Category: ତାଜା ଖବର

ଖୁବଶୀଘ୍ର ୧୦ ହଜାର ଶିକ୍ଷକଙ୍କୁ ଦିଆଯିବ ନିଯୁକ୍ତି: ଗଣଶିକ୍ଷା ମନ୍ତ୍ରୀ

ରାଜ୍ୟରେ ୧୦ ହଜାର ଶିକ୍ଷକଙ୍କୁ ମିଳିବ ନିଯୁକ୍ତି ବୋଲି ଆଜି ବିଧାନସଭା ଗୃହ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି ନୂଆ ସରକାର ଏପର୍ଯ୍ୟନ୍ତ ୧୮ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତି ଦେଇ…

ପୁଣି ଖୋଲିବ ବନ୍ଦ ହୋଇଥିବା ସ୍କୁଲ!

ମିଶ୍ରଣ ପରେ ବନ୍ଦ ହୋଇଥିବା ସ୍କୁଲ ଖୋଲିବା ପ୍ରସଙ୍ଗ । ବନ୍ଦ ହୋଇଯାଇଥିବା ସ୍କୁଲକୁ ନେଇ ଆଜି ବିଧାନସଭା ଗୃହରେ ଅତାବିରା ବିଧାୟକ ନିହାର ମହାନନ୍ଦ କରିଥିବା ପ୍ରଶ୍ନ ବିଜେପି ସବୁ ବନ୍ଦ ସ୍କୁଲ ଖୋଲିବାକୁ ଘୋଷଣା କରିଥିଲା । ସ୍କୁଲ୍‌…

ନେପାଳୀ ଛାତ୍ରୀ ମୃତ୍ୟୁ ପାଇଁ କିଟକୁ ଦାୟୀ କଲେ ଏନଏଚଆରସି

କିଟ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଛାତ୍ରୀଙ୍କ ମୃତ୍ୟୁ ବୋଲି ଦାୟୀ କଲେ ନ୍ୟାଶନାଲ ହ୍ୟୁମାନ ରାଇଟ୍ସ (ଏନଏଚଆରସି) । କିଟ୍ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ଅବହେଳାରୁ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇଲେ ଏନଏଚଆରସି ଟିମ୍। ଏହା ସହ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ମୁଖ୍ୟ…

ରାଜ୍ୟର ଆଉ ୮ ସହରକୁ ମିଳିବ ‘ଆମ ବସ୍‌’ ସେବା

ରାଜ୍ୟର ଆଉ ୮ ସହରକୁ ଆମ ବସ ସେବା ଯୋଗାଇ ଦିଆଯିବ ବୋଲି କ୍ୟାପିଟାଲ ରିଜିନ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ) ତରଫରୁ ସୂଚନା ମିଳିଛି । କ୍ରୁଟର ୪୯ତମ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଅନୁଗୋଳ, ଝାରସୁଗୁଡ଼ା, ଯାଜପୁର,…

୩ ଦିନ ପାଇଁ ହିଟ୍‌ୱେଭ୍‌ ୱାର୍ଣ୍ଣି ଜାରି

ଆଗାମୀ ୩ ଦିନ ପାଇଁ ଜାରି ହେଲା ହିଟ୍‌ ୱେଭ୍‌ ୱାର୍ଣ୍ଣି। ଦିନ ଓ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ସମ୍ଭାବନା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । କାଲି କିଛି ସ୍ଥାନରେ…

ହସ୍ପିଟାଲରେ ଚିକିତ୍ସିତ ଆହତ ପୋଲିସଙ୍କୁ ଭେଟିଲେ ଏସିପି ଓ ଡିସିପି

ଆଜି ରଣଭୂମି ପାଲଟି ଯାଇଥିଲା ରାଜଧାନୀ ରାଜ ରାସ୍ତା। ଲୋୟର ପିଏମଜି ପାଲଟିଥିଲା ରଣ କ୍ଷେତ୍ର। କଂଗ୍ରେସ ବିକ୍ଷୋଭବେଳେ ତୁମୁଳ କାଣ୍ଡ ହୋଇଛି । ଲୋୟର୍ ପିଏମଜିରେ ଆନ୍ଦୋଳନକାରୀମାନେ ସଭା ସ୍ଥଳକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ଅଟକାଇବାକୁ ଚେଷ୍ଟା…

ଆହତ କଂଗ୍ରେସ କର୍ମୀଙ୍କୁ ହସ୍ପିଟାଲରେ ଭେଟିଲେ ଭକ୍ତ ଦାସ, ଅଜୟ ଲଲ୍ଲୁ

ଲୋୟର ପିଏମଜିରେ ପୋଲିସ-କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇ କଂଗ୍ରେସ କର୍ମୀ ଗୁରୁତର ଆହତ ହୋଇଛନ୍ତି । ଆହତ କଂଗ୍ରେସ କର୍ମୀମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଓପିସିସି ସଭାପତି ଭକ୍ତ ଚରଣ ଦାସ ଏବଂ ଓଡି଼ଶା ପ୍ରଦେଶ କଂଗ୍ରେସ ପ୍ରଭାରୀ…

ବର୍ଷକରେ ୨୬୩ ପଡ଼ା ଗାଁକୁ ମିଳିଛି ରାଜସ୍ୱ ଗାଁର ମାନ୍ୟତା

ଗୋଟିଏ ବର୍ଷରେ ୨୬୩ଟି ପଡ଼ା ଗାଁକୁ ମିଳିଛି ରାଜସ୍ୱ ଗାଁର ମାନ୍ୟତା । ଆଗକୁ ଆଉ ୧୪୭ଟି ପଡ଼ା ଗାଁକୁ ରାଜସ୍ୱ ଗାଁ ହେବା ନେଇ ବିଚାରଧୀନ ରହିଛି ଯାହା ଆସନ୍ତା ଏପ୍ରିଲ ସୁଦ୍ଧା ଚୂଡ଼ାନ୍ତ ହେବ । ଏନେଇ ଦୁଷ୍ମନ୍ତ…

ନବମ ଓ ଦଶମ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ

ନବମ, ଦଶମ ଶ୍ରେଣୀ ପିଲାଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା ।ଏଥିପାଇଁ ରାଜ୍ୟ ସରକାର ୫୭୦.୭୧ କୋଟି ଟଙ୍କା ବ୍ୟୟ କରିବେ । ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ବଜେଟ୍‌ରୁ ଖର୍ଚ୍ଚ ହେବ…

କ୍ଷତିରେ ଚାଲୁଛି OSRTC ବସ୍

ଅଚଳ ହୋଇ ପଡ଼ିଛି ପରିବହନ ବିଭାଗର ୧୦୯ ବସ୍‌ । ତେଣୁ କ୍ଷତିରେ ଚାଲୁଛି OSRTC ବସ୍। ଦୁଇ ବର୍ଷରେ OSRTC କ୍ଷତି ସହିଲାଣି ୪୫ କୋଟି ୪୬ ଲକ୍ଷ ଟଙ୍କା। ଆଜି ବିଧାନସଭାରେ ଏ ନେଇ ଲିଖିତ ଉତ୍ତର ରଖିଛନ୍ତି…