Category: ଦେଶ

ୟୁପିରେ ବିଜେପିକୁ ସଫଳତା; ୯ରୁ ୭ ଆସନରେ ବିଜେପି ଆଗୁଆ

ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ସେହିପରି ୧୪ଟି ରାଜ୍ୟର ୪୮ଟି ବିଧାନସଭା ଉପନିର୍ବାଚନ ପାଇଁ ଭୋଟ୍ ଗଣତି ଚାଲିଛି। ଉତ୍ତର ପ୍ରଦେଶର ୯ଟି ବିଧାନସଭା ଆସନ, ରାଜସ୍ଥାନରେ ୭ଟି…

ଝାଡ଼ଖଣ୍ଡରେ ବିଜେପି ପଛୁଆ; ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ହେମନ୍ତ ସୋରେନ

ଝାଡ଼ଖଣ୍ଡରେ ଆଜି ଆସିବ ବିଧାନସଭା ନିର୍ବାଚନ ଫଳାଫଳ । ସେଥିପାଇଁ ଚାଲିଛି ଭୋଟ୍ ଗଣନା । ପ୍ରଥମ ଥର ପାଇଁ ଏକ ଦଳ ରାଜ୍ୟରେ ପୁର୍ନବାର କ୍ଷମତାକୁ ଫେରୁଛିି ବୋଲି ସାମ୍ନାକୁ ଆସୁଛି। ଭୋଟ୍ ଗଣନାରେ ଜେଏମ୍ଏମ୍ ନେତୃତ୍ୱାଧୀନ ଇଣ୍ଡିଆ ଆଲାଇନ୍ସ…

ମହାରାଷ୍ଟ୍ରରେ ସରକାର ଗଠନ ଦିଗରେ ଗତିକରୁଛି ବିଜେପି; ମହାୟୁତିର ସରକାର ବନିବା ଥୟ

ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଆଜି ଫଳାଫଳ ଦିନ । ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ଆଜି ଗଠନ ହେବ ନୂଆ ସରକାର । ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟକୁ ବମ୍ପର ବିଜୟ ମିଳିବାକୁ ଯାଉଛି। ସେପଟେ…

ନୂଆଦିଲ୍ଲୀରେ ଓଡିଆ ସମାଜ ପକ୍ଷରୁ ଆୟୋଜିତ ‘ଓଡିଶା ପର୍ବ ୨୦୨୪’ ର ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଙ୍କ ଅଭିଭାଷଣ

ଶୁକ୍ରବାର ନୂଆଦିଲ୍ଲୀ ରେ ଓଡିଶା ସମାଜ ପକ୍ଷରୁ ଓଡିଶା ପର୍ବ ୨୦୨୪ ପାଳିତ ହୋଇଛି | ଏହି ସମାରୋହ ରେ ମୁଖ୍ୟମନ୍ତ୍ରୀ ମାଝୀ ଙ୍କ ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଧର୍ମେନ୍ଦ୍ର ପ୍ରଧାନ ଯୋଗୋ ଦେଇଥିଲେ |ଓଡିଶା ପର୍ବ ଅବସରରେ ମୁଖ୍ୟମନ୍ତ୍ରୀ…

୨୮ ତାରିଖରୁ ଆରମ୍ଭ ହରିୟାଣାରେ ଅନ୍ତର୍ରାଷ୍ଟ୍ରୀୟ ଗୀତା ମହୋତ୍ସବ; ଷ୍ଟେଟ୍ ପାର୍ଟନର ଭାବେ ଯୋଗ ଦେବ ଓଡ଼ିଶା

ହରିୟାଣାର କୁରୁକ୍ଷେତ୍ରଠାରେ ଆସନ୍ତା ୨୮ ନଭେମ୍ବରଠାରୁ ୧୫ ଡିସେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଛି ୨୦୧୬ରୁ ଆରମ୍ଭ ହୋଇଥିବା ୯ମ ଅନ୍ତର୍ରାଷ୍ଟ୍ରୀୟ ଗୀତା ମହୋତ୍ସବ । ଏହି ମହୋତ୍ସବରେ ତାଞ୍ଜାନିଆ ପାର୍ଟନର ଦେଶ ଭାବେ ଯୋଗ ଦେଉଥିବା ବେଳେ ଓଡ଼ିଶା ପାର୍ଟନର…

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ମଞ୍ଚରେ ଓଡ଼ିଶା ରାଜ୍ୟ ଦିବସ ସମାରୋହ ପାଳିତ

ଭାରତ ଆନ୍ତର୍ଜାତିକ ବାଣିଜ୍ଯ ମେଳା (ଆଇ. ଆଇ. ଟି. ଏଫ୍.) ର ୪୩ତମ ସଂସ୍କରଣ ଭାରତ ମଣ୍ଡପମରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ଯ ଅତିଥି ଭାବେ ଯୋଗ ଦେଇ ମୁଖ୍ଯମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ ଏହି…

ଭାରତ-ଅଷ୍ଟ୍ରେଲିଆ ବର୍ଡ଼ର-ଗାଭାସ୍କର ଟେଷ୍ଟ ମ୍ୟାଚର ପ୍ରଥମ ଦିନ; ଭାରତ ୮୩ ରନରେ ଆଗୁଆ

ଆଜି ବର୍ଡ଼ର-ଗାଭାସ୍କର ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଓ ପ୍ରଥମ ଦିନ । ଆଜି ଭାରତ ପକ୍ଷରୁ ଟେଷ୍ଟରେ ନୀତିଶ ରେଡ୍ଡୀ ଓ ହର୍ଷିତ ରାଣା ପଦାର୍ପଣ କରିଛନ୍ତି । ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଦଳର ନେତୃତ୍ୱ ନେଇଥିବା ଯଶପ୍ରୀତ ବୁମରା…

ନୂଆଦିଲ୍ଲୀରେ ଡାକ୍ତର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ବାର୍ଷିକୀ ପାଳିତ

ଜାତୀୟ ସ୍ତରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଡାକ୍ତର ହରେକୃଷ୍ଣ ମହତାବ ୧୨୫ତମ ଜନ୍ମ ବାର୍ଷିକ ପାଳିତ ହୋଇଯାଇଛି । ଆଜି ପୂର୍ବାହ୍ନ ସାଢ଼େ ୧୧ଟାରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥିଭାବେ ଯୋଗ…

ଲାଞ୍ଚ ଏବଂ ଠକେଇ ଅଭିଯୋଗରେ ଗୌତମ ଆଦାନୀ ହେଲେ ଅଭିଯୁକ୍ତ; ଗିରଫ ୱାରେଣ୍ଟ ଜାରି

ଆଦାନୀ ଗ୍ରୁପ୍‌ର ଚେୟାରମ୍ୟାନ୍ ତଥା ଭାରତୀୟ ଶିଳ୍ପପତି ଗୌତମ ଆଦାନୀଙ୍କ ପାଇଁ ଆମେରିକାରେ ଲାଗିଛି ବଡ ଝଟ୍‌କା । ଆମେରିକୀୟ ନିବେଶକଙ୍କୁ ଠକିବା ଏବଂ ଅଧିକାରୀମାନଙ୍କୁ ଲାଞ୍ଚ ଦେବା ଅଭିଯୋଗ ପରେ ଆମେରିକାର କୋର୍ଟରେ ଏହି ମାମଲାର ଶୁଣାଣି କରି ଗୌତମ…

ଡୋମିନିକାର ସର୍ବୋଚ୍ଚ ଜାତୀୟ ସମ୍ମାନ ପାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିଲା ଡୋମିନିକାର ସର୍ବୋଚ୍ଚ ଜାତୀୟ ସମ୍ମାନ ‘ଦ ଡୋମିନିକା ଆୱାର୍ଡ ଅଫ୍‌ ଅନର । ଇଣ୍ଡିଆ-କାରିକମ୍ ସମ୍ମିଳନୀ (୧୯ରୁ ୨୧)ରେ ରାଷ୍ଟ୍ରପତି ସିଲଭାନି ବର୍ଟନ ମୋଦୀଙ୍କୁ ‘ଦି ଡୋମିନିକା ଆୱର୍ଡ ଅଫ୍ ଅନର’ ସମ୍ମାନରେ ସମ୍ମାନିତ କରିଛନ୍ତି।…