ତାଜା ଖବର ରାଜ୍ୟ ରମ୍ଭାଠାରେ ଓଡ଼ିଶାର ୪୧ ଜଣ ମହାନ ବରପୁତ୍ର ମାନଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ June 5, 2025 Papirani ଗଞ୍ଜାମ ଜିଲ୍ଲା ରମ୍ଭାଠାରେ ଉତ୍କଳ ସଂଗ୍ରାମୀ ସ୍ମାରକୀ ପୀଠ ଠାରେ ମାନନୀୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ୪୧ ଜଣ ମହାନ ବରପୁତ୍ର ମାନଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମାନ୍ୟବର ଇସ୍ପାତ ଓ ଖଣି ମନ୍ତ୍ରୀ…
ତାଜା ଖବର ରାଜ୍ୟ ଗଂଜାମରେ ୧୨ଟି ଶିଳ୍ପ ପାଇଁ ୨୮ ହଜାର କୋଟିରୁ ଉର୍ଦ୍ଧ୍ବ ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ June 5, 2025 Papirani ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଂଜାମ ଜିଲ୍ଲା ଗସ୍ତରେ ଯାଇ ଛତ୍ରପୁର ଠାରେ ସମୁଦାୟ ୧୨ଟି ଶିଳ୍ପ ପାଇଁ ୨୮ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ବ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ କହିଛନ୍ତିଯେ, ଗ୍ରୀନ ହାଇଡ୍ରୋଜେନ୍, କେମିକାଲ୍ସ ଓ…
ତାଜା ଖବର ରାଜ୍ୟ ସରକାରଙ୍କ ବର୍ଷପୂର୍ତ୍ତିରେ ୫ ଶହ ସ୍କୁଲର ପଡ଼ିବ ଭିତ୍ତିପ୍ରସ୍ତର June 5, 2025 Papirani ୫ ଶହ ଗୋଦାବରୀଶ ବିଦ୍ୟାଳୟର ପଡ଼ିବ ଭିତ୍ତିପ୍ରସ୍ତର । ସରକାରଙ୍କ ବର୍ଷପୂର୍ତ୍ତିରେ ୫୦୦ ସ୍କୁଲର ପଡ଼ିବ ଭିତ୍ତିପ୍ରସ୍ତର । ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏନେଇ ଆଜି ସୂଚନା ଦେଇଛନ୍ତି ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ…
ତାଜା ଖବର ରାଜ୍ୟ ଚଳିତ ବର୍ଷ ୭.୫ କୋଟି ବୃକ୍ଷ ରୋପଣ କରିବେ ରାଜ୍ୟ ସରକାର June 5, 2025 Papirani ଆଜି ଭୁବନେଶ୍ବର ସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନ ଠାରେ ରାଜ୍ୟସ୍ତରୀୟ ବିଶ୍ୱ ପରିବେଶ ଦିବସ ମହାସମାରୋହରେ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟ ସରକାର, ଗୋଟିଏ ବର୍ଷରେ…
ତାଜା ଖବର ରାଜ୍ୟ ଭୁଲ ଇଞ୍ଜେକ୍ସନ୍ ଯୋଗୁଁ ରୋଗୀଙ୍କ ମୃତ୍ୟୁ ଘଟଣା; କୋରାପୁଟରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ June 5, 2025 Papirani ଭୁଲ ଇଞ୍ଜେକ୍ସନ୍ ୬ ରୋଗୀଙ୍କ ମୃତ୍ୟୁ ଘଟଣା ସମୀକ୍ଷା ପାଇଁ କୋରାପୁଟରେ ପହଞ୍ଚିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ସ୍ବାସ୍ଥ୍ୟମନ୍ତ୍ରୀ ପହଞ୍ଚିଥିବା ଜଣାପଡିଛି । ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସହ ବରିଷ୍ଠ ଅଧିକାରୀ…
ତାଜା ଖବର ରାଜ୍ୟ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ June 5, 2025 Papirani ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜେପି ସରକାରକୁ ବର୍ଷେ ପୁରିଥିବାରୁ ସରକାର ଏହାକୁ ଧୁମଧାମରେ ପାଳନ କରିବାକୁ ଯାଉଛନ୍ତି । ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତିରେ ସାମିଲ ହେବା ପାଇଁ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ। ଜୁନ୍ ୧୧ କିମ୍ବା…
ତାଜା ଖବର ରାଜ୍ୟ ବିଶିଷ୍ଟ ପରିବେଶବିତ୍ ମେଧା ପାଟେକରଙ୍କୁ ଅଟକ ରଖିଲା ପୋଲିସ୍ June 5, 2025 Papirani ରାୟଗଡ଼ା ବିଶିଷ୍ଟ ପରିବେଶବିତ୍ ମେଧା ପାଟେକର ଅଟକ ।ବିଶ୍ଵ ପରିବେଶ ଦିବସରେ ପ୍ରାକୃତିକ ସମ୍ପଦ ସମାବେଶରେ ଯୋଗଦେବାକୁ ଯାଉଥିବା ବେଳେ ରାୟଗଡା ରେଳ ଷ୍ଟେସନରୁ ପୁଲିସ ଉଠାଇ ନେଇଥିବା ସୂଚନା ମିଳିଛି। କାଶୀପୁରରେ ଆୟୋଜିତ ସମାବେଶରେ ଯୋଗ ଦେଇଥାନ୍ତେ ମେଧା ପାଟେକର।…
ତାଜା ଖବର ରାଜ୍ୟ ଶିକ୍ଷକଙ୍କ ବଦଳି କ୍ଷମତା ପ୍ରତ୍ୟାହାର ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଣେଶ୍ବର ବେହେରା June 5, 2025 Papirani ଶିକ୍ଷକଙ୍କ ବଦଳି କ୍ଷମତା ପ୍ରତ୍ୟାହାର ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ବର ବେହେର। ସେ ଲେଖିଛନ୍ତି ବିଧାୟକମାନେ ନିଜ ଜିଲ୍ଲା ଭିତରେ ପ୍ରତିବର୍ଷ ୧୫ଜଣ ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀଙ୍କ ବଦଳି ପାଇଁ ସୁପାରିସ କରିପାରିବେ। ରାଜ୍ୟ ସରକାରଙ୍କ…
ତାଜା ଖବର ରାଜ୍ୟ ଭିଜିଲାନ୍ସ ଜାଲରେ ବ୍ରହ୍ମପୁରର ମହିଳା ଥାନା ଏଏସଆଇ ବବିତା ସୁନା June 4, 2025 Papirani ଲାଞ୍ଚ ନେଇ ଧରା ପଡିଲେ ବ୍ରହ୍ମପୁରର ମହିଳା ଥାନା ଏଏସଆଇ ବବିତା ସୁନା। ଏକ ମାମଲାର ରଫାଦଫା ପାଇଁ ୧୦ହଜାର ତାଙ୍କ ଲାଞ୍ଚ ନେଉଥିବା ସମୟରେ ଧରିଥିଲା ଭିଜିଲାନ୍ସ। ବବିତା ସୁନାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ନିଜ ହେପାଜତକୁ…
ଖେଳ ତାଜା ଖବର ଦେଶ ବେଙ୍ଗାଲୁରୁରେ ଆରସିବିର ବିଜୟ ଉତ୍ସବ ବେଳେ ଦଳାଚକଟା; ୧୧ ମୃତ, ୫୦ ଆହତ June 4, 2025 Papirani ବେଙ୍ଗାଲୁରୁରେ ବିଜୟ ଉତ୍ସବ ସମୟରେ ଅଘଟଣ। ଆରସିବି ଆଇପିଏଲ ୨୦୨୫ ଟ୍ରଫି ଜିତିବା ପରେ ଟିମକୁ ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମରେ ସମ୍ବର୍ଦ୍ଧନା ସମାରୋହ ଆୟୋଜନ କରାଯାଇଛି । କିନ୍ତୁ ଏହାରି ମଧ୍ୟରେ ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ଦଳାଚକଟା ହୋଇ ୭ ଜଣଙ୍କ…