ତାଜା ଖବର ଦେଶ ଦେଶରେ ଶାନ୍ତି ପ୍ରତିଷ୍ଠା ଦିଗରେ ଆତଙ୍କବାଦ ସବୁଠୁ ବଡ଼ ପ୍ରତିବନ୍ଧକ: ପ୍ରଧାନମନ୍ତ୍ରୀ ମୋଦି September 1, 2025 Papirani ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଚୀନର ତିଆନଜିନ୍ ସହରରେ ଅନୁଷ୍ଠିତ ସାଂଘାଇ ସହଯୋଗ ସଂଗଠନ (SCO)ର ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ। ସମ୍ମିଳନୀରେ ଆତଙ୍କବାଦ ପ୍ରସଙ୍ଗ ଉଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…
ତାଜା ଖବର ଦେଶ ଚୀନ୍ ରାଷ୍ଟ୍ରପତି ଜିନ୍ପିଙ୍ଗ୍ଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି August 31, 2025 Papirani ଚୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସାତ ବର୍ଷ ପରେ ଚୀନ୍ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ। ଏହି ସମୟରେ ଆଜି ଚୀନ୍ ରାଷ୍ଟ୍ରପତି ଜିନ୍ପିଙ୍ଗ୍ଙ୍କୁ ଭେଟିଛନ୍ତି ମୋଦି । ଉଭୟ ନେତାଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି । ଚୀନ୍ ତିଆନଜିନ୍ରେ…
ଦେଶ ରାଜ୍ୟ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ମହାନଦୀ ସମସ୍ୟାର ସମାଧାନ ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ August 30, 2025 Nirvay ମହାନଦୀ ସମସ୍ୟାର ସମାଧାନ ଦିଗରେ ଆମେ ଆଉ ଏକ ପାଦ ଆଗକୁ ବଢ଼ିଛି ଓଡିଶା । ଓଡ଼ିଶା ଓ ଛତିଶଗଡ଼ ସରକାର ଦୀର୍ଘ ଦିନର ବିବାଦର ସମାଧାନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଆଜି ଅନୁଷ୍ଠିତ ଏକ ଫଳପ୍ରଦ…
ଦେଶ ମୋବାଇଲ୍ ଡିଭାଇସ୍ ପାଇଁ ଦେଶର ପ୍ରଥମ ଟେମ୍ପର୍ଡ ଗ୍ଲାସ ଉତ୍ପାଦନ ପ୍ଲାଣ୍ଟକୁ ଉଦଘାଟନ କଲେ ଅଶ୍ୱିନୀ ବୈଷ୍ଣବ August 30, 2025 Nirvay କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଶନିବାର ଦିନ ନୋଏଡାରେ ଟେମ୍ପର୍ଡ ଗ୍ଲାସ୍ ଉତ୍ପାଦନ ପ୍ଲାଣ୍ଟକୁ ଉଦଘାଟନ କରିଛନ୍ତି । ଏହା ଭାରତର ପ୍ରଥମ ପ୍ଲାଣ୍ଟ ଯେଉଁଠାରେ ମୋବାଇଲ୍ ଫୋନରେ ବ୍ୟବହୃତ ଟେମ୍ପର୍ଡ ଗ୍ଲାସ୍ ଏବେ ଦେଶରେ…
ତାଜା ଖବର ଦେଶ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେଲେ ଉର୍ଜିତ ପଟେଲ August 29, 2025 Papirani ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର୍ ଉର୍ଜିତ ପଟେଲଙ୍କୁ ମିଳିଲା ବଡ଼ ଦାୟିତ୍ୱ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍ଏଫ୍)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହେଲେ ଉର୍ଜିତ ପଟେଲ। ଆଗାମୀ ୩ ବର୍ଷ ପାଇଁ ଏ ନେଇ କ୍ୟାବିନେଟ୍ ନିଯୁକ୍ତି କମିଟି ଦେଲା ଅନୁମୋଦନ । ଏ…
ଦେଶ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବିଡ୍ ଆବେଦନ ପାଇଁ କ୍ୟାବିନେଟ୍ ମଞ୍ଜୁରୀ August 27, 2025 Nirvay କେନ୍ଦ୍ର ସରକାର ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବା କମନୱେଲଥ ଗେମ୍ସ ଆୟୋଜନ ପାଇଁ ବିଡ୍ ଆବେଦନ ପାଇଁ କ୍ୟାବିନେଟ୍ ମଞ୍ଜୁରୀ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ଏନେଇ ଆସିଥିବା ପ୍ରସ୍ତାବକୁ…
ତାଜା ଖବର ଦେଶ ରାଜନୀତି ପିନାକୀ ମିଶ୍ରଙ୍କ ନାଁରେ ମନି ଲଣ୍ଡରିଂ ଅଭିଯୋଗ August 27, 2025 Papirani ପିନାକୀ ମିଶ୍ରଙ୍କ ନାଁରେ ଆର୍ଥିକ ହେରଫେର, ମନି ଲଣ୍ଡ୍ରିଂ ଅଭିଯୋଗ । ଏହା ସହ ସଂସଦରେ ଦେଶ ସୁରକ୍ଷା ତଥା ରୁଷ ବିରୋଧୀ ପ୍ରଶ୍ନ ପଚାରିବା ଭଳି ସଙ୍ଗୀନ ଅଭିଯୋଗ ହୋଇଛି । ଜାତୀୟ ସୁରକ୍ଷା ପ୍ରତି ବିପଦ ଦର୍ଶାଇ ଗୃହ…
ତାଜା ଖବର ଦେଶ ଜମ୍ମୁ କାଶ୍ମୀରରେ ଭୂସ୍ଖଳନ: ୩୧ ମୃତ August 27, 2025 Papirani ଜମ୍ମୁ କାଶ୍ମୀରରେ ବୈଷ୍ଣୋ ଦେବୀ ଯାତ୍ରା ବେଳେ ଭୂସ୍ଖଳନ। ଏହି ଭୂସ୍ଖଳନରେ ୩୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ଏହା ସହ ଭୂସ୍ଖଳନ ଯୋଗୁଁ ରାସ୍ତାରେ ଫସି ରହିଛନ୍ତି ଅନେକ ଶ୍ରଦ୍ଧାଳୁ । ତ୍ରିକୁଟ…
ତାଜା ଖବର ଦେଶ ରାଜ୍ୟ ପାଟନାରୁ ପୁରୀ ଚାଲିବ ସାପ୍ତାହିକ ପୂଜା ସ୍ୱତନ୍ତ୍ର ଟ୍ରେନ୍ August 25, 2025 Papirani ପାଟ୍ନାରୁ ପୁରୀକୁ ସଂଯୋଗ କରିବ ସାପ୍ତାହିକ ପୂଜା ସ୍ୱତନ୍ତ୍ର ଟ୍ରେନ୍ । ପାର୍ବଣ ଋତୁରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ପରି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ଟ୍ରେନ ନମ୍ବର ୦୩୨୩୦/୦୩୨୨୯ ପାଟନା-ପୁରୀ-ପାଟନା ପୂଜା ସ୍ପେଶାଲ ଟ୍ରେନ୍ ପାଟ୍ନା-ପୁରୀକୁ ସଂଯୋଗ…
ତାଜା ଖବର ଦେଶ ବୁଲା କୁକୁର ପ୍ରସଙ୍ଗ: ସର୍ବସାଧାରଣ ସ୍ଥାନରେ ବୁଲା କୁକୁରଙ୍କୁ ଖାଦ୍ୟ ଦେବା ଉପରେ ଲାଗିଲା ରୋକ୍ August 22, 2025 Papirani ବୁଲାକୁକୁରଙ୍କ ସ୍ଥାନାନ୍ତର ନେଇ ଆସିଲା ସୁପ୍ରିମକୋର୍ଟଙ୍କ ଗୁରୁତ୍ଵପୂର୍ଣ୍ଣ ରାୟ । କୁକୁରଙ୍କୁ ବନ୍ଧ୍ୟାକରଣ ପରେ ବାହାରେ ଛଡାଯାଉ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏହା ସହ ଆକ୍ରାମଣାତ୍ମକ କୁକୁରଙ୍କୁ ଛଡାନଯାଉ ବୋଲି କହିଛନ୍ତି ସୁପ୍ରିମକୋର୍ଟ । କୋର୍ଟ ତାଙ୍କ ନିଷ୍ପତ୍ତିରେ ଅଗଷ୍ଟ…