ତାଜା ଖବର ରାଜନୀତି ରାଜ୍ୟ ପୋଲିସକୁ କଂଗ୍ରେସର ୭୨ ଘଣ୍ଟିଆ ଚେତାବନୀ July 3, 2024 Papirani ମାଷ୍ଟରକ୍ୟାଣ୍ଟିନରେ କଂଗ୍ରେସ-ବିଜେପି ମାରପିଟ୍ ଘଟଣାରେ ପୋଲିସକୁ କଂଗ୍ରେସର ୭୨ ଘଣ୍ଟିଆ ଚେତାବନୀ । ଆକ୍ରମଣକରୀଙ୍କୁ ଗିରଫ କରିବାକୁ ୭୨ ଘଣ୍ଟାର ମହଲତ ଦେଲା କଂଗ୍ରେସ, ତାରା କହିଲେ ଆବଶ୍ୟକ ପଡିଲେ କଂଗ୍ରେସ ଯୁବ ଛାତ୍ରଙ୍କୁ ନେଇ ବିଜେପି ପାର୍ଟି ଅଫିସରେ ପଶିବୁ…
ତାଜା ଖବର ରାଜନୀତି ରାଜ୍ୟ ମାଲକାନଗିରି ପୂର୍ବତନ ବିଧାୟକ ଆଦିତ୍ୟ ମାଢିଙ୍କ ପରଲୋକ July 3, 2024 Papirani ମାଲକାନଗିରି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଆଦିତ୍ୟ ମାଧିଙ୍କ ୪୯ ବର୍ଷ ବୟସରେ ପରଲୋକ ହୋଇଛି। ଦୀର୍ଘଦିନ ଧରି କିଡନୀ ରୋଗରେ ପୀଡିତ ଥୂଲେ ଶ୍ରୀ ପାଢୀ । ବୁଧବାର ସନ୍ଧ୍ୟାରେ ଭୁବନେଶ୍ବର ଏମସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତି ହୋଇଥିବା…
ତାଜା ଖବର ରାଜନୀତି ରାଜ୍ୟ କୁସୁମାର ଆଲିସାନ ବଙ୍ଗଳାକୁ ନେଇ ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ July 3, 2024 Papirani କୁସୁମାର ଆଲିସାନ ବଙ୍ଗଳାକୁ ନେଇ ଯାଜପୁର ପୌରପାଳିକାକୁ ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । କିଏ, କାହିଁକି ଓ କେଉଁ ସଂସ୍ଥା ନିର୍ମାଣ କରିଛି ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । କାମର ସ୍ୱଚ୍ଛତା ଓ ବୈଧତା ନେଇ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ…
ତାଜା ଖବର ରାଜ୍ୟ ଭିଜିଲାନ୍ସ ଜାଲରେ ଖଣ୍ଡପଡ଼ା ତହସିଲଦାର July 3, 2024 Papirani ଭିଜିଲାନ୍ସ ଜାଲରେ ଫସିଲେ ନୟାଗଡ ଜିଲ୍ଲା ଖଣ୍ଡପଡା ତହସିଲଦାର । ତହସିଲଦାର ଧୋବେଇ ନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରିଛି । ଭାପୁର ଏବଂ ଭୁବନେଶ୍ଵରସ୍ଥିତ ବାସଭବନରେ ଭିଜିଲାନ୍ସ ପକ୍ଷରୁ ରେଡ୍ ହୋଇଥିବା ସୂଚନା । ତହସିଲ ଅଫିସର ଜଣେ…
ତାଜା ଖବର ରାଜ୍ୟ ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗରେ ଜାଣନ୍ତୁ କଣ କହିଲେ ଗଜପତି ମହାରାଜା July 3, 2024 Papirani ସାରା ଦେଶରେ ରତ୍ନଭଣ୍ଡାର ଖୋଲିବନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ରତ୍ନଭଣ୍ଡାର ଖୋଲାଯିବା ପ୍ରସଙ୍ଗରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ୪୫ ବର୍ଷ ହେଲା ବନ୍ଦ ରହିଛି ଭିତର ରତ୍ନଭଣ୍ଡାର । ମରାମତି ନିହାତି…
ତାଜା ଖବର ଦେଶ ରାଜ୍ୟ ଓଡ଼ିଶା ହାଇକୋର୍ଟରେଥିବା ବିଚାରପତି ଏବେ ହେବେ ଝାଡ଼ଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି July 3, 2024 Papirani ଜଷ୍ଟିସ୍ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ହେଲେ ଝାଡ଼ଖଣ୍ଡ ହାଇକୋର୍ଟ ମୁଖ୍ୟ ବିଚାରପତି । ଏବେ ଓଡ଼ିଶା ହାଇକୋର୍ଟର ବିଚାରପତି ଅଛନ୍ତି ଡକ୍ଟର ଜଷ୍ଟିସ୍ ଷଡ଼ଙ୍ଗୀ । ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଘର ନୟାଗଡ଼ ଓଡ଼ଗାଁରେ ହୋଇଥିବା ବେଳେ ଭୁବନେଶ୍ବର ବିଜେବିରୁ…
ତାଜା ଖବର ରାଜନୀତି ରାଜ୍ୟ ଦରଦାମ ବୃଦ୍ଧିକୁ ନେଇ ବିଜେଡିର ପ୍ରେସମିଟ୍: ଦରଦାମ ନିୟନ୍ତ୍ରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି July 3, 2024 Papirani ଶଙ୍ଖ ଭବନରେ ଆଜି ଦରଦାମ ବୃଦ୍ଧିକୁ ନେଇ ପ୍ରେସମିଟ କରିଛି ବିଜେଡି । ପ୍ରେସମିଟ୍ ମାଧ୍ୟମରେ ବିଜେଡି କହିଛି ଦିନକୁ ଦିନ ଦରଦାମ ବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କୁ ବେଶ ବଢୁଛି ଏବଂ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।…
ତାଜା ଖବର ରାଜନୀତି ରାଜ୍ୟ ରତ୍ନଭଣ୍ଡାର ଖୋଲିବ ନିଶ୍ଚିତ: ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ July 3, 2024 Papirani ରତ୍ନଭଣ୍ଡାର ଖୋଲାଯିବା ନେଇ ଆଜି ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସେ କହିଛନ୍ତି ଏନେଇ ନିଷ୍ପତି ସରିଛି । ମୋଡାଲିଟି ପ୍ରସ୍ତୁତ କରାଯିବା ସହ ଦିନେ ଦୁଇ ଦିନ ମଧ୍ୟରେ ତାରିଖ ଘୋଷଣା ହେବ । ଏନେଇ ସରକାରଙ୍କ…
ତାଜା ଖବର ରାଜ୍ୟ ଭୁଲ୍ ଇଞ୍ଜେକସନ୍ ଯୋଗୁଁ ନାବାଳକର ମୃତ୍ୟୁ! July 3, 2024 Papirani କଟକ ମଙ୍ଗଳାବାଗ ଥାନା ଅଞ୍ଚଳର ଏକ ଘରୋଇ ମେଡିକାଲରେ ଉତ୍ତେଜନା । ଭୁଲ୍ ଇଞ୍ଜେକସନ୍ ଯୋଗୁଁ ନାବାଳକର ମୃତ୍ୟୁ ଅଭିଯୋଗ ହୋଇଛି । ମୃତକ ହେଲେ ଯାଜପୁର ଜିଲ୍ଲାର ୧୪ ବର୍ଷୀୟ ରଶ୍ମୀରଞ୍ଜନ ମଲ୍ଲିକ। ଏକ ଅପରେସନ ପାଇଁ ରଶ୍ମୀରଞ୍ଜନ ମେଡିକାଲ…
ତାଜା ଖବର ଦେଶ ରାଜ୍ୟ ଆସାମରେ ତାଣ୍ଡବ କରୁଛି ବନ୍ୟା: ୩୮ ମୃତ July 3, 2024 Papirani ଆସାମରେ ବନ୍ୟାର ତାଣ୍ଡବ । ଆସାମ ବର୍ତ୍ତମାନ ଏକ ଭୟଙ୍କର ବନ୍ୟା ପରିସ୍ଥିତିର ସାମନା କରୁଛି । ସମ୍ପ୍ରତି ବନ୍ୟା ପରିସ୍ଥିତି ଗମ୍ଭୀର ରହିବା ସହିତ ଏଥିରେ ପ୍ରାୟ ୩୮ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି,…