Category: ତାଜା ଖବର

ପଶ୍ଚିମବଙ୍ଗରୁ ଆସିଲା ଆଳୁ; ଦିନେ ଦୁଇଦିନ ଭିତରେ ଦୂରହେବ ଆଳୁ ସମସ୍ୟା

ରାଜ୍ୟରେ ଦିନକୁ ଦିନ ବେଲଗାମ ହେଉଛି ଆଳୁ ଦର । ପଶ୍ଚିମବଙ୍ଗରୁ ଠିକ୍ ସମୟରେ ଆଳୁ ଟ୍ରକ୍ ନ ଆସିବାରୁ ଚାହିଦା ଅନୁସାରେ ଆଳୁ ନ ଥିବାରୁ ଦର ବଢ଼ିବାରେ ଲାଗିଛି। କେଉଁଠି ଆଳୁ କିଲୋଗ୍ରାମ୍ ପିଛା ୬୦ ଟଙ୍କା ଥିବା…

ରାଜ୍ୟରେ ଆଉ ଖୋଲିବନି ନୂଆ ମଦ ଦୋକାନ

ଏଥର ସାବାଡ଼ ହେବେ ମଦ୍ୟପ। ଏହା ମଧ୍ୟରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ଆଉ ନୂଆ ମଦ ଦୋକାନ ଖୋଲାଯିବ ନାହିଁ। ଏ ଦିଗରେ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିସହ ଚୋରା ମଦ ବିକ୍ରି…

ଆଇଏଏସସ୍ତରରେ ବଡ଼ଧରଣର ଅଦଳବଦଳ

ଆଇଏଏସସ୍ତରରେ ବଡ଼ଧରଣର ଅଦଳବଦଳ ହୋଇଛି। ୧୯ ଜିଲ୍ଲାରେ ନୂଆ ଜିଲ୍ଲାପାଳ ନିଯୁକ୍ତ ହୋଇଛନ୍ତି । ବିଜୟ କୁମାର ଦାଶ ଗଜପତି, ସ୍ମୃତିରଞ୍ଜନ ପ୍ରଧାନ କେନ୍ଦ୍ରାପଡ଼ା, ପାରୁଲ ପଟୱାରି ରାୟଗଡ଼ା, ଅମୃତ ଋତୁରାଜ କନ୍ଧମାଳ, ସିଦ୍ଧେଶ୍ବର ବଳିରାମ ବୋନ୍ଦର ସମ୍ବଲପୁର, ହେମକାନ୍ତ ସାଏ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର କୋଇଲା ସଚିବ; ସ୍ଥାନୀୟ ନିଯୁକ୍ତିକୁ ଅଗ୍ରାଧିକାର ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଆଜି ଲୋକସେବା ଭବନରେ କେନ୍ଦ୍ର କୋଇଲା ବିଭାଗ ସଚିବ ଶ୍ରୀ ଅମ୍ରିତ ଲାଲ ମୀନା ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଶ୍ରୀ ମୀନାଙ୍କ ସହିତ କୋଲ୍ ଇଣ୍ଡିଆର ଅଧ୍ୟକ୍ଷ ଶ୍ରୀ ପି.ଏମ୍‌ ପ୍ରସାଦ…

ରାଜଧାନୀରେ ଟ୍ରାଫିକ ପୋଲିସ ପିନ୍ଧିବେ ଗେରୁଆ ରଙ୍ଗର ରେନ୍‌କୋଟ୍

ବର୍ଷା ବେଳେ ରାଜଧାନୀର ଟ୍ରାଫିକ ପୋଷ୍ଟରେ ମୁତୟନ ଥୂବା ପୋଲିସ କର୍ମଚାରୀ ବ୍ୟବହାର କରିବେ ଗେରୁଆ ରଙ୍ଗର ରେନ୍‌କୋଟ୍ । ସେଥିପାଇଁ ସେମାନଙ୍କୁ ଗେରୁଆ ରଙ୍ଗର ରେନ୍‌କୋଟ୍ ପ୍ରଦାନ କରାଯାଇଛି । ସୂଚନା ମୁତାବକ; ବର୍ଷା ବେଳେ ରାଜଧାନୀର ଟ୍ରାଫିକ ପୋଷ୍ଟରେ…

ବିନେଶଙ୍କ ଡିସକ୍ୱାଲିଫାଏଡ୍ ଘଟଣା: ପ୍ରତିକ୍ରିୟା ରଖିଲେ ଆଇଓଏର ମୁଖ୍ୟ ପି.ଟି ଉଷା

ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍ (ଆଇଓଏ)ର ସଭାପତି ପି.ଟି ଉଷା ଆଜି ପ୍ୟାରିସ୍ ଅଲିମ୍ପିକ୍ସରେ ୫୦ କିଲୋଗ୍ରାମ ଇଭେଣ୍ଟ ଫାଇନାଲରୁ ଭିନେଶ ଫୋଗାଟଙ୍କ ଡିସକ୍ୱାଲିଫାଏଡ୍ କୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଏହା ଏକ ଚକିତ ଏବଂ ନିରାଶ ଜନକ…

ବନ୍ଦ ହେଲା ହୀରାକୁଦର ଆଉ ୨ଟି ଗେଟ୍‌; କମୁଛି ଜଳସ୍ତର

ଉପରମୁଣ୍ଡରେ ବର୍ଷା କମିଥିବାରୁ ଆଜି ହୀରାକୁଦ ଜଳଭଣ୍ଡାରର ଆଉ ୨ଟି ଗେଟ୍ ବନ୍ଦ ହୋଇଛି । ଦୁଇଟି ଗେଟ୍ ବନ୍ଦ ହେବା ପରେ ବର୍ତ୍ତମାନ ୮ଟି ଗେଟ୍‌ ଦେଇ ପ୍ରବାହିତ ହେଉଛି ବନ୍ୟାଜଳ। ପୂର୍ବରୁ ହୀରାକୁଦ ଜଳଭଣ୍ଡାରର ୪ଟି ସ୍ଲୁଇସ୍ ଗେଟ୍…

ରାଜ୍ୟରେ ଆହୁରି ବର୍ଷିବ ବର୍ଷା, ୨୪ ଘଣ୍ଟାରେ ଆଉ ଏକ ଲଘୁଚାପ ସୃଷ୍ଟି

୨୪ ଘଣ୍ଟା ଭିତରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାକୁ ଥିବା ବେଳେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା। ଗାଙ୍ଗେୟ ପଶ୍ଚିମବଙ୍ଗ, ଉତ୍ତର ଓଡିଶା ନିକଟ ସମୁଦ୍ରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ସୃଷ୍ଟି…

ସେପ୍ଟେମ୍ବରରେ ୩ରେ ହେବ ରାଜ୍ୟସଭା ଉପନିର୍ବାଚନ; ଓଡ଼ିଶାରୁ ଗୋଟିଏ ଆସନ

ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ୩ ସେପ୍ଟେମ୍ବରରେ ହେବ ଉପନିର୍ବାଚନ । ଏଥିପାଇଁ ୧୪ ଅଗଷ୍ଟରେ ପ୍ରକାଶ ପାଇବ ବିଜ୍ଞପ୍ତି । ରାଜ୍ୟସଭାରେ ୧୨ଟି ଆସନ ପାଇଁ ହେବ ଉପନିର୍ବାଚନ । ସେଥିମଧ୍ୟରୁ ଓଡିଶାରେ ରହିଛି ଗୋଟିଏ…

ଭାରତର କୁସ୍ତିଯୋଦ୍ଧା ବିନେଶ ଫୋଗଟ ଅସୁସ୍ଥ; ହସ୍ପିଟାଲରେ ଭର୍ତ୍ତି 

ପ୍ୟାରିସ ଅଲିମ୍ପିକ୍ସରେ ଭାରତର କୁସ୍ତିଯୋଦ୍ଧା ବିନେଶ ଫୋଗଟଙ୍କୁ ଧାର୍ଯ୍ୟ ସୀମାଠାରୁ ମାତ୍ର ୧୦୦ ଗ୍ରାମ ଅଧିକ ଓଜନ ହେଇଥିବାରୁ ତାଙ୍କୁ ଆଜି ଫାଇନାଲ ମ୍ୟାଚ ପୂର୍ବରୁ ଅଯୋଗ୍ୟ ଘୋଷଣା କରାଯାଇଛି। ଏହାପରେ ସେ ମୁଣ୍ଡ ବୁଲାଇବା ସହ ଚେତାଶୂନ୍ୟ ହୋଇପଡ଼ିବାରୁ ହସ୍ପିଟାଲରେ…