ତାଜା ଖବର ବ୍ୟବସାୟ Commercial LPG Cylinder Prices Hiked: ବଜେଟ୍ ପୂର୍ବରୁ ବଢ଼ିଲା କମର୍ସିଆଲ୍ LPG ଦର February 1, 2026 Papirani ବଜେଟ୍ ପୂର୍ବରୁ ବଢ଼ିଲା କମର୍ସିଆଲ୍ LPG ଦର । ୧୯ କେଜି କମର୍ସିଆଲ୍ LPG ଦର ୪୯ ଟଙ୍କା ବଢ଼ିଲା । ୧୯ କେଜି କମର୍ସିଆଲ୍ LPG ଦର ୧୭୪୦ ଟଙ୍କାଙ୍କୁ ବୃଦ୍ଧି ହୋଇଥିବା ବେଳେ ଘରୋଇ LPG ଦର ଅପରିବର୍ତ୍ତିତ…
ତାଜା ଖବର ଦେଶ ରାଜନୀତି Sunetra Pawar Takes Oath As Maharashtra’s Deputy CM: ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସୁନେତ୍ରା ପାୱାର January 31, 2026 Nirvay ଏନସିପି ନେତା ଅଜିତ ପାୱାରଙ୍କର ପତ୍ନୀ ସୁନେତ୍ରା ପାୱାର ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବରେ ଆଜି ଶପଥ ଗ୍ରହଣ କରିଛନ୍ତି । ମୁମ୍ବାଇର ଲୋକ ଭବନରେ ଆୟୋଜିତ ଏକ ଗମ୍ଭୀର କାର୍ଯ୍ୟକ୍ରମରେ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ ସୁନେତ୍ରା ପାୱାରଙ୍କୁ ପଦ…
ତାଜା ଖବର ରାଜ୍ୟ 5 killed In Berhampur Road Accident: ବ୍ରହ୍ମପୁରରେ ଭୟଙ୍କର ସଡ଼କ ଦୁର୍ଘଟଣା; ୫ ମୃତ, ୪ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ January 31, 2026 Nirvay ବ୍ରହ୍ମପୁରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଆଜି ଅପରାହ୍ନରେ ବ୍ରହ୍ମପୁର ହଳଦିଆପଦର ଛକ ନିକଟରେ ଓଭର ବ୍ରିଜ୍ରେ ଏକ ଟ୍ରକ ଓ ବାଇକ୍ ମଧ୍ୟରେ ଧକ୍କା ହୋଇଥିଲା । ବିପରୀତ ଦିଗରୁ ଆସି ୩ଟି ବାଇକ୍ ଉପରେ ଚଢିଗଲା…
ତାଜା ଖବର ରାଜନୀତି ରାଜ୍ୟ Kalikesh At Naveen Niwas: ନବୀନଙ୍କ ପରେ କୌଣସି ଲିଡରସିପ୍ର ପ୍ରଶ୍ନ ଉଠୁନି କହିଲେ କଳିକେଶ January 31, 2026 Nirvay ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ଆଜି ନବୀନ ନିବାସରେ ଭେଟିବା ପରେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓ କହିଛନ୍ତି ଯେ ନବୀନଙ୍କ ପରେ କୌଣସି ଲିଡରସିପ୍ର ପ୍ରଶ୍ନ ଉଠୁନି । ନବୀନଙ୍କ ସହ ପୂରା ବିଜୁ ଜନତା…
ତାଜା ଖବର ରାଜନୀତି ରାଜ୍ୟ Kalikesh At Naveen Niwas: ବିଜେଡିରେ ‘ଉତ୍ତରାଧିକାରୀ’ ଝଡ଼; ନବୀନ ନିବାସରେ କଳିକେଶ January 31, 2026 Nirvay ବିଜେଡିର ଭବିଷ୍ୟତ ଓ ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ନେଇ ପୁଣିଥରେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି । ଆଜି ନବୀନ ନିବାସରେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓ ପହଞ୍ଚିବା ପରେ ବିଜେଡିରେ ଝଡ଼ ସୃଷ୍ଟି ହୋଇଛି । ପୂର୍ବରୁ…
ତାଜା ଖବର ରାଜ୍ୟ OHRC Declares ‘Dahani’ Term As Criminal Offence: ‘ଡାହାଣୀ’ ଶବ୍ଦ ଅପରାଧ; ଆଇନ ସଂଶୋଧନ ପାଇଁ OHRCଙ୍କ ନିର୍ଦ୍ଦେଶ January 31, 2026 Nirvay ଓଡ଼ିଶା ମାନବ ଅଧିକାର ଆୟୋଗ (OHRC) ଡାହାଣୀ ଶିକାର ଭଳି କୁସଂସ୍କାର ପ୍ରଥା ବିରୋଧରେ ଏକ ଐତିହାସିକ ଆଦେଶ ଜାରି କରିଛନ୍ତି । ଡାହାଣୀ ଶବ୍ଦକୁ ଅପରାଧ ଭାବେ ଘୋଷଣା କରିବା ସହିତ ଆଇନ ସଂଶୋଧନ ଓ ସଚେତନତା ପାଇଁ ସରକାରଙ୍କୁ…
ତାଜା ଖବର ରାଜ୍ୟ Subhadra Bus Soon In Bhubaneswar: ମହିଳା ଯାତ୍ରୀଙ୍କ ପାଇଁ ଭୁବନେଶ୍ୱରରେ ଗଡ଼ିବ ‘ସୁଭଦ୍ରା ବସ୍’ January 31, 2026 Nirvay ମହିଳା ଯାତ୍ରୀଙ୍କ ପାଇଁ ଭୁବନେଶ୍ୱରରେ ଗଡ଼ିବ ‘ସୁଭଦ୍ରା ବସ୍’ । ରାଜଧାନୀ ଭୁବନେଶ୍ୱରରେ ମହିଳା ଯାତ୍ରୀଙ୍କ ପାଇଁ ‘ସୁଭଦ୍ରା ବସ୍’ ଚଳାଇବା ପାଇଁ ସ୍ଥିର କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର…
ତାଜା ଖବର ରାଜ୍ୟ Orissa High Court Contempt Case: ଅଦାଲତ ଅବମାନନା ମାମଲାରୁ ମୁକ୍ତି ପାଇଲେ IAS ଉଷା ପାଢ଼ୀ January 30, 2026 Papirani ଅଦାଲତ ଅବମାନନା ମାମଲାରୁ ମୁକ୍ତି ପାଇଲେ ଆଇଏଏସ୍ ଉଷା ପାଢ଼ୀ । ହାଇକୋର୍ଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲେ ଉଷା ପାଢ଼ୀ । ଏହାସହିତ ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ପାଳନ କରିଥିବା ରିପୋର୍ଟ ମଧ୍ୟ ଦାଖଲ କରିଛନ୍ତି। ନିର୍ଦ୍ଦେଶ ପାଳନ ହୋଇଥିବାରୁ…
ତାଜା ଖବର ରାଜ୍ୟ Kotia Border Dispute: କୋଟିଆରେ ବେଆଇନ୍ ଅନୁପ୍ରବେଶ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ: ମନ୍ତ୍ରୀ January 30, 2026 Papirani କୋଟିଆରେ ବେଆଇନ୍ ଅନୁପ୍ରବେଶ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । କୋଟିଆ ସୀମା ବିବାଦ ଉପରେ ଓଡ଼ିଶା ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି, ଏହି ଅଞ୍ଚଳରେ ଯେକୌଣସି ଅବୈଧ ପ୍ରବେଶ କଲେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି…
ତାଜା ଖବର ରାଜ୍ୟ Shri Jagannath Darshan Yojana: ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ରାଜ୍ୟ ସରକାର January 30, 2026 Papirani ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ରାଜ୍ୟ ସରକାର । ୬୦ରୁ ୭୫ ବର୍ଷ ବୟସ୍କ ଓ ବିଧବା ମହିଳାଙ୍କୁ ଜଗନ୍ନାଥ ଦର୍ଶନ କରାଇବେ ସରକାର । ଏଥିପାଇଁ ଖୁବ୍ଶୀଘ୍ର ଆରମ୍ଭ ହେବ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା । ଏନେଇ ପଞ୍ଚାୟତ…