Category: ଦେଶ

ପୂର୍ବ ସରକାରରେ ତିରୁପତି ଲଡୁରେ ଗୋମାଂସ ଚର୍ବି ମିଶୁଥିବା ଅଭିଯୋଗ

ତେଲୁଗୁ ଦେଶମ ପାର୍ଟି ଗୁରୁବାର ଅଭିଯୋଗ ଆଣିଛି ଯେ, ଗୁଜରାଟର ଏକ ପଶୁସମ୍ପଦ ପରୀକ୍ଷାଗାର ବିଶ୍ୱ ପ୍ରସିଦ୍ଧ ତିରୁପତି ଲଡୁ ପ୍ରସ୍ତୁତିରେ ବ୍ୟବହୃତ ଘିଅରେ ଗୋମାଂସ, ଘୁଷୁରୀ ଚର୍ବି ସମ୍ବନ୍ଧୀୟ ସାମଗ୍ରୀ ଏବଂ ମାଛ ତେଲ ମିଶୁଥିବା ଅଭିଯୋଗ କରିଛି। ଲ୍ୟାବ୍‌…

ବର୍ଷା ପାଇଁ ସୋମବାର ପର୍ଯ୍ୟନ୍ତ ସ୍କୁଲ, କଲେଜ ଛୁଟି

ଉତ୍ତର ପ୍ରଦେଶରେ ଲଗାଣ ବର୍ଷା ପରେ ଅନେକ ସ୍ଥାନରେ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି।ଗୁରୁବାର ଆଗ୍ରାର ସମସ୍ତ ବିଦ୍ୟାଳୟରେ ଛୁଟି ଘୋଷଣା କରାଯାଇଛି। ଏ ନେଇ ନିର୍ଦ୍ଦେଶ ଦାୟିତ୍ୱରେ ଥିବା ଜିଲ୍ଲା ଅଧିକାରୀ ପ୍ରତୀଭା ସିଂ ସୂଚନା ଦେଇଛନ୍ତି। ସେ…

୩୬ ଫୁଟ୍‌ ବୋରୱେଲକୁ ଖସିପଡ଼ିଲା ୨ ବର୍ଷର ଶିଶୁକନ୍ୟା

ରାଜସ୍ଥାନ ଦୌସା ଜିଲ୍ଲା ବନ୍ଦିକୁଇ ଅଞ୍ଚଳରେ ପୁଣି ଏକ ଅଘଟଣ ଘଟିଛି। ୩୬ ଫୁଟ୍‌ ବୋରୱେଲକୁ ୨ ବର୍ଷର ଶିଶୁକନ୍ୟା ଖସିପଡିଛି। ମଙ୍ଗଳବାର ଖେଳୁଥିବା ବେଳେ ବୋରୱେଲରେ ଖସିପଡିଛି। କାଲି ରାତିରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଶିଶୁକୁ ଅକ୍ସିଜେନ…

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସୁରକ୍ଷା ଗାଇଡଲାଇନ ଜାରି

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସୁରକ୍ଷା ନେଇ ନୂଆ ଗାଇଡଲାଇନ୍‌ ଜାରି କରାଯାଇଛି। ଡାକ୍ତର, ଛାତ୍ରଛାତ୍ରୀ ଓ ସ୍ବାସ୍ଥ୍ୟସେବା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ପାଇଁ ଗାଇଡଲାଇନ ଉଦ୍ଦିଷ୍ଟ। ଏ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି ହୋଇଛି। ଆରଜି କର ମେଡିକାଲ…

ଦେଶରେ ଦ୍ବିତୀୟ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ

ଭାରତରେ ଦ୍ୱିତୀୟ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣଙ୍କ କେରଳ ରାଜ୍ୟ ମାଲାପୁରମର ୩୮ ବର୍ଷୀୟ ଯୁବକ ବୋଲି ଜଣାପଡିଛି। ଏ ନେଇ କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ସ୍ପଷ୍ଟ କରିଛନ୍ତି। ଆକ୍ରାନ୍ତ ଯୁବକ ନିକଟରେ ଦୁବାଇରୁ ଫେରିଥିଲେ।…

ଚନ୍ଦ୍ରଯାନ-୪ ମିଶନକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବୁଧବାର ଦିନ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଚନ୍ଦ୍ରଯାନ-୪ ମିଶନକୁ ମିଳିଲା ଅନୁମୋଦନ । କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ପ୍ରଦାନ କରି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ଶୁକ୍ର…

ସୁଭଦ୍ରା ଯୋଜନା ପାଇଁ ଖାରଜ ହୋଇଛି ୨ ହଜାର ମହିଳାଙ୍କ ଆବେଦନ: ପ୍ରଭାତୀ ପରିଡ଼ା

ସୁଭଦ୍ରା ଯୋଜନା ଆବେଦନକରୀଙ୍କୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରତିକ୍ରିୟା ଦେଇ କହିଛନ୍ତି ସୁଭଦ୍ରା ଯୋଜନା ପାଇଁ ଆବେଦନା କରିଥିବା ୨ ହଜାର ମହିଳାଙ୍କ ଆବେଦନ ଖାରଜ ହୋଇଛି । ଆକାଉଣ୍ଟ ସଠିକ୍‌ ନଥିବାରୁ ଆବେଦନ ରିଜେକ୍ଟ ହୋଇଥାଇପାରେ । ଶତ…

ୱାନ୍‌ ନେସନ୍‌ ୱାନ୍‌ ପୋଲ୍‌କୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ୱାନ୍‌ ନେସନ୍‌ ୱାନ୍‌ ପୋଲ୍‌କୁ ମିଳିଲା କେନ୍ଦ୍ର କ୍ୟାବିନେଟର ଅନୁମୋଦନ । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ରିପୋର୍ଟକୁ ମିଳିଲା ଅନୁମୋଦନ ଦେଲେ କେନ୍ଦ୍ରକ୍ୟାବିନେଟ । ୱାନ୍‌ ନେସନ୍‌ ୱାନ୍‌ ପୋଲ୍‌ ପାଇଁ କୋବିନ୍ଦଙ୍କ ଅଧ୍ୟକ୍ଷତାରେ କମିଟି ହୋଇଥିଲା । ଆଜି…

ଏସିଆନ ଚାମ୍ପିୟନ୍ସ ଟ୍ରଫି ଜିତିଲା ଭାରତୀୟ ପୁରୁଷ ହକି ଟିମ

ଏସିଆନ ଚାମ୍ପିୟନ୍ସ ଟ୍ରଫି ଜିତିଲା ଭାରତୀୟ ପୁରୁଷ ହକି ଟିମ। ୫ମ ଥର ପାଇଁ ଏସିଆନ ଚାମ୍ପିୟନ୍ସ ଟ୍ରଫିକୁ ହତେଇଛି ଭାରତ।ଆଜି ଭାରତୀୟ ପୁରୁଷ ହକି ଦଳ ଏବଂ ଚୀନ୍ ମଧ୍ୟରେ ଏସିଆନ୍ ହକି ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା…

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଅରବିନ୍ଦ କେଜ୍ରିୱାଲ

ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଆଜି ଅପରାହ୍ନରେ ସେ ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଭେଟି ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଉପରାଜ୍ୟପାଳଙ୍କୁ ନିଜର ଇସ୍ତଫାପତ୍ର ଦେବା ସହ ଆପ ନେତ୍ରୀ…