ତାଜା ଖବର ରାଜନୀତି ରାଜ୍ୟ ଭିକେ ପାଣ୍ଡିଆନଙ୍କ ବାସଭବନ ଆଗରୁ ହଟିଲା ସୁରକ୍ଷା ବଳୟ June 10, 2024 Papirani ଭୁବନେଶ୍ୱର ୟୁନିଟ୍ ୬ରେ ଥିବା ଭିକେ ପାଣ୍ଡିଆନଙ୍କ କ୍ୱାର୍ଟର ଆଗରେ କରାଯାଇଥିବା ବ୍ୟାରିକେଡ୍କୁ ହଟାଇ ଦିଆଯାଇଛି। ଗତକାଲି ବିଜେଡିର ଶୋଚନୀୟ ପରାଜୟ ପାଇଁ ଗତକାଲି ବିଜେଡି କର୍ମୀଙ୍କୁ ଭୁଲ୍ ମାଗି ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି ଭିକେ ପାଣ୍ଡିଆନ୍ । ଆଗରୁ ରାଜ୍ୟରେ…
ତାଜା ଖବର ଦେଶ ରାଜନୀତି ପ୍ରଧାନମନ୍ତ୍ରୀ ଚାଷୀଙ୍କୁ ଦେଲେ ବଡ଼ ଉପହାର; ଚାଷୀଙ୍କୁ ମିଳିବ ୨୦ ହଜାର କୋଟି June 10, 2024 Papirani ପ୍ରଧାନମନ୍ତ୍ରୀ ଲଗାତର ତୃତୀୟ ଥର ଭାବେ ଶପଥ ଗ୍ରହଣ କରିବାର ଠିକ ଗୋଟିଏ ଦିନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କୁ ବଡ଼ ଉପହାର ଦେଇଛନ୍ତି। ଆଜି ପ୍ରଧାନମନ୍ତ୍ରୀ କିଷାନ ନିଧି ୧୭ତମ କିସ୍ତି ରିଲିଜ୍ କରିବା ପାଇଁ ପିଏମ ମୋଦି…
ତାଜା ଖବର ଦେଶ ରାଜନୀତି ମୋଦି ୩.୦ ସରକାର ପରେ କାହାକୁ ମିଳିବ କେଉଁ ବିଭାଗ ? ଆଜି ବସିପାରେ କ୍ୟାବିନେଟ ବୈଠକ June 10, 2024 Papirani ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି ସରକାରର ଆଜି ବସିପାରେ ପ୍ରଥମ କ୍ୟାବିନେଟ୍ ବୈଠକ । ସଂଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବୈଠକ ବସିପାରେ । ସନ୍ଧ୍ୟା ୫ଟାରେ ପ୍ରଧାନମନ୍ତ୍ରୀଙ୍କ ଲୋକ କଲ୍ୟାଣ ମାର୍ଗ ବାସଭବନରେ ବସିପାରେ କ୍ୟାବିନେଟ୍ ବୈଠକ। ସେହିପରି…
ତାଜା ଖବର ରାଜନୀତି ରାଜ୍ୟ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଏବଂ ଜୁଏଲ ଓରାମଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ June 10, 2024 Papirani କେନ୍ଦ୍ର କ୍ୟାବିନେଟରେ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଏବଂ ଜୁଏଲ ଓରାମଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକ ତାଙ୍କ ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି ଦେଶ ପାଇଁ…
ତାଜା ଖବର ଦେଶ ରାଜନୀତି ରାଜ୍ୟ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ June 10, 2024 Papirani ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ ପଟ୍ଟନାୟକ ତାଙ୍କ ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି, କ୍ରମାଗତ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ଆପଣଙ୍କର ଏକ ସଫଳ କାର୍ଯ୍ୟକାଳ…
ତାଜା ଖବର ରାଜନୀତି ରାଜ୍ୟ ମୁଖ୍ୟମନ୍ତ୍ରୀ କିଏ ହେବେ ଘୋଷଣାକୁ ଅପେକ୍ଷା କରନ୍ତୁ : ସୁରେଶ June 10, 2024 Papirani ଦିଲ୍ଲୀରୁ ଫେରିବା ପରେ ବିଧାୟକ ସୁରେଶ ପୂଜାରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବ ଖବରଦାତାଙ୍କ ପ୍ରଶ୍ନରେ ସୁରେଶ ପୂଜାରୀ କହିଛନ୍ତି, ଘୋଷଣାକୁ ଅପେକ୍ଷା କରନ୍ତୁ। ଖୁବ୍ଶୀଘ୍ର ଦଳୀୟ ନିଷ୍ପତ୍ତି ନିଆଯିବ। ପର୍ଯ୍ୟବେକ୍ଷକ ଭାବେ ରାଜନାଥ ସିଂହ, ଭୁପେନ୍ଦ୍ର…
ତାଜା ଖବର ଦେଶ ରାଜନୀତି ରାଜ୍ୟ ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ଚୟନ ନେଇ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କୁ ଦିଆଗଲା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦାୟିତ୍ଵ June 10, 2024 Papirani ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପରେ ଏବେ ଓଡ଼ିଶା ମୁଖ୍ୟମନ୍ତ୍ରୀ ବିଷୟରେ ଆଲୋଚନା ଶେଷ ହେବ ବୋଲି ସୂଚନା ମିଳିଛି। ଓଡ଼ିଶାର ଆଗାମୀ ମୁଖ୍ୟମନ୍ତ୍ରୀ କିଏ ହେବେ ସେନେଇ ଚାରିଆଡ଼େ ସସପେନ୍ସ ଲାଗିରହିଥିବା ବେଳେ…
ତାଜା ଖବର ରାଜନୀତି ରାଜ୍ୟ ଆମେ ଡିଫେନ୍ସିଭ୍ ହୋଇ ନିର୍ବାଚନ ଲଢିଲୁ- ପ୍ରଦୀପ ମାଝୀ June 8, 2024 Papirani ବିଜେଡିର ଶୋଚନୀୟ ପରାଜୟକୁ ନେଇ ବିସ୍ଫୋରକ ବୟାନ ଦେଲେ ପ୍ରଦୀପ ମାଝୀ । ସେ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମର ସାକ୍ଷାତକାରରେ କହିଛନ୍ତି ଆମେ ଯେପରି ଲଢ଼ିଥିଲୁ ଆଶାତୀତ ନଥିଲା । ଆମେ ଡିଫେନ୍ସିଭ୍ ହୋଇ ନିର୍ବାଚନ ଲଢିଲୁ । ନବୀନଙ୍କୁ କାଉଣ୍ଟର…
ତାଜା ଖବର ରାଜନୀତି ରାଜ୍ୟ ବିଜେପିରେ ସାମିଲ ହେବେ ବଡମ୍ବାର ନବନିର୍ବାଚିତ ସ୍ୱାଧୀନ ବିଧାୟକ June 8, 2024 Papirani ବିଜେପିରେ ସାମିଲ ହେବେ ଆଉ ଜଣେ ସ୍ୱାଧିନ ବିଧାୟକ । ବଡମ୍ବାର ନବନିର୍ବାଚିତ ସ୍ୱାଧୀନ ବିଧାୟକ ବିଜୟ କୁମାର ଦଳବେହେରା ବିଜେପିରେ ସାମିଲ ହେବାକୁ ଯାଉଛନ୍ତି । ସେ ଆଗରୁ ବିଜେପିରେ ଥିଲେ କିନ୍ତୁ ଟିକେଟ ନ ମିଳିବାରୁ ସ୍ବାଧୀନରେ ନିର୍ବାଚନ…
ତାଜା ଖବର ରାଜ୍ୟ କୋଇଲା ଟ୍ରେନ୍ରେ ଲାଗିଲା ନିଆଁ June 8, 2024 Papirani ବାଲେଶ୍ୱର ଜିଲ୍ଲା ସୋର ଷ୍ଟେଶନରେ ଆଜି ଏକ କୋଇଲା ବୋଝେଇ ଟ୍ରେନ୍ରେ ନିଆଁ ଲାଗିଯାଇଛି। ଟ୍ରେନଟି ତାଳଚେରରୁ ଝାଡ଼ଖଣ୍ଡ ଅଭିମୁଖେ ଯାଉଥିବା ବେଳେ ସୋର ଷ୍ଟେସନ ଠାରେ ନିଆଁ ଲାଗିଥିବାର ଗାର୍ଡ ଦେଖିଥିଲେ । ଏହାପରେ ସୋର ଷ୍ଟେସନ ମାଷ୍ଟରଙ୍କୁ ଜଣାଇଥିଲେ…