Category: ତାଜା ଖବର

ମାଦକ ଦ୍ରବ୍ୟରେ ସାମିଲ୍ ହେଲା ଭାଙ୍ଗ

ମାଦକ ଦ୍ରବ୍ୟରେ ସାମିଲ୍ ହେଲା ‘ଭାଙ୍ଗ’ । ଏନେଇ ରାଜ୍ୟ ଅବକାରୀ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଓଡିଶା ଏକ୍ସାଇଜ୍ ଆକ୍ଟ, ୨୦୦୮ ଓ ଓଡିଶା ଆକ୍ଟ ୧୦, ୨୦୧୩ ର ଧାରା ୨ର କ୍ଲଜ (t) ଅନୁଯାୟୀ…

ସୁଭଦ୍ରା ଯୋଜନା ପାଇଁ ଜିଲ୍ଲାପାଳଙ୍କ ମାଧ୍ୟମରେ ଫିଡ୍‌ବ୍ୟାକ ସଂଗ୍ରହ କରିବା ଏକ ପ୍ରହସନ: ବିଜେଡି

ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଥିଲେ, ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସୁଭଦ୍ରା…

ଓଡ଼ିଶାରେ ହେବାକୁ ଥିବା ସର୍ଭିସ ରୋଡକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରେସମିଟ୍

ଓଡ଼ିଶାରେ ନିର୍ମାଣାଧୀନ ଓ ପ୍ରସ୍ତାବିତ ଜାତୀୟ ରାଜପଥର ନିର୍ମାଣ ନେଇ ଆଜି କେନ୍ଦ୍ର ସଡକ, ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟିବା ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଭୁବନେଶ୍ୱରରୁ…

ଭୁବନେଶ୍ୱର ମଧ୍ୟ ବିଧାୟକଙ୍କୁ ହାଇକୋର୍ଟର ନୋଟିସ୍ 

ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ହାଇକୋର୍ଟଙ୍କ ନୋଟିସ । ନିର୍ବାଚନୀ ଅନିୟମିତତା ମାମଲାରେ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଆବେଦନ ଆଧାରରେ ନୋଟିସ୍ ଜାରି ହୋଇଛି। ସେପ୍ଟେମ୍ବର ୯ରେ ହାଇକୋର୍ଟରେ ମାମଲାର ପରବର୍ତ୍ତୀ…

କଳାଟଙ୍କାର ପାହାଡ ସୃଷ୍ଟି କରିଥିବା ବିଜେଡି ସରକାରର ଗେହ୍ଲାପୁଅମାନେ ଏବେ ଜେଲ୍ ମୁହାଁ: ବିଜେପି

ବିଜୁ ଜନତା ଦଳ ସରକାର ସମୟରେ କିଭଳି ଦୁର୍ନୀତି ଖୁଲମଖୁଲା ଚାଲିଥିଲା, ସରକାରୀ ଅର୍ଥକୁ ବେଧଡକ୍ ଲୁଟ୍ କରି ସରକାରୀ ଅଧିକାରୀମାନେ କଳାଟଙ୍କାର ପାହାଡ ତିଆରି କରିଥିଲେ ଏହାର ପ୍ରମାଣ ଏବେ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ହେବା ପରେ ସାମ୍ନାକୁ…

କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାର ତଦନ୍ତ କରିବା ସିବିଆଇ 

କୋଲକାତା ଆର.ଜି. କର ମେଡିକାଲ କଲେଜ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ଶୁଣାଣି ସମୟରେ ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ କୋର୍ଟ ଏହି ଘଟଣାର ତଦନ୍ତ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ସିବିଆଇ…

ଦିଲ୍ଲୀରେ ବସିଲା ଏଆଇସିସି ବୈଠକ

ଦିଲ୍ଲୀରେ ଆଜି ବସିଲା ଏଆଇସିସି ବୈଠକ । ଲୋକସଭା ନିର୍ବାଚନରେ ଭଲ ପ୍ରଦର୍ଶନ କରିବା ପରେ କଂଗ୍ରେସ ବର୍ତ୍ତମାନ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ମହାରାଷ୍ଟ୍ର, ଝାଡଖଣ୍ଡ, ହରିୟାଣାରେ ବିଧାନସଭା ନିର୍ବାଚନ ଏବଂ କେତେକ ରାଜ୍ୟରେ ଉପ-ନିର୍ବାଚନ ପାଇଁ…

ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଚିଠି ପ୍ରସଙ୍ଗ; ପୂର୍ବରୁ ଉଚ୍ଚଶିକ୍ଷା କ୍ଷେତ୍ରରେ ସୁଧାର ପାଇଁ ନିଆଯାଇଥିଲା ପଦକ୍ଷେପ: ବିଜେଡି

ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ପ୍ରସଙ୍ଗରେ ପ୍ରତିକ୍ରିୟା ହେଇଛନ୍ତି ବିଜେଡିର ମୁଖପାତ୍ର ଚିନ୍ମୟ ସାହୁ। ସେ କହିଛନ୍ତି ପୂର୍ବରୁ ଉଚ୍ଚଶିକ୍ଷା କ୍ଷେତ୍ରରେ ସୁଧାର ପାଇଁ ନିଆଯାଇଥିଲା ପଦକ୍ଷେପ ନିଆଯାଇଥିଲା ।୨୦୨୦ରେ ବଳିଷ୍ଠ…

ଖୋଲିବ ସବୁ ପୁରୁଣା ମାମଲା: ପୃଥ୍ୱୀରାଜ ହରିଚନ୍ଦନ

ସ୍ୱର୍ଗତ ନବ ଦାସ ହତ୍ୟାକାଣ୍ଡର ପୁନଃ ତଦନ୍ତ କରିବେ ରାଜ୍ୟ ସରକାର ବୋଲି ଆଜି ଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ସ୍ୱର୍ଗତ ନବ ଦାସ ହତ୍ୟା ମାମଲା ସହ ଥଣ୍ଡା ପଡ଼ିଥିବା…

ଏସ୍‌ସିବି ମେଡିକାଲରେ ୨ ରୋଗୀଙ୍କୁ ଡାକ୍ତରଙ୍କ ଦୁଷ୍କର୍ମ ଅଭିଯୋଗ

କଟକରେ ଥିବା ଏସ୍‌ସିବି ମେଡ଼ିକାଲରେ ୨ ରୋଗୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ଏବେ ସାମ୍ନାକୁ ଆସିଛି । କାର୍ଡିଓଲୋଜି ବିଭାଗର ଜଣେ ଡାକ୍ତର ମେଡ଼ିକାଲକୁ ଚିକିତ୍ସିତ ହେବାକୁ ଆସିଥିବା ଜଣେ ଡାକ୍ତରଙ୍କ ମା’ ଓ ମାଇଁକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି…