ଖେଳ ଦେଶ ଚୀନକୁ ହରାଇ ଭାରତ ଜିତିଲା ମହିଳା ଏସିଆନ ଚାମ୍ପିଅନ୍ସ ଟ୍ରଫି ହକି November 20, 2024 Nirvay ବୁଧବାର ଦିନ ଫାଇନାଲରେ ଚୀନ୍ କୁ ୧-୦ରେ ପରାସ୍ତ କରି ଭାରତ ମହିଳା ଏସୀୟ ଚାମ୍ପିଅନ୍ସ ଟ୍ରଫି ୨୦୨୪ ଟାଇଟଲ୍ ହାସଲ କରିଛି।ମୋଟ ଉପରେ, ତୃତୀୟ ଥର ପାଇଁ ଭାରତ ମହିଳା ଏସୀୟ ଚାମ୍ପିଅନ୍ସ ଟ୍ରଫି ଜିତିଛି, ଏହି ପ୍ରତିଯୋଗିତାରେ ଦକ୍ଷିଣ…
ତାଜା ଖବର ଦେଶ ରାଜନୀତି ମହାରାଷ୍ଟ୍ରର ସମସ୍ତ ଓ ଝାଡ଼ଖଣ୍ଡ ଆସନର ଦ୍ଵିତୀୟ ପର୍ଯ୍ୟାୟ ପାଇଁ ମତଦାନ ଜାରି November 20, 2024 Papirani ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ହେଉଥିବା ବେଳେ ଝାଡ଼ଖଣ୍ଡରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆଜି ମତଦାନ ଜାରି ରହିଛି। ଆଜି ଝାଡ଼ଖଣ୍ଡର ୩୮ଟି ବିଧାନସଭା ଆସନ ପାଇଁ ଦ୍ଵିତୀୟ ପର୍ଯ୍ୟାୟ ଓ ମହାରାଷ୍ଟ୍ରର ୨୮୮ଟି…
ଖେଳ ଦେଶ ରାଜ୍ୟ ବାରବାଟୀ ରେ ହେବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚର ଟିକେଟ୍ ଦର ହ୍ରାସ November 19, 2024 Nirvay ୨୦୨୫ ଫେବୃଆରୀ ୯ ରେ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ ବନାମ ଇଂଲଣ୍ଡ ଦିନିକିଆ ଆନ୍ତର୍ଜାତୀୟ ମ୍ୟାଚ ପାଇଁ ଟିକେଟ୍ ମୂଲ୍ଯ ହ୍ରାସ କରାଯାଇଛି। ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ର ବରିଷ୍ଠ ଅଧିକାରୀଙ୍କ…
ଦେଶ ଦିଲ୍ଲୀରେ କୃତ୍ରିମ ବର୍ଷାର ଅନୁମତି ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ ରାୟ November 19, 2024 Nirvay ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ମଙ୍ଗଳବାର ଦିନ କେନ୍ଦ୍ରକୁ ଏକ ଚିଠି ଲେଖି ଜାତୀୟ ରାଜଧାନୀରେ କୃତ୍ରିମ ବର୍ଷା ସୃଷ୍ଟି କରିବାକୁ ଅନୁମତି ମାଗିଛନ୍ତି। ସେ ଆଇ. ଆଇ. ଟି. କାନପୁର ଏବଂ କେନ୍ଦ୍ର ସରକାରଙ୍କ ଅନୁଷ୍ଠାନଗୁଡ଼ିକର ବିଶେଷଜ୍ଞମାନଙ୍କ ସହିତ…
ଦେଶ ଜି-୨୦ ଶିଖର ସମ୍ମିଳନୀରେ ମୋଦି,ସମ୍ପର୍କ ଦୃଢ଼ ନେଇ ବିଶ୍ୱ ନେତାଙ୍କ ସହ ଆଲୋଚନା November 19, 2024 Nirvay ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ଶିଖର ସମ୍ମିଳନୀ ଅବସରରେ ଇଟାଲୀ, ଇଣ୍ଡୋନେସିଆ, ନରୱେ, ପର୍ତ୍ତୁଗାଲ, ଇଜିପ୍ଟ ଏବଂ ଦକ୍ଷିଣ କୋରିଆ ସମେତ ଅନେକ ଦେଶର ନେତାମାନଙ୍କୁ ଭେଟିଥିଲେ ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ଉନ୍ନତ ତଥା ସୁଦୃଢ଼ କରିବାର ଉପାୟ ଉପରେ ଆଲୋଚନା…
ଦେଶ ରାଜନୀତି ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ‘କ୍ୟାସ ଫର ଭୋଟ’ ମାମଲା ରେ ଫସିଲେ ବିଜେପି ନେତା ବିନୋଦ ତାୱଡ଼େ November 19, 2024 Nirvay ମହାରାଷ୍ଟ୍ର ନିର୍ବାଚନର ପୂର୍ବ ସନ୍ଧ୍ୟା ରେ ବହୁଜନ ବିକାଶ ଅଘାଡି (ବିଭିଏ) କର୍ମୀମାନେ ମଙ୍ଗଳବାର ଦିନ ବରିଷ୍ଠ ଭାରତୀୟ ଜନତା ପାର୍ଟି (ବିଜେପି) ନେତା ତଥା ଜାତୀୟ ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କୁ ଭୋଟରମାନଙ୍କୁ ଲାଞ୍ଚ ଦେବାକୁ ଉଦ୍ଯମ କରୁଥିବା ଅଭିଯୋଗ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ November 19, 2024 Papirani ଆସନ୍ତା ୨୯ ତାରିଖରେ ପ୍ରଥମ ଥର ଭୁବନେଶ୍ବରରେ ଅନୁଷ୍ଠିତ ହେବ ଡିଜିପି ସମ୍ମିଳନୀ। ଏଥିରେ ଯୋଗଦେବାକୁ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ନଭେମ୍ବର ୨୯ ତାରିଖରୁ ଡିସେମ୍ବର ୧…
ତାଜା ଖବର ଦେଶ ରାଜ୍ୟ ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ November 19, 2024 Papirani ଡିସେମ୍ବର ୩ ରୁ ୭ ତାରିଖ ପର୍ଯ୍ୟନ୍ତ ୫ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଗସ୍ତ ସମୟରେ ରାଷ୍ଟ୍ରପତି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ମିଳିଛି। ଡିସେମ୍ବର ୩ରୁ ୫ ମଧ୍ୟରେ ଭୁବନେଶ୍ବର ଓ…
ତାଜା ଖବର ଦେଶ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଯୋଗୁଁ ଆଜିଠୁ ସମସ୍ତ ସ୍କୁଲ୍-କଲେଜ୍ ବନ୍ଦ; ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ November 19, 2024 Papirani ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣ ମାତ୍ରା ବିପଦଜ୍ଜନକସ୍ତରରେ ପହଞ୍ଚିଛି। କିଛି ସ୍ଥାନରେ ଏକ୍ୟୁଆଇ ରେକର୍ଡ ସ୍ତର ବିପଦ ଜନକ ହୋଇସାରିଲାଣି । ବାୟୁ ପ୍ରଦୂଷଣ ସ୍ଥିତି ସାଂଘାତିକ ହେବା ଯୋଗୁ ଲୋକେ ନିଶ୍ୱାସ ନେବା କଷ୍ଟକର ହୋଇପଡିଛି। ତେଣୁ ବଢୁଥିବା ପ୍ରଦୂଷଣ ସ୍ଥିତିକୁ…
ଦେଶ ରାଜନୀତି ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ତଥା ବରିଷ୍ଠ ଏନସିପି ନେତା ଅନିଲ ଦେଶମୁଖ ଙ୍କୁ ଆକ୍ରମଣ November 18, 2024 Nirvay ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ତଥା ବରିଷ୍ଠ ଏନସିପି ନେତା ଅନିଲ ଦେଶମୁଖ ସୋମବାର ଦିନ ନାଗପୁର ଜିଲ୍ଲାର କାଟୋଲ-ଜାଲାଲଖେଡ଼ା ରାସ୍ତାରେ ଅଜ୍ଞାତ ବ୍ଯକ୍ତିମାନେ ତାଙ୍କ କାର ଉପରେ ପଥର ମାଡ଼ କରିବା ପରେ ଆହତ ହୋଇଥିଲେ। ଏକ ପଥର କାରର ଝରକା…