ ନିକଟରେ ଏଭଳି ଅଘଟଣ ଘଟିଛି।ଛରେ ବଗି ନ ଥିବା ଜଣାପଡ଼ିବା ପରେ ଡ୍ରାଇଭର…

ୱାଏନାଡ଼ ସ୍ଥିତି ଭୟଙ୍କର: ୨୦୦ ଛୁଇଁଲାଣି ମୃତ୍ୟୁସଂଖ୍ୟା

କେରଳର ୱାଏନାଡ଼ରେ ପ୍ରକୃତି ରଚିଛି ତାଣ୍ଡବ ଲୀଳା। ପଥର ଖଣ୍ଡ ତଳ ହେଉ କି କାଦୁଅ ଭର୍ତ୍ତି ମାଟି, ଖୋଜିଲେ ଉଦ୍ଧାରକର୍ମୀଙ୍କୁ ମାଳ ମାଳ ମୃତଦେହ ମିଳୁଛି । କେଉଁଠି ସନ୍ଧାନୀ କୁକୁର ସହାୟତାରେ ଜୀବନ ଖୋଜା ଚାଲିଛି, ତ ପୁଣି…

ଇସ୍ତଫା ଦେଲେ ବିଜେଡି ସାଂସଦ ମମତା ମହନ୍ତ

୨୦୨୦ ମସିହାରେ ବିଜେଡି ସମର୍ଥନରେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ମମତା ମହନ୍ତ ଆଜି ସାଂସଦ ପଦ ଓ ବିଜେଡି ଦଳରୁ ଇସ୍ତଫା ଦେଇଛନ୍ତି । ରାଜ୍ୟସଭାରୁ ବିଜେଡି ସାଂସଦ ମମତା ମହନ୍ତଙ୍କ ଇସ୍ତଫା ଦେଇଥିବା ରାଜ୍ୟସଭା ଅଧ୍ୟକ୍ଷଙ୍କ ସୂଚନା…

ଚାକିରି ହରାଇଲେ ଟ୍ରେନି ଆଇଏଏସ୍ ପୂଜା ଖେଡକର

ଦିନକୁ ଦିନ ଠକେଇ ଏବଂ ଜାଲିଆତି ଘଟଣାରେ ବିବାଦରେ ଘେରି ହୋଇ ରହିଥିବା ଟ୍ରେନି ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ପୂଜା ଖେଡକରଙ୍କ ଉପରେ କେନ୍ଦ୍ର ଲୋକସେବା ଆୟୋଗ ତରଫରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୟୁପିଏସସି ତରଫରୁ ତାଙ୍କର…