ତାଜା ଖବର ଦେଶ ବନ୍ୟା ପାଣିରେ ଜରୁରୀ ଅବତରଣ କଲା ରିଲିଫ୍ କାର୍ଯ୍ୟରେ ନିୟୋଜିତ ବାୟୁସେନା ହେଲିକପ୍ଟର October 2, 2024 Papirani ବଡ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବାୟୁସେନାର ହେଲିକପ୍ଟର । ହେଲିକପ୍ଟର ବ୍ଲେଡ୍ ଭାଙ୍ଗିଯିବାରୁ ବିହାରର ଦରଭଙ୍ଗା ଅଉରାଇ ବ୍ଲକ ବନ୍ୟା ପାଣିରେ ଜରୁରୀ ଅବତରଣ କରିଛି ରିଲିଫ୍ କାର୍ଯ୍ୟରେ ନିୟୋଜିତ ବାୟୁସେନା ହେଲିକପ୍ଟର । ହେଲିକପ୍ଟରରେ ଥିବା ୪ ସୁରକ୍ଷିତ ରହିଥିବା…
ତାଜା ଖବର ଦେଶ ରାଜନୀତି ଜେଲରୁ ୨୦ଦିନ ପାଇଁ ପାରୋଲରେ ବାହାରିଲେ ରାମ ରହିମ; କିନ୍ତୁ ନିର୍ବାଚନରେ ଯୋଗ ଦେଇପାରିବେନି October 2, 2024 Papirani ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ହରିୟାଣାର ରୋହତକର ସୁନାରିଆ ଜେଲରେ ଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମ ଜେଲରୁ ବାହାରିଛନ୍ତି। ଆସନ୍ତା ୫ତାରିଖରେ ହରିୟାଣା ନିର୍ବାଚନ ଥିବାରୁ ଏହା ପୂର୍ବରୁ ରାମ ରହିମଙ୍କୁ ୨୦ଦିନର ପାରୋଲ…
ତାଜା ଖବର ଦେଶ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ October 2, 2024 Nirvay ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀରେ ସ୍ୱଚ୍ଛ ଭାରତ ଅଭିଯାନ ଦେଶବ୍ୟାପୀ ପାଳନ କରାଯାଉଛି। ଏହି ଅବସରରେ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ବୋଧନ ଦେଇଛନ୍ତି। ଦେଶବାସୀଙ୍କ ସହଯୋଗରେ ସ୍ବଚ୍ଛତା ଅଭିଯାନକୁ ୧୦ ବର୍ଷ ପୂରିଲା, ସ୍ବଚ୍ଛ ଭାରତ…
ତାଜା ଖବର ଦେଶ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୩ ମୃତ October 2, 2024 Nirvay ବୁଧବାର ସକାଳେ ମୁମ୍ବାଇ ଅଭିମୁଖେ ଯାଉଥିବା ବେଳେ ପୁଣେର ବାୱଧନ ଅଞ୍ଚଳରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ହେଲିକପ୍ଟରଟି ଅକ୍ସଫୋର୍ଡ ଗଲ୍ଫ କୋର୍ସ ରିସର୍ଟରୁ ଜୁହୁ ଅଭିମୁଖେ ଯାଉଥିଲା। ମୃତକମାନେ ହେଲେ ଗିରିଶ କୁମାର ପିଲ୍ଲାଇ, ପ୍ରୀତମଚାନ୍ଦ…
ତାଜା ଖବର ଦେଶ କୌଣସି ଧାର୍ମିକ ସ୍ଥଳ ସର୍ବସାଧାରଣ ଅଧିକାରରେ ବାଧା ସୃଷ୍ଟି କରିପାରିବ ନାହିଁ: ସୁପ୍ରିମକୋର୍ଟ October 1, 2024 Nirvay ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଜନସାଧାରଣଙ୍କ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ରାସ୍ତା, ଜଳାଶୟ କିମ୍ବା ରେଳଧାରଣା ଉପରେ ଉଲ୍ଲଂଘନ କରୁଥିବା କୌଣସି ଧାର୍ମିକ ଢାଞ୍ଚାକୁ ହଟାଇବା ଜରୁରୀ । ଅଦାଲତ ଭାରତର ଧର୍ମନିରପେକ୍ଷ…
ତାଜା ଖବର ଦେଶ ରୋହତାଙ୍ଗ ପାସ୍ ବିମାନ ଦୁର୍ଘଟଣା; ୫୬ ବର୍ଷ ପରେ ଆଉ ୪ ମୃତଦେହ ଉଦ୍ଧାର October 1, 2024 Nirvay ହିମାଚଳ ପ୍ରଦେଶର ରୋହତାଙ୍ଗ ପାସ୍ ଉପରେ ଭାରତୀୟ ବାୟୁସେନାର ଏଏନ୍-୧୨ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ୫୬ ବର୍ଷରୁ ଅଧିକ ସମୟ ପରେ ଆଉ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯାହା ଭାରତର ଦୀର୍ଘ ଦିନ ଧରି ଚାଲିଥିବା ସର୍ଚ୍ଚ ଅପରେସନରେ…
ତାଜା ଖବର ଦେଶ ମନୋରଞ୍ଜନ ଗୋବିନ୍ଦଙ୍କ ଦେହରେ ଗୁଳି ବାଜିଲା; ହସ୍ପିଟାଲରେ ଭର୍ତ୍ତି October 1, 2024 Nirvay ଅଭିନେତା ଗୋବିନ୍ଦା ସକାଳ ପ୍ରାୟ ୪.୪୫ରେ ଆପଏଣ୍ଟମେଣ୍ଟ ପାଇଁ ଯାଉଥିବା ବେଳେ ହଠାତ୍ ବନ୍ଧୁକରେ ନିଜ ଗୋଡ଼ରେ ଗୁଳି ମାଡ଼ କରିଥିଲେ। ସଙ୍ଗେ ସଙ୍ଗେ ଅଭିନେତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ସେ ସୁସ୍ଥ ଅଛନ୍ତି। ଗୋବିନ୍ଦାଙ୍କ ମ୍ୟାନେଜର ଶଶି ସିହ୍ନା…
ତାଜା ଖବର ଦେଶ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା ରୁଜୁ କଲା ଇଡି September 30, 2024 Nirvay ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଅନ୍ୟମାନଙ୍କ ବିରୋଧରେ ମଇସୁର ନଗର ଉନ୍ନୟନ କର୍ତ୍ତୃପକ୍ଷଙ୍କ ସହ ଜଡ଼ିତ ଏକ ମନି ଲଣ୍ଡରିଂ ମାମଲାରେ ମାମଲା ରୁଜୁ କରିଛି। ଫେଡେରାଲ ଏଜେନ୍ସି ଏନଫୋର୍ସମେଣ୍ଟ କେସ୍ ଇନଫର୍ମେସନ ରିପୋର୍ଟ (ଇସିଆଇଆର)…
ତାଜା ଖବର ଦେଶ ତିରୁପତି ଲଡୁ ବିବାଦ; ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖନ୍ତୁ: ସୁପ୍ରିମକୋର୍ଟ September 30, 2024 Papirani ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦିର ଲଡୁ ବିବାଦର ଆଜି ଜଡ଼ିତ ପିଟିସନ୍ର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମ୍କୋର୍ଟଙ୍କ ଏକ ୨ଜଣିଆ ଖଣ୍ଡପୀଠରେ ଆଜି ଏହି ବିବାଦର ଶୁଣାଣି କରାଯାଇଛି। ଏହି ସମୟରେ ସୁପ୍ରିମକୋର୍ଟ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ…
ତାଜା ଖବର ଦେଶ ରାଜନୀତି ଗାଈକୁ ମିଳିଳା ରାଜ୍ୟମାତା ମାନ୍ୟତା September 30, 2024 Papirani ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଆଜି କ୍ୟାବିନେଟ ବୈଠକରେ ସରକାର ଗାଈକୁ ରାଜ୍ୟମାତା ମାନ୍ୟତା ଦିଆଯାଇଛି। ଦେଶର ବିଭିନ୍ନ ସ୍ଥାନରୁ ପ୍ରତିଦିନ ଗୋଚାଲାଣ ମାମଲା ସାମ୍ନାକୁ ଆସୁଥିବା ବେଳେ ମହାରାଷ୍ଟ୍ର ସରକାର ଆଜି ଏହିଭଳି ନିଷ୍ପତ୍ତି ନେଇଛନ୍ତି । ନିର୍ବାଚନ ପୂର୍ବରୁ…