Category: ତାଜା ଖବର

ସହିଦ ମାଧୋ ସିଂ ଯୋଜନା: ହାତ ଖର୍ଚ୍ଚ ପାଇଁ ଛାତ୍ରଛାତ୍ରୀଙ୍କୁ ମିଳିବ ୫ ହଜାର ଟଙ୍କା

ଅନୁସୂଚିତ ଜାତି ଜନ ଜାତି ଓ ଅଛୁଆଁ ବର୍ଗର ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ଓ ଡ୍ରପ ଆଉଟ ରୋକିବା ପାଇଁ ଚଳିତ ବର୍ଷରୁ ଲାଗୁ ହେବ ସହିଦ ମାଧୋ ସିଂ ହାତ ଖର୍ଚ୍ଚ । ଏହା ଦ୍ବାରା ହତାଖର୍ଚ୍ଚ ପାଇଁ ଏସ୍‌ସି/ଏସ୍‌ଟି…

ଓଡ଼ିଶାର ବିଶ୍ୱ ଦକ୍ଷତା କେନ୍ଦ୍ରର ଇଣ୍ଟର୍ଣ୍ଣ ଓ ସିଙ୍ଗାପୁରର ଇଣ୍ଟର୍ଣ୍ଣଙ୍କ ସହ କଥା ହେଲେ ମୋଦି

ଦୁଇ ଦିନିଆ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି କହିଛନ୍ତି, ସିଆଇଆଇ-ଏଣ୍ଟରପ୍ରାଇଜ ସିଙ୍ଗାପୁର ଇଣ୍ଡିଆ ରେଡି ଟ୍ୟାଲେଣ୍ଟ ପ୍ରୋଗ୍ରାମର ଏକ ଅଂଶ ଭାବରେ ଭାରତରୁ ଆସିଥିବା ଓଡ଼ିଶାର ବିଶ୍ୱ ଦକ୍ଷତା କେନ୍ଦ୍ରର ଇଣ୍ଟର୍ଣ୍ଣ ଏବଂ…

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ; ୬ ମାଓବାଦୀ ନିହତ

ତେଲେଙ୍ଗାନା କୋଥଗୁଡେମ୍‌ ଜିଲ୍ଲା ନୀଳାଦ୍ରିପେଟ୍‌ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଫାଳରେ ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ଆହତ ହୋଇଛନ୍ତି। ଅପରପକ୍ଷରେ ମାଓବାଦୀଙ୍କ ପାଲଟା ଗୁଳିଚାଳନାରେ ୨ ସୁରକ୍ଷାକର୍ମୀ…

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପ୍ରବେଶ ଉପରେ ପ୍ରତିବନ୍ଧକ

ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସନ୍ଧ୍ୟା ୬ଟା ପରେ ବିଶ୍ୱବିଦ୍ୟାଳୟ ପରିସରରେ ବାହାର ଲୋକଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରୋକ୍ଟୋରିଆଲ୍ ବୋର୍ଡ ବୈଠକରେ କମିଟି ନିମ୍ନଲିଖିତ ନିଷ୍ପତ୍ତି ସ୍ଥିର କରିଛି। ସନ୍ଧ୍ୟା…

ଆଶୁ ଆରୋଗ୍ୟ କାମନା ପାଇଁ ଶୁଭେଛୁଙ୍କୁ ଧନ୍ୟବାଦ ଦେଲେ ଆଠଗଡ଼ ବିଧାୟକ

ନିକଟରେ ନୂଆଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ମେରୁଦଣ୍ଡର ବଡ଼ ଅସ୍ତ୍ରୋପଚାର କରାଯାଇଥିଲା। ତାଙ୍କ ଆଶୁ କାମନା କରିଥିବା ଶୁଭେଛୁଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ତାଙ୍କ ଚିକିତ୍ସା ସମୟରେ ଡାକ୍ତର ଏବଂ ମେଡିକାଲ କର୍ମଚାରୀଙ୍କ ସେବା…

କେରଳ ଓ ତ୍ରିପୁରାକୁ ୫ କୋଟି ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ: ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କେରଳର ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାଇ ବିଜୟନ ଓ ତ୍ରିପୁରାର ମୁଖ୍ୟମନ୍ତ୍ରୀ ଶ୍ରୀ ମାନିକ ଶାହାଙ୍କ ସହିତ ଫୋନ ଯୋଗେ ଆଲୋଚନା କରି ଉଭୟ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଘଟିଥିବା କ୍ଷୟକ୍ଷତି ପାଇଁ ସମବେଦନା…

ମହିଳା ଭୋଟବ୍ୟାଙ୍କ୍ କମିଯିବାରୁ ନବୀନ ବାବୁଙ୍କୁ ଭୟ ଘାରିଛି

ବାସ୍ତବରେ ୨୪ ବର୍ଷ ବିଜୁଜନତା ଦଳ ସରକାରରେ ଥିଲାବେଳେ ମହିଳାମାନଙ୍କୁ ଆର୍ଥିକ ସଶକ୍ତିକରଣ ପାଇଁ କିଛି କରିନଥିଲା । ବିଜେଡି ମୁଖିଆ ନବୀନ ବାବୁଙ୍କର ଦୀର୍ଘ ୨୪ବର୍ଷ ପରେ ହଠାତ୍ ମହିଳାଙ୍କ ପ୍ରତି ସମ୍ମାନ ଓ ସମ୍ବେଦନଶୀଳତା ଦେଖି ଆଶ୍ଚର୍ଯ୍ୟ ଲାଗୁଛି…

ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତା ସମାବେଶ; ବିଜେପିର ମିଛକୁ ପର୍ଦ୍ଦାଫାସ କରିବାକୁ ଆହ୍ବାନ

ଶଙ୍ଖ ଭବନରେ ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତା ସମାବେଶ ଅନୁଷ୍ଠିତ ହୋଇଛି। ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ଓ ରାଜ୍ୟ ନେତୃବୃନ୍ଦକୁ ସମ୍ବୋଧିତ କରିବା ଅବସରରେ ବିଜେପିର ମିଛକୁ ପର୍ଦ୍ଦାଫାସ କରିବାକୁ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି।…

ସୁଭଦ୍ରା କଲ ସେଣ୍ଟର ଉଦଘାଟିତ

ସୁଭଦ୍ରା କଲ୍‌ ସେଣ୍ଟର ଉଦ୍‌ଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଓସିଏସିଠାରେ ଏହି କଲ ସେଣ୍ଟର ଉଦଘାଟିତ ହୋଇଛି । କଲ ସେଣ୍ଟର ଉଦଘାଟନ କରି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ସୂଚନା ଦେଇଛନ୍ତି ଯେ, ସର୍ବସାଧାରଣ ନିଜର ସୁବିଧା ବିଷୟରେ…

ସୁଭଦ୍ରା ଫର୍ମକୁ ନେଇ ଦ୍ୱନ୍ଦ୍ୱ ଦୂର

ସୁଭଦ୍ରା ଯୋଜନାରେ ଫର୍ମ ଆବେଦନ ଆରମ୍ଭ ହେବାକୁ ଥିବା ବେଳେ ଦ୍ୱନ୍ଦ୍ୱ ଦୂର କଲେ ଜନସେବା କେନ୍ଦ୍ର କାର୍ଯ୍ୟକାରୀ ମୁଖ୍ୟ। ଘରେ ରହି ଅନଲାଇନରେ ଶୁଭଦଦ୍ରା ଯୋଜନାର ଆବେଦନ କରିପାରିବେନି ବୋଲି କହିଛନ୍ତି। କେବଳ ଜନ ସେବା, ମୋ ସେବା କେନ୍ଦ୍ରରେ…