ତାଜା ଖବର ରାଜନୀତି ରାଜ୍ୟ ବିଜେଡି ଛାଡ଼ିଲେ ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି December 2, 2024 Papirani ବଡ଼ମ୍ବାରେ ବିଜେଡିକୁ ବଡ଼ ଝଟକା । ବିଜେଡି ଛାଡ଼ିଲେ ରଘୁପତି ମହାନ୍ତି । କଟକ ଜିଲ୍ଲା ବଡ଼ମ୍ବା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଘୁପତି ମହାନ୍ତି ବିଜେଡିରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫାପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଥିବା…
ତାଜା ଖବର ରାଜ୍ୟ ନୀଳାଚଳରେ ସବୁଜ ବନାନୀକୁ ଧ୍ୱଂସ ଉଦ୍ୟମ; ମାନିଲେନି କେନ୍ଦ୍ର ସରକାରଙ୍କ ସର୍ତ୍ତ, କାଟିଦେଲେ ହଜାରହଜାର ଗଛ December 2, 2024 Papirani ନୀଳାଚଳ ଇସ୍ପାତ୍ କାରଖାନା ପରିସରରୁ ହଜାର ହଜାର ସଂଖ୍ୟାର ପୁରାତନ ଗଛ କଟା ଚାଲିଛି । ଗତ କିଛି ଦିନ ଧରି ବଡବଡ କଟର ମେସିନ୍ ଲଗାଇ ବେଧଡକ ଭାବରେ କାରଖାନର ସବୁଜ ବନାନୀକୁ ଧ୍ବଂସ କରାଯାଉଥିବା ବେଳେ ଜଙ୍ଗଲ ଏବଂ…
ତାଜା ଖବର ରାଜ୍ୟ ନାଟକ ମଞ୍ଚ ଉପରେ ଜୀଅନ୍ତା ଘୁଷୁରୀକୁ ମାରି ଖାଇଲେ କଳାକାର December 2, 2024 Papirani ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ ନେଇ ସ୍ବର ଉଠିବା ପରେ ଏହା ଉପରେ କଟକଣା ଜାରି କରାଯାଇଛି । ହେଲେ ନାଟକରେ ଯେଉଁଭଳି ପାଶବିକ ଦୃଶ୍ୟ ପରିବେଷଣ ହୋଇଛି ତାହା ଖାଲି ପରିବେଶବିତକୁ ନୁହେଁ ସାଧାରଣ ଲୋକଙ୍କୁ ମଧ୍ଯ ସ୍ତବ୍ଧ କରିଛି।…
ତାଜା ଖବର ରାଜ୍ୟ ପୁଣି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ରାଗିଂ ! December 2, 2024 Papirani ପୁଣି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ରାଗିଂ ଅଭିଯୋଗ। କିଛି ସିନିୟର ଛାତ୍ର ଜୁନିୟରଙ୍କୁ ନିଜ ବ୍ୟକ୍ତିଗତ କାମରେ ଲଗାଉଥିବା ଅଭିଯୋଗ ହୋଇଛି । ଏନେଇ ଏମକେସିଜି ଆଣ୍ଟି ରାଗିଂ ସେଲରେ ଅଭିଯୋଗ କରିଛନ୍ତି ଜୁନିୟର୍ ଛାତ୍ର । ଯାହାକୁ ନେଇ…
ତାଜା ଖବର ରାଜ୍ୟ ରାଜ୍ୟ ପରିବହନ ବିଭାଗ ରେ ଗାଡିଚାଳକ ମାନଙ୍କ ୧୨୧୫ କୋଟି ଟଙ୍କା ବକେୟା ରାଶି ଦେୟ December 1, 2024 Nirvay ରାଜ୍ୟ ଆଞ୍ଚଳିକ ପରିବହନ ବିଭାଗ ରିପୋର୍ଟ ଅନୁଯାୟୀ ଗାଡି ମାଲିକଙ୍କ ଉପରେ ପଡିଛି ୧୨ ଶହ ୧୫ କୋଟିର ବକେୟା ଫାଇନ । ପ୍ରାୟ ୩୦ ଲକ୍ଷ ରୁ ଉର୍ଦ୍ଧ ଲୋକଙ୍କ ଉପରେ ଏହି ବକେୟା ରାଶି ରହିଛି। କିନ୍ତୁ ବକେୟା…
ତାଜା ଖବର ରାଜନୀତି ରାଜ୍ୟ ମୋଦି ଙ୍କ ୩ ଦିନିଆ ଓଡିଶା ଗସ୍ତ ଶେଷ, ଫେରିଲେ ଦିଲ୍ଲୀ December 1, 2024 Nirvay ଭୁବନେଶ୍ୱରରେ ଆୟୋଜିତ 59 ତମ ଡିଜିଏସପି/ଆଇଜିଏସପି ସମ୍ମିଳନୀ 2024 ରବିବାର ସମାପ୍ତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ଫେରିଲେ । ରାଜ୍ଯ ରାଜଧାନୀରେ ତିନି ଦିନ ବିତାଇବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ…
ତାଜା ଖବର ରାଜ୍ୟ ଡିସେମ୍ବର ୨୦୨୪ ସୁଦ୍ଧା ଆୟୁଷ୍ମାନ ଭାରତ ଯୋଜନା ଓଡିଶା ରେ ହେବ କାର୍ଯ୍ୟକାରୀ December 1, 2024 Nirvay ବହୁ ପ୍ରତୀକ୍ଷିତ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ-ଜନ ଆରୋଗ୍ଯ ଯୋଜନା ଚଳିତ ଆର୍ଥିକ ବର୍ଷ 2024 ଶେଷ ସୁଦ୍ଧା ଓଡ଼ିଶାରେ କାର୍ଯ୍ଯକାରୀ ହେବ ବୋଲି ସ୍ୱାସ୍ଥ୍ଯ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ଆର୍ଥିକ ଦୃଷ୍ଟିରୁ ଦୁର୍ବଳ…
ତାଜା ଖବର ରାଜ୍ୟ ଉତ୍ତରପ୍ରଦେଶରୁ କାଲି ସୁଦ୍ଧା ୩୦୦ ଟ୍ରକ ଆଳୁ ଗାଡ଼ି ପହଞ୍ଚିବ ଓଡିଶା December 1, 2024 Nirvay କାଲି ସୁଦ୍ଧା ୟୁପିରୁ ଓଡ଼ିଶାକୁ ୩୦୦ ଟ୍ରକ୍ ଆଳୁ ଗାଡ଼ି ଆସିବ। ୩୦୦ ଟ୍ରକ ଆସିବା ନେଇ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା ଆଜି ସୂଚନା ଦେଇଛନ୍ତି। ଆସୁଥିବା ଆଳୁ ଗାଡ଼ି କାଲି ଓଡ଼ିଶାରେ ପହଞ୍ଚିବ ଏବଂ ଆଳୁ ଗାଡ଼ି ପହଞ୍ଚିବା…
ତାଜା ଖବର ରାଜନୀତି ରାଜ୍ୟ ଜୟନାରାୟଣଙ୍କ ବିସ୍ଫୋରକ ବୟାନ; ‘ମୁଁ ଜଣେ ତଡ଼ାଖିଆ’ December 1, 2024 Nirvay ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଘଣ୍ଟା ଧରି ରାଜ୍ୟ ଭାଜପା କାର୍ଯ୍ୟାଳୟରେ ବିଧାୟକ, ସାଂସଦ, ମନ୍ତ୍ରୀ ଓ ଅନ୍ୟ ପଦାକାରୀଙ୍କ ସହ ଆଲୋଚନା କରିଥିଲେ, ସେମାନଙ୍କୁ ଏକାଠି ହୋଇ ଲୋକଙ୍କ ସେବା କରିବା ପାଇଁ ପରାମର୍ଶ ଦେଇଥିଲେ । ହେଲେ ଏହି…
ତାଜା ଖବର ରାଜନୀତି ରାଜ୍ୟ ବବି ଦାସ ଭାଇ ଭବ ଦାସ ନାଁରେ ଆଉ ଏକ ମାମଲା ରୁଜୁ November 30, 2024 Papirani ବିରଜା ହାଟକୁ ନେଇ ଯାଜପୁର ରାଜନୀତି ପାଣିପାଗ ଏବେ ବେସ୍ ସରଗରମ ରହିଛି । ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସଙ୍କ ନାଁରେ ରୁଜୁ ହେଲା ଆଉ ଏକ ମାମଲା । ଭବ ପ୍ରସାଦ ଦାସ (ଲଲ)ଙ୍କ ନାଁରେ ଜାତିଆଣ…