ତାଜା ଖବର ରାଜ୍ୟ ଅଗଷ୍ଟ ୩୧ ତାରିଖରେ ହେବ ସ୍ପେଶାଲ୍ OTET ପରୀକ୍ଷା August 1, 2025 Papirani ଅଗଷ୍ଟ ୩୧ ତାରିଖରେ ହେବ ସ୍ପେଶାଲ୍ OTET ପରୀକ୍ଷା ।OTET ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ବିବାଦ ପରେ ନୂଆ ପରୀକ୍ଷା ତାରିଖ ଜାରି କରିଛି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) । ୨ ସିଟିଂରେ କରାଯିବ ପରୀକ୍ଷା । ସକାଳ ୯ଟାରୁ…
ତାଜା ଖବର ରାଜ୍ୟ ରାଜ୍ୟରେ ଖୋଲିବ ମଡେଲ୍ ମଣ୍ଡି: ପ୍ରଦୀପ ବଳସାମନ୍ତ August 1, 2025 Papirani ଆସନ୍ତା ବର୍ଷ ସୁଦ୍ଧା ରାଜ୍ୟରେ ଖୋଲିବ ମଡେଲ୍ ମଣ୍ଡି । ଏ ନେଇ ଆଜି ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ । ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ୩୦ଟି ଜିଲ୍ଲାରେ ୩୮ଟି ମଡେଲ୍ ମଣ୍ଡି ଖୋଲିବାକୁ ଯାଉଛି ।…
ତାଜା ଖବର ରାଜନୀତି ରାଜ୍ୟ ବିଧାନସଭା ଘେରିବେ ୨୦ ହଜାର ମହିଳା: ଭକ୍ତ ଦାସ August 1, 2025 Papirani ରାଜ୍ୟରେ ନାରୀ ନିର୍ଯାତନା ଘଟଣା ବୃଦ୍ଧିକୁ ନେଇ ବିଧାନସଭା ଘେରିବେ ୨୦ ହଜାର ମହିଳା । ଏ ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି ବିଧାନସଭା ମୌସୁମୀ ଅଧିବେଶନ ଦିନ ଘେରାଉ କରିବେ…
ତାଜା ଖବର ରାଜ୍ୟ ଧାନ ବିକ୍ରି ପାଇଁ ସରଳ ହେଲା ଚାଷୀ ପଞ୍ଜିକରଣ August 1, 2025 Papirani ଖରିଫ ଧାନ ପଞ୍ଜିକରଣ ପ୍ରକ୍ରିୟାକୁ ସରଳୀକରଣ କଲେ ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି ଚାଷୀ କେବଳ ଗୋଟିଏ ସେଲ୍ପ ଡିକ୍ଲାରେସନ୍ ଫର୍ମରେ ଦସ୍ତଖତ କରିବେ। ଯାହା ନାଁ ରେ…
ତାଜା ଖବର ଦେଶ ସେପ୍ଟେମ୍ବର ୯ରେ ଉପରାଷ୍ଟ୍ରପତି ନିର୍ବାଚନ August 1, 2025 Papirani ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ । ସେଥିପାଇଁ ଆସନ୍ତା ୭ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ଜଗଦୀପ ଧନଖଡଙ୍କ ଇସ୍ତଫା ପରେ ଖାଲି ପଡିଥିବା ଉପରାଷ୍ଟ୍ରପତି ପଦ ସେପ୍ଟେମ୍ବର ୯ରେ ପୂରଣ ହେବ । ନାମାଙ୍କନ ପତ୍ର ଦାଖଲର…
ତାଜା ଖବର ରାଜ୍ୟ ରତ୍ନଭଣ୍ଡାର ଗଣତିମଣତି କରିବେ ଆରବିଆଇ ଏକ୍ସପର୍ଟ August 1, 2025 Papirani ରତ୍ନଭଣ୍ଡାର ଗଣତିମଣତି କରିବେ ଆରବିଆଇ ଏକ୍ସପର୍ଟ । ଏ ନେଇ ଆଜି ସୂଚନା ଦେଇଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ଚଳିତ ମାସରେ ରତ୍ନଭଣ୍ଡାରର ସମସ୍ତ ଅଳଙ୍କାରର ଗଣତିମଣତି ହେବ । ସେଥିପାଇଁ ୨ ଜଣ ଏକ୍ସପର୍ଟ…
ତାଜା ଖବର ଦେଶ ବିଶ୍ୱ ଭାରତ ସମେତ ସମସ୍ତ ଦେଶକୁ ମିଳିଲା ଆଶ୍ୱସ୍ତି; ସପ୍ତାହେ ପାଇଁ ସ୍ଥଗିତ ହେଲା ଟ୍ରମ୍ପଙ୍କ ଟାରିଫ୍ ପ୍ଲାନ୍ August 1, 2025 Papirani ୭ ଦିନ ପାଇଁ ଭାରତ ସମେତ ସମସ୍ତ ଦେଶକୁ ମିଳିଲା ଆଶ୍ୱସ୍ତି । ଆମେରିକାର ୨୫ ପ୍ରତିଶତ ଟାରିଫ୍ ପ୍ଲାନ୍ ଏକ ସପ୍ତାହ ପାଇଁ ଘୁଞ୍ଚିଲା । ଆଜି ଲାଗୁହେବାକୁ ଥିବା ଟାରିଫ୍ ପ୍ଲାନ୍ ଆସନ୍ତା ଅଗଷ୍ଟ ୭ ତାରିଖରୁ ଲାଗୁ…
ତାଜା ଖବର ଦେଶ ମନି ଲଣ୍ଡରିଂ ମାମଲା: ଶିଳ୍ପପତି ଅନିଲ ଅମ୍ବାନୀଙ୍କୁ ସମନ କଲା ଇଡି August 1, 2025 Papirani ଶିଳ୍ପପତି ଅନିଲ ଅମ୍ବାନୀଙ୍କୁ ସମନ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିଲାଏନ୍ସ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଏବଂ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କୁ ସମନ ଜାରି କରିଛି। ଅଗଷ୍ଟ ୫ ତାରିଖରେ ଜେରା ପାଇଁ ହାଜର…
ତାଜା ଖବର ଦେଶ ବିଶ୍ୱ ଆଜିଠାରୁ ଭାରତ ଉପରେ ଲାଗିବ ୨୫ ପ୍ରତିଶତ ଟାରିଫ୍ August 1, 2025 Papirani ଭାରତ ଉପରେ ଆମେରିକାର ଟାରିଫ ମାଡ଼। ଆଜିଠାରୁ ଆମେରିକା ଭାରତ ଉପରେ ଶୁଳ୍କ ଲାଗୁ କରିବ। ୨୫ ପ୍ରତିଶତ ଟାରିଫ୍ ସହ ଜରିମାନା ଆଦାୟ ହେବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ଆମେରିକା ଭାରତରୁ ଆମଦାନୀ ହେଉଥିବା…
ତାଜା ଖବର ରାଜନୀତି ରାଜ୍ୟ ବିସ୍ଥାପିତଙ୍କ ପାଇଁ ଲଢିବ କଂଗ୍ରେସ: ଭକ୍ତ ଦାସ July 31, 2025 Papirani ଆଜି କଂଗ୍ରେସ ଭବନଠାରେ ଏଆଇସିସି ମାନବିଧିକାର ସଂଘଟନ ପକ୍ଷରୁ ପ୍ରାୟ ୧୫ ଗୋଟି ଜିଲ୍ଲାରୁ ଆସିଥିବା କର୍ମକର୍ତ୍ତା ଓ ଶତାଧିକ ସ୍ଵେଚ୍ଛାସେବୀ ସଭାରେ ଯୋଗ ଦେଇଥିଲେ । ଏହି ସଭାରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଏବଂ ଏଆଇସିସି…