Category: ତାଜା ଖବର

ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ମିଶ୍ରଙ୍କୁ ଗିରଫ କଲା ଭିଜିଲାନ୍ସ

ଅମାପ ସମ୍ପତ୍ତିର ମାଲିକ ତଥା ରାସ୍ତା ଓ ଗୃହ ନିର୍ମାଣ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ର ଗିରଫ ହୋଇଛନ୍ତି । ସମ୍ପତ୍ତି ଦେଖିଲେ ତାଜୁବ ହେବେ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଵିଭାଗ ଗିରଫ କରିଥିବା…

୩ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

୩ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଆଜି ଜାତୀୟ ରାଜପଥ ନିର୍ମାଣ ନେଇ ସମୀକ୍ଷା ବୈଠକ ହେବ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସମୀକ୍ଷା ବୈଠକରେ ସାମିଲ ହେବେ। ଜାତୀୟ ରାଜପଥ ନିର୍ମାଣ ପ୍ରସଙ୍ଗରେ ବିଶେଷ…

ବାରରେ ନାଚି ପାରିବେନି ଯୁବତୀ

ଅସାମାଜିକଙ୍କ ଦୁର୍ବ୍ୟବହାର ଓ ଅଶ୍ଳୀଳ ଆଚରଣକୁ ନେଇ ବାର ଗର୍ଲଙ୍କ ଉପରେ କଟକଣା ଲାଗୁ ହୋଇଛି। ଅବକାରୀ ବିଭାଗ ଏହି କଟକଣା କରିଛି। ଆଉ ବାରରେ ନାଚି ପାରିବେନି ଯୁବତୀ । ବାର ଗର୍ଲଙ୍କୁ ନିର୍ଯ୍ୟାତନା ଓ ଗଣ୍ଡଗୋଳକୁ ନେଇ ଦୃଢ଼…

ପୋଲାଭରମ ପ୍ରକଳ୍ପ କ୍ଷୟକ୍ଷତି ଅନୁଧ୍ୟାନ କରି ଫେରିଲା ବିଜେଡି ଟିମ

ପୋଲାଭରମ ପ୍ରକଳ୍ପ କାମ ଯଥାଶୀଘ୍ର ସାରିବାକୁ ଚଳିତ ବଜେଟରେ ନିଷ୍ପତ୍ତି ନିଆଯିବା ସହ ଏଥିପାଇଁ ବ୍ୟୟବରାଦ ମଧ୍ୟ ହୋଇଥିଲା। ଯାହାଫଳରେ ରାଜ୍ୟରେ ପୋଲାଭରମ ପ୍ରକଳ୍ପ ରାଜନୀତି ସରଗରମ ହୋଇଥିଲା। ବିରୋଧୀ ଦଳ ବିଜେଡି ଏହାକୁ ବିରୋଧ କରିବା ସହ ପ୍ରକଳ୍ପ ସ୍ଥିତି…

ପ୍ରକାଶ ପାଇଲା ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କିଂ ତାଲିକା

କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କିଂ ପ୍ରକାଶ ପାଇଛି। ଓଭରାଲ ରାଙ୍କିଂର ଶୀର୍ଷ ୧୦୦ରେ ଓଡ଼ିଶାର ୩ ପ୍ରମୁଖ ଶିକ୍ଷାନୁଷ୍ଠାନ ରହିଛନ୍ତି। ରାଜ୍ୟର ୩ ପ୍ରମୁଖ ଶିକ୍ଷାନୁଷ୍ଠାନ ମଧ୍ୟରେ ସୋଆ ଆଗରେ ରହିଛି। ୬୦.୭୩% ସ୍କୋର୍‌ ସହ ‘ସୋଆ’…

ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା

ଆସନ୍ତା ୧୮ ତାରିଖରେ ଦିନିକିଆ ଗସ୍ତରେ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡା । ବିଧାନସଭାରେ ବିଧାୟକମାନଙ୍କ ତାଲିମ୍ କାର୍ଯ୍ୟକ୍ରମରେ ଯୋଗଦେବା ସହ ଜେ.ପି ନଡ୍ଡା ତାଲିମ ଦେବାର କାର୍ଯ୍ୟକ୍ରମ ରହିଥିବା ସୂଚନା ।

ମଧ୍ୟାହ୍ନ ଭୋଜନ ପରିବର୍ତ୍ତେ ବିସ୍କୁଟ୍ ଦେବାରୁ ବିଇଓ ଓ ଏବିଇଓଙ୍କୁ ସ୍କୁଲ୍‌ରେ ତାଲା ପକାଇଲେ ଅଭିଭାବକ

ବାଲେଶ୍ୱରର ରେମୁଣା ବିଇଓ ଓ ଏବିଇଓଙ୍କୁ ସ୍କୁଲ୍‌ରେ ତାଲା ପକାଇଲେ ଅଭିଭାବକ। ଶ୍ରୀଜଙ୍ଗ ସ୍କୁଲ୍‌ରେ ଶନିବାର ମଧ୍ୟାହ୍ନ ଭୋଜନ ପରିବର୍ତ୍ତେ ବିସ୍କୁଟ୍ ଖାଇ ଦେଇଥିବାରୁ ବିଇଓ, ଏବିଇଓଙ୍କୁ ତାଲା ପକାଇଲେ ଅଭିଭାବକ । ସୂଚନା ମୁତାବକ ରେମୁଣାରେ ଥିବା ଶ୍ରୀଜଙ୍ଗ ସ୍କୁଲ୍‌ରେ…

ଗରିବ ଭୂମିହୀନ ଓ ବାସହୀନଙ୍କୁ ଘର ନିର୍ମାଣ ପାଇଁ ଦିଆଯିବ ଜମି

ଓଡ଼ିଶାରେ ଭୂମିହୀନ ଓ ବାସହୀନ ଥିବା ଲୋକକୁ ମିଳିବ ଜମି ବୋଲି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ଗ୍ରାମାଞ୍ଚଳରେ ବର୍ଷବର୍ଷ ଧରି ସରକାରୀ ଜାଗାରେ ରହିବା ସତ୍ତ୍ୱେ ଭୂମିହୀନ ଗରିବଙ୍କୁ ଦିଆଯିବ ଜମି ।…

କଳିଙ୍ଗ ପୁରସ୍କାର ରାଶି ସହାୟତା ବନ୍ଦ ନ କରିବା ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ନବୀନ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଏହି ପୁରସ୍କାର ବିଜ୍ଞାନ ଓ ଗବେଷଣାକୁ ଲୋକପ୍ରିୟ କରିବାକୁ ଆରମ୍ଭ ହୋଇଥିବା ୟୁନେସ୍କୋ କଳିଙ୍ଗ ପୁରସ୍କାର ବନ୍ଦ ପାଇଁ କରାଯାଉଛି ଚକ୍ରାନ୍ତ। ୧୯୫୨ ମସିହାରୁ ପ୍ରଦାନ କରାଯାଇଆସୁଥିବା ଏହି ସମ୍ମାନଜନକ ପୁରସ୍କାରକୁ ହଠାତ ଆର୍ଥିକ ଅନୁଦାନ…

ଭତ୍ତା ପ୍ରସଙ୍ଗକୁ କେନ୍ଦ୍ର କରି ବିଜେପି ସରକାରଙ୍କୁ ଟାର୍ଗେଟ କଲେ ନବୀନ ପଟ୍ଟନାୟକ

ରାଜ୍ୟବାସୀଙ୍କୁ ଦେଇଥିବା ଭତ୍ତା ପ୍ରସଙ୍ଗକୁ କେନ୍ଦ୍ର କରି ଓଡ଼ିଶାର ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ନିଜ ସୋସିଆଲ ମିଡ଼ିଆରେ ଲେଖିଛନ୍ତି ବିଜେପି ତାର ନିର୍ବାଚନୀ ଘୋଷଣାପତ୍ରରେ ଭତ୍ତାଧାରୀଙ୍କୁ ୩,୦୦୦ ତଥା ୩,୫୦୦ ଟଙ୍କା ଭତ୍ତା…