Category: ତାଜା ଖବର

Bhawanipatna MLA Death Threat: ବିଧାୟକ ସାଗର ଦାସଙ୍କୁ ହତ୍ୟା ଧମକ ଘଟଣା; କ୍ଷୋଭ ପ୍ରକାଶ କଲେ ଭକ୍ତ ଦାସ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣାର ସଦର ବିଧାୟକ ସାଗର ଚରଣ ଦାସଙ୍କୁ ମିଳିଛି ହତ୍ୟା ଧମକ। ବିଧାୟକ ନିଜ ସୋସିଆଲ ମିଡ଼ିଆ ମାଧ୍ୟମରେ କହିଛନ୍ତି ଆଜି ସକାଳେ କିଛି ଦୁର୍ବୃତ୍ତ ମୋର ଭବାନୀପାଟଣା ଜୋନ୍ ସଭାପତିଙ୍କୁ ଆକ୍ରମଣ କରିଥିଲେ ଏବଂ ମୋର ସ୍ଥାନ…

Odisha Cabinet: ରାଜ୍ୟ କ୍ୟାବିନେଟରେ ୯ଟି ବିଭାଗର ୧୨ ପ୍ରସ୍ତାବ ଉପରେ ବାଜିଲା ମୋହର

ସରିଲା ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ। ଲୋକସେବା ଭବନର ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶା କ୍ୟାବିନେଟର ୩୦ତମ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ୯ଟି ବିଭାଗର ୧୨ ପ୍ରସ୍ତାବ ଉପରେ କ୍ୟାବିନେଟ୍ ମୋହର ବାଜିଛି।…

Humane Sagar’s Death: ଓଲିଉଡ୍ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ଘଟଣା; ୨ ମ୍ୟାନେଜରଙ୍କ ନାଁରେ ଏତଲା

ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଚର୍ଚ୍ଚିତ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ନେଇ ଆରୋପ ପ୍ରତ୍ୟାରୋପ ଲାଗି ରହିଛି। ଏହାରି ମଧ୍ୟରେ ହ୍ୟୁମାନଙ୍କ ୨ ମ୍ୟାନେଜରଙ୍କ ନାଁରେ ଟାଉନ୍ ଥାନାରେ ଏତଲା ଦିଆଯାଇଛି । ମ୍ୟାନେଜର ଦିନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ…

2nd Test: ଗୌହାଟୀ ଟେଷ୍ଟରୁ ବାଦ୍ ପଡ଼ିଲେ ଶୁବମନ ଗିଲ୍; ପନ୍ତଙ୍କୁ ଅଧିନାୟକ ଦାୟିତ୍ୱ

ଗୌହାଟୀ ଟେଷ୍ଟରୁ ବାଦ୍ ପଡ଼ିଲେ ଶୁବମନ ଗିଲ୍। ବେକରେ ଆଘାତ କାରଣରୁ ବାଦ୍ ପଡ଼ିଲେ ଗିଲ୍। ଗିଲ୍‌ଙ୍କ ଅନୁପସ୍ଥିତିରେ ନେତୃତ୍ବ ନେବେ ରିଷଭ ପନ୍ତ। ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ବିତୀୟ ଟେଷ୍ଟରେ ନେତୃତ୍ବ ନେବେ ପନ୍ତ। ପ୍ରଥମ ଟେଷ୍ଟରେ ବେକରେ ଆଘାତ…

Kolkata Earthquake: କୋଲକାତାରେ ଭୂକମ୍ପ ଝଟକା, ତୀବ୍ରତା ୫.୨ ରେକର୍ଡ

କୋଲକାତାରେ ଭୂକମ୍ପ ଝଟକା । ପଶ୍ଚିମବଙ୍ଗର କୋଲକାତାରେ ଭୂକମ୍ପ ଅନୁଭୂତ ହୋଇଛି । ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପ ତୀବ୍ରତା ୫.୨ ରେକର୍ଡ କରାଯାଇଛି । ସକାଳ ୧୦ଟା ୦୮ ରୁ ୧୦ଟା ୧୦…

Pitabas Panda Murder Case: ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା; ପୁଣି ରିମାଣ୍ଡରେ ଗଲେ ୪ ଅଭିଯୁକ୍ତ

ବହୁ ଚର୍ଚ୍ଚିତ ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ପୁଣି ରିମାଣ୍ଡରେ ଗଲେ ୪ ଅଭିଯୁକ୍ତ। ସେମାନଙ୍କୁ ପୁଣି ୨ ଦିନଆ ରିମାଣ୍ଡରେ ନେଇଛି ପୋଲିସ। ଆଜି ଅଭିଯୁକ୍ତ ଉମା, ଚିଣ୍ଟୁ, କୁରୁପତି ଓ ଯୋଗେନ୍ଦ୍ରକୁ ୨ ଦିନିଆ ରିମାଣ୍ଡରେ…

Odisha Cabinet Meeting: ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ

ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ ବୈଠକ ।ଏଥିରେ ବିଭିନ୍ନ ବିଭାଗର ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା ହେବା ସହିତ ମୋହର ବାଜିବ ବୋଲି ଜଣାପଡ଼ିଛି । ଶୀତକାଳୀନ…

Shrimandir: ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗଜପତି ମହାରାଜା ଅଧ୍ୟକ୍ଷତାରେ ବସିବ ବୈଠକ । ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସ୍‌ପିଙ୍କ ସମେତ ପରିଚାଳନା କମିଟିର ସମସ୍ତ ସଦସ୍ୟଙ୍କ ସହ…

Dharmasala Block Chairperson: ଧର୍ମଶାଳା ବ୍ଲକ ଅଧ୍ୟକ୍ଷା ହେଲେ ବିଜେପି ସମର୍ଥିତ ସୁଚିସ୍ମିତା ଦାସ

ଧର୍ମଶାଳା ବ୍ଲକ ଅଧ୍ୟକ୍ଷା ହେଲେ ବିଜେପି ସମର୍ଥିତ ସୁଚିସ୍ମିତା ଦାସ । ନିର୍ଦ୍ଧାରିତ ସମୟରେ ଆଉ କେହି ପ୍ରାର୍ଥୀପତ୍ର ଦାଖଲ ନକରିବାରୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ଫଳରେ ଏହି ଆସନ ବିଜେପି ହାତକୁ ଯାଇଛି । ସୁଚିସ୍ମିତା ଦାସ ହେଉଛନ୍ତି…

Delhi Blast: ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଆଉ ୪ ଡାକ୍ତର ଗିରଫ

ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଗିରଫ ହେଲେ ଆଉ ୪ ଜଣ ଡାକ୍ତର । ଜମ୍ମୁ-କାଶ୍ମୀରର ୩ ଓ ଉତ୍ତର ପ୍ରଦେଶର ଜଣେ ଗିରଫ । ଏଯାବତ ୬ ଜଣଙ୍କୁ ଗିରଫ କଲାଣି ଏନଆଇଏ। ଏହି ସମସ୍ତ ଅଭିଯୁକ୍ତ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ…