ତାଜା ଖବର ଦେଶ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଦେଖିବା କିମ୍ବା ଡାଉନ୍ଲୋଡ କରିବା ଏକ ଗୁରୁତର ଅପରାଧ: ସୁପ୍ରିମକୋର୍ଟ September 23, 2024 Papirani ଚାଇଲ୍ଡ ପର୍ଣ୍ଣୋଗ୍ରାଫି ନେଇ ସୁପ୍ରିମକୋର୍ଟଙ୍କ ଆସିଲା ବଡ଼ ରାୟ । ଛୋଟ ପିଲାଙ୍କ ସହ ଜଡିତ ଅଶ୍ଳିଳ ଭିଡ଼ିଓ ଦେଖିବା ଏବଂ ଡାଉନଲୋଡ କରି ରଖିବା ମଧ୍ୟ ପୋକସୋ ଆକ୍ଟ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ଆଇନ ଅଧୀନରେ ଅପରାଧ ବୋଲି…
ତାଜା ଖବର ଦେଶ ଯୁବ କଂଗ୍ରେସ ସଭାପତି ହେଲେ ଉଦୟ ଭାନୁ September 22, 2024 Nirvay ଭାରତୀୟ ଜାତୀୟ ଯୁବ କଂଗ୍ରେସ ସଭାପତି ହେଲେ ଉଦୟ ଭାନୁ ଚିବ୍। ଏଆଇସିସି ସାଧାରଣ ସଂପାଦକ କେସି ବେଣୁଗୋପାଳ ନିଯୁକ୍ତି ନେଇ ସୂଚନା ଦେଇଛନ୍ତି। ଉଦୟଭାନୁ ବର୍ତ୍ତମାନ ଯୁବ କଂଗ୍ରେସର ସାଧାରଣ ସଂପାଦକ ଓ ଜାମ୍ମୁ-କାଶ୍ମୀର ପ୍ରଦେଶ ଯୁବ କଂଗ୍ରେସର ସଭାପତି…
ତାଜା ଖବର ଦେଶ ପୁଣି ରେଳ ଧାରଣାରୁ ମିଳିଲା ଏଲପିଜି ସିଲିଣ୍ଡର September 22, 2024 Nirvay ପୁଣି ଟ୍ରାକ୍ରେ ସିଲିଣ୍ଡର୍ ରଖି ଟ୍ରେନ୍ ଲାଇନଚ୍ୟୁତ କରିବାକୁ ଉଦ୍ୟମ କରାଯାଇଛି। ଉତ୍ତରପ୍ରଦେଶ କାନପୁର ଜିଲ୍ଲାର ପ୍ରେମପୁର ରେଳ ଷ୍ଟେସନ ନିକଟରେ ରବିବାର ସକାଳେ ରେଳ ଧାରଣାରୁ ଏକ ଏଲପିଜି ସିଲିଣ୍ଡର ମିଳିଛି। ମାଲବାହୀ ଟ୍ରେନ୍ ଆଗରେ ସିଲିଣ୍ଡର ଦେଖି ଲୋକୋ…
ତାଜା ଖବର ଦେଶ ରାଜନୀତି ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆତିଶୀ ମର୍ଲେନା September 21, 2024 Papirani ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଆତିଶୀ ମର୍ଲେନା । ମୁଖ୍ୟମନ୍ତ୍ରୀ ଭାବେ ଶପଥ କରାଇଲେ ଉପରାଜ୍ୟପାଳ । ଦିଲ୍ଲୀର ଲେଫନାଣ୍ଟ ଗଭର୍ଣ୍ଣର ବିନୟ କୁମାର ସକେ୍ସନା ରାଜଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଶପଥ ପାଠ କରାଇଛନ୍ତି। ଏହାସହିତ ମନ୍ତ୍ରୀ ଭାବେ ଗୋପାଳ…
ତାଜା ଖବର ଦେଶ ବାୟୁସେନା ମୁଖ୍ୟ ହେବେ ଏୟାର ମାର୍ଶାଲ ଅମର ପ୍ରିତ୍ ସିଂହ September 21, 2024 Papirani ଏୟାର ମାର୍ଶାଲ ଅମର ପ୍ରୀତ୍ ସିଂ ହେବେ ନୂଆ ବାୟୁସେନା ମୁଖ୍ୟ।ଏବେ ସେ ବାୟୁସେନା ଉପମୁଖ୍ୟ ଭାବେ କାର୍ଯ୍ୟରତ ଅଛନ୍ତି । ଆସନ୍ତା ୩୦ରେ ଦାୟିତ୍ବ ଗ୍ରହଣ କରିବେ ଅମର ପ୍ରୀତ । ବର୍ତ୍ତମାନ ବାୟୁସେନା ମୁଖ୍ୟ ଅଛନ୍ତି ଏୟାର ମାର୍ଶାଲ…
ତାଜା ଖବର ଦେଶ ରାଜନୀତି ୩ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି September 21, 2024 Papirani ଆଜିଠୁ ତିନି ଦିନିଆ ଆମେରିକା ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଠାରେ ବାର୍ଷିକ ‘କ୍ୱାଡ’ ଶିଖର ସମ୍ମିଳନୀରେ ଯୋଗଦେବେ ଏବଂ ମିଳିତ ଜାତିସଂଘ ସାଧାରଣ ସଭାରେ ‘ସମିଟ୍ ଅଫ୍ ଦ ଫ୍ୟୁଚର୍’କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ। ବିଶ୍ବର ମଙ୍ଗଳ ପାଇଁ…
ତାଜା ଖବର ଦେଶ ଭରତପୁର ଘଟଣାରେ ରାହୁଲ ଗାନ୍ଧୀଙ୍କ କ୍ଷୋଭ September 20, 2024 Nirvay ଭରତପୁର ଥାନାରେ ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ଅସନ୍ତୋଷ ଲାଗି ରହିଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆ ଏକ୍ସରେ ଏଭଳି ଅମାନୁଷିକ ଘଟଣାର ତୀବ୍ର ନିନ୍ଦା…
ତାଜା ଖବର ଦେଶ ଆର୍ମି ଗାଡ଼ି ଦୁର୍ଘଟଣାଗ୍ରସ୍ତ: ୩ ବିଏସଏଫ ଯବାନ ଶହୀଦ September 20, 2024 Nirvay ଜାମ୍ମୁ-କାଶ୍ମୀରରେ ନିର୍ବାଚନ ଡ୍ୟୁଟିରେ ଥିବା ଆର୍ମି ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେବାରୁ ୩ ବିଏସଏଫ ଯବାନ ଶହୀଦ ହୋଇଛନ୍ତି। କାଶ୍ମୀରର ବଡ଼ଗମରେ ଏହି ଦୁର୍ଘଟଣା ଘଟିଛି। ଦ୍ୟୁତିରେ ଥିବା ବେଳେ ପାହାଡିଆ ରାସ୍ତାରେ ଏକ ବସ ଘାଇକୁ ଖସି ପଡିଥିଲା। ଏହି ବସ…
ତାଜା ଖବର ଦେଶ ମେଜର ଓ ବାନ୍ଧବୀଙ୍କ ନିର୍ଯାତନା ମାମଲା; ପ୍ରିୟଙ୍କା ଗାନ୍ଧିଙ୍କ ଉଦ୍ବେଗ September 20, 2024 Nirvay ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନ୍ୟାୟ ପରିବର୍ତ୍ତେ ନିର୍ଯାତନା ଦିଆଯାଇଥିବା ଘଟଣାରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କ ଉଦ୍ବେଗ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆ ଏକ୍ସ ଜରିଆରେ ପ୍ରତିକ୍ରିୟା ରଖିଛନ୍ତି ପ୍ରିୟଙ୍କା। ଏଭଳି ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି। ସେ…
ତାଜା ଖବର ଦେଶ ରାଜନୀତି ମହାରାଷ୍ଟ୍ରର ୱାର୍ଦ୍ଧାଠାରେ ଜାତୀୟ ପିଏମ୍ ବିଶ୍ୱକର୍ମା କାର୍ଯ୍ୟକ୍ରମକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ September 20, 2024 Papirani ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ୱାର୍ଦ୍ଧାଠାରେ ଜାତୀୟ ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା କାର୍ଯ୍ୟକ୍ରମକୁ ସମ୍ବୋଧନ କରିଛନ୍ତି । ପ୍ରଧାନମନ୍ତ୍ରୀ ‘ଆଚାର୍ଯ୍ୟ ଚାଣକ୍ୟ ଦକ୍ଷତା ବିକାଶ’ ଯୋଜନା ଏବଂ ‘ପୁଣ୍ୟଶ୍ଳୋକ ଅହଲ୍ୟାଦେବୀ ହୋଲକର ମହିଳା ଷ୍ଟାର୍ଟଅପ୍ ଯୋଜନା’ର ଶୁଭାରମ୍ଭ କରିଥିଲେ ।…