ତାଜା ଖବର ବ୍ୟବସାୟ ରାଜ୍ୟ ଆସନ୍ତାକାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ March 23, 2025 Papirani ଆସନ୍ତାକାଲି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଗସ୍ତ କାଳରେ ସେ ପ୍ରଭୁ ନୀଳମାଧବଙ୍କୁ ଦର୍ଶନ କରିବେ। ଅପରାହ୍ଣ ୨ଟାରୁ ୫ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଥିବା ସୂଚନା ଦେଇଛନ୍ତି ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ।…
ତାଜା ଖବର ରାଜ୍ୟ ବ୍ରହ୍ମପୁରରେ ୮ ଯୁବକଙ୍କ ନାରକୀୟ କାଣ୍ଡ: ବାଇକରେ ଆସି ବୁଲା କୁକୁରକୁ ଖଣ୍ଡାରେ ହାଣିବା ଭିଡ଼ିଓ ଭାଇରାଲ୍ March 23, 2025 Papirani ମାନବିକତାର ସୀମା ଟପିଲା ମଣିଷ । ବୁଲା କୁକୁରକୁ ଖଣ୍ଡାରେ ହାଣିଲେ ୮ ଦୁର୍ବୃତ୍ତ । ବ୍ରହ୍ମପୁର ଗାନ୍ଧୀନଗର ଲେନ୍ ନଂ-୭ରେ ଘଟିଛି ଏହି ଅମାନବିୟ ଘଟଣା । କୁକୁରକୁ ଆକ୍ରମଣ କରିବା ବେଳର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି…
ତାଜା ଖବର ରାଜ୍ୟ ରାଜ୍ୟରେ କାଳବୈଶାଖୀ ପ୍ରଭାବ; ପ୍ରବଳ ବର୍ଷା ପାଇଁ ସତର୍କ ଜାରି March 23, 2025 Papirani କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ବର୍ଷା, ଘଡ଼ଘଡ଼ି ଜାରି ରହିଛି । ବିଭିନ୍ନ ସ୍ଥାନରେ କୁଆପଥର ସାଙ୍ଗକୁ ବର୍ଷା ଦେଖାଯାଇଛି । ତେବେ ଆଜି ବି ଅନେକ ସ୍ଥାନରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ତେବେ…
ତାଜା ଖବର ରାଜନୀତି ରାଜ୍ୟ ଟାଟା ପାୱାର ବିରୋଧରେ ରାଜରାସ୍ତାରେ ଓଡ଼ିଶା ବିଦ୍ୟୁତ ଉପଭୋକ୍ତା ମହାସଂଘ; ସାମିଲ ହେଲା ବିଜେଡି March 21, 2025 Papirani ଟାଟା ପାୱାରର ମନମାନୀକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଲା ଓଡ଼ିଶା ବିଦ୍ୟୁତ ଉପଭୋକ୍ତା ମହାସଂଘ । ବିଦ୍ୟୁତ ଉପଭୋକ୍ତା ଉପରେ ଟାଟା ପାୱାର ଶୋଷଣ ଓ ଅତ୍ୟାଚାର ବିରୁଦ୍ଧରେ ଆଜି ଲୋୟର ପିଏମଜିରେ ଆନ୍ଦୋଳନ କରିଛି ଓଡ଼ିଶା ବିଦ୍ୟୁତ ଉପଭୋକ୍ତା ମହାସଂଘ…
ତାଜା ଖବର ରାଜ୍ୟ ବାଲିଯାତ୍ରାକୁ ଐତିହ୍ୟ ମାନ୍ୟତା ଦେବା ନେଇ ପ୍ରକ୍ରିୟା ଆରମ୍ଭ: ସୂର୍ଯ୍ୟବଂଶୀ ସୁରଜ March 21, 2025 Papirani ବାଲିଯାତ୍ରାକୁ ଐତିହ୍ୟ ମାନ୍ୟତା ଦେବା ନେଇ ପ୍ରକ୍ରିୟା ଆରମ୍ଭ । ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ସେ ଲିଖିତ ଉତ୍ତରରେ କହିଛନ୍ତି କଳା, ସଂସ୍କୃତି, ଐତିହ୍ୟ ଏବଂ ବାଣିଜ୍ୟ ଗନ୍ତାଘର କୁହାଯାଉଥିବା ବାଲିଯାତ୍ରା…
ତାଜା ଖବର ରାଜ୍ୟ ଯାଜପୁର ଟାଟାଷ୍ଟିଲରେ ବିସ୍ଫୋରଣ; ୮ରୁ ଅଧିକ ଗୁରୁତର March 21, 2025 Papirani ଯାଜପୁରରୋଡ଼ କଳିଙ୍ଗନଗର ଟାଟାଷ୍ଟିଲରେ ବିସ୍ଫୋରଣ। ଆଜି ପ୍ଲାଣ୍ଟର ଷ୍ଟିଲ ମେଲ୍ଟିଂ ସପରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ଜଣେ ମହିଳା ସମେତ ଅତି କମରେ ଆଠ ଜଣ କର୍ମଚାରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସମସ୍ତ ଆହତଙ୍କୁ…
ତାଜା ଖବର ରାଜ୍ୟ ସରକାରୀ ଟଙ୍କାରେ ଚାଲିଥିଲା ଗେମିଂ ଆପ୍ରେ ବେଟିଂ; ପିଇଓ ଗିରଫ March 21, 2025 Papirani ସରକାରୀ ଅର୍ଥରେ କ୍ରିକେଟ୍ ବେଟିଂ । ୪୩ ଲକ୍ଷର ସରକାରୀ ଅର୍ଥରେ କ୍ରିକେଟ୍ ଓ ଗେମିଂ ଆପ୍ରେ ବେଟିଂ କରି ପିଇଓ ଗିରଫ । ସରକାରୀ ଅର୍ଥ ହେରଫେର ମାମଲାରେ ଭିଜିଲାନ୍ସ ଦ୍ୱାରା ଆଜି ଗିରଫ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି…
ତାଜା ଖବର ରାଜ୍ୟ ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ୍ ହରିଶ ଟଣ୍ଡନ୍ March 21, 2025 Papirani ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ୍ ହରିଶ ଟଣ୍ଡନ୍ । ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିଶ କ୍ରମେ ତାଙ୍କୁ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏ ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।…
ତାଜା ଖବର ରାଜ୍ୟ ବ୍ରହ୍ମପୁରରେ ବେଆଇନ ହୁକ୍କା ବାର୍ ଉପରେ ରେଡ୍ March 21, 2025 Papirani ବ୍ରହ୍ମପୁର ସହରରେ ବେଆଇନ ହୁକ୍କା ବାର୍ ଚଳାଉଥିବା ୮ଟି ହୋଟେଲ ଓ ରେଷ୍ଟୁରାଣ୍ଟରେ ଚଢାଉ କରିଛି ପୋଲିସ । ବେଆଇନ ହୁକ୍କା ବାର୍ ଉପରେ ଏକାଧିକ ଚଢାଉ କରି ହୁକା ପାତ୍ର, ତମାଖୁ ଉତ୍ପାଦ ଏବଂ ଅନ୍ୟାନ୍ୟ ଧୂମପାନ ସାମଗ୍ରୀ ଜବତ…
ତାଜା ଖବର ଦେଶ ହାଇକୋର୍ଟ ଜଜ୍ଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା March 21, 2025 Papirani ଦିଲ୍ଲୀ ହାଇକୋର୍ଟ ଜଜ୍ଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା । ଜଜ୍ ୟଶବନ୍ତ ବର୍ମାଙ୍କ ସରକାରୀ ଘରୁ ମିଳିଲା ଟଙ୍କା । ଘରେ ନିଆଁ ଲାଗିବାରୁ ଅଗ୍ନିଶମ ଟିମ୍ ଆସି ନିଆଁ ଲିଭାଇବା ବେଳେ ମିଳିଲା ବିପୁଳ ପରିମାଣର ଟଙ୍କା ।…